ବୋହୂକୁ ମାଗିଲା ‘ ମୋତେ ଟିକିଏ ଦବ କି ‘ ? ଆଉ ସହି ପାରିଲାନି ଶ୍ୱଶୁର । ଆଉ ତାପରେ ଟାଙ୍ଗିଆରେ ……..

ଶ୍ୱଶୁର ଆଗରେ ନୂଆ ବୋହୂକୁ ଧର୍ମାନନ୍ଦ ଦେହୁରୀ ମ-ଦ ପିଇ କହିଥିଲା ‘ ମୋତେ ଟିକେ ଦବକି ? ‘ । ଆଉ ଯାହାପରେ ଶ୍ୱଶୁର ଶ୍ରୀଧର ଦେହୁରୀ କୁରାଢ଼ୀ ଆଣି ଧର୍ମାନନ୍ଦର ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା । ଧର୍ମାନନ୍ଦ ଦେହୁରୀ ନାମକ ବ୍ୟକ୍ତି ଜଣକ କୁଆଡ଼େ ଗୁଣି ଗାରେଡ଼ି କରନ୍ତି । ସେଥିପାଇଁ ଶ୍ରୀଧର ଦେହୁରୀ ମଧ୍ୟ ରାଗୁଥିଲେ ।

ପୁଣି ସେଦିନ ପୁଅ ଘରେ ନଥିବା ବେଳେ ନୂଆ ବୋହୂକୁ ସେଭଳି କହିବାରୁ ଶ୍ୱଶୁର ତାକୁ ଜୀବନରୁ ମା-ରି ଦେଇଥିଲା । କିନ୍ତୁ ମୃତକଙ୍କ ପୁତୁରାଙ୍କ କହିବା କଥା ଯେ ସେ ସେପରି କୋୖଣସି ଗୁଣି ଗାରେଡ଼ି କରୁ ନଥିଲେ ବୋଲି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥା-ନା ଆଦିବାସୀ ଅଂଶିତ ପାହାଡ଼ ପର୍ବତ ଘେରା କଣ୍ଡରା ଗାଁରେ ଏଭଳି ଏକ ବିଭତ୍ସ ହ-ତ୍ୟାକା-ଣ୍ଡ ଘଟି ଯାଇଛି ।

ଆଉ ଶ୍ୱଶୁର ଯାହାକୁ ବର୍ତ୍ତମାନ ଗୁଣିଆ ବୋଲି କହୁଛନ୍ତି , ସେ ହେଉଛନ୍ତି ବୋରୁଆବିଲ ପଞ୍ଚାୟତ ଅନ୍ତର୍ଗତ କଣ୍ଡାର ଗାଁର ଧର୍ମାନନ୍ଦ ଦେହୁରୀ । ତେବେ ଧର୍ମାନନ୍ଦଙ୍କୁ ପ୍ରଥମେ ଟାଙ୍ଗିଆରେ ବିଭତ୍ସ ଭାବରେ ହ-ତ୍ୟା କରିବା ପରେ ପରେ ୨୦୦ ମିଟର ଜଙ୍ଗଲ ଭିତରକୁ ଟାଣି ଟାଣି ନେଇ ଫୋପାଡ଼ି ଦେଇଥିଲା । ଆଉ ଏସବୁ ଘଟ-ଣାକୁ ଅଭି-ଯୁକ୍ତ ବୃଦ୍ଧ ଶ୍ରୀଧର ଦେହୁର ନିଜେ ସ୍ବୀକାର କରି ନେଇଛି ।

ତେବେ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୮.୦୦ ସମୟରେ ଏଭଳି ଏକ ହ-ତ୍ୟାକା-ଣ୍ଡ ଘଟିଥିଲା । ସମସ୍ତେ ରାତିରେ ଖାଇ ପିଇ ଶୋଇବା ପରେ ଧର୍ମାନନ୍ଦ , ଶ୍ରୀଧରଙ୍କ ଘରକୁ ଯାଇଥିଲା । ମ-ଦ ପିଇଥିବା ଅବସ୍ଥାରେ ବୋହୂ ଶ୍ରୀଧରଙ୍କ ଯେତେବେଳେ ଘରେ ଥିଲେ ସେତେବେଳେ ତାଙ୍କୁ ଖରାପ ଇ-ଙ୍ଗିତ କରିବା ସହିତ କହିଥିଲେ ‘ ମୋତେ ଟିକିଏ ଦବ କି ? ‘ ।

ବୋହୂ ଜଣକ ମଧ୍ୟ ଏଭଳି କିଛି ଅଭି-ଯୋଗ କରିଛନ୍ତି । ସେତେବେଳେ ଘରେ ନଣଦ ଭାଉଜ ଥିବା କହିଛନ୍ତି ବୋହୂ କବିତା ଦେହୁରୀ । ତାଙ୍କ ସ୍ୱାମୀ ମଧ୍ୟ ସେତେବେଳେ ଘରେ ନଥିଲେ । ଆଉ ସେତିକି ବେଳେ ଶ୍ରୀଧର ଧର୍ମାନନ୍ଦର ଏଭଳି କାରନାମା ଦେଖି ନିଜକୁ ଅଟକାଇ ପାରି ନଥିଲେ ଏବଂ ଘର ଭିତରୁ ଏକ ଟାଙ୍ଗିଆ ଆଣି ଧର୍ମାନନ୍ଦକୁ ଚୋ-ଟ ପରେ ଚୋ-ଟ ପକାଇ ଚାଲିଥିଲେ । ଘଟ-ଣାସ୍ଥଳରେ ହିଁ ଧର୍ମାନନ୍ଦର ମୃ-ତ୍ୟୁ ହୋଇ ଯାଇଥିଲା ।

ଏହି ଘ-ଟଣା ବିଷୟରେ ଖବର ମିଳିବା ପରେ କାମାକ୍ଷାନଗର ଏସଡ଼ିପିଓ ପ୍ରଭାତ କୁମାର ତ୍ରିପାଠୀ ଏବଂ କଙ୍କଡ଼ାହାଡ଼ ପୋ-ଲିସ ପହଞ୍ଚି ତ-ଦନ୍ତ ଆରମ୍ଭ କରି ଦେଇଛନ୍ତି । ସବୁ କିଛି ସତକୁ ଅଭି-ଯୁକ୍ତ ଶ୍ରୀଧର ଦେହୁରୀ ମଧ୍ୟ ମାନି ଯାଇଥିଲେ । ସେ କହିଛନ୍ତି ଯେ ଧର୍ମାନନ୍ଦ କୁଆଡ଼େ ଗୁଣି ଗାରେଡ଼ି କରି ଅନେକ ଲୋକଙ୍କ ଜୀବନକୁ ନଷ୍ଟ କରି ଦେଉଥିଲା । ଏପଟେ ପୋ-ଲିସ ପ୍ରମାଣ ଏବଂ ଅଭି-ଯୁକ୍ତ ଆଧାରରେ ଘଟ-ଣାର ତ-ଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *