ଟୁଙ୍ଗୁରୁ କହିଲେ ବର୍ଷା ମୋ ମାଆ ଠାରୁ ସାନ ମାଉସୀ ଭଳି , ସେ ମୋତେ ମ-ରିଯି-ବି କହି ବ୍ଲା-କମେ-ଲ କରୁଛି

ଟୁଙ୍ଗୁରୁ ଆଉ ବର୍ଷା ପ୍ରେମ କାହାଣୀର ଆଉ ଏକ ନୂଆ ମୋଡ଼ ଆସିଯାଇଛି । ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚିତ ଦୁଇ ଚେହେରା ହେଉଛନ୍ତି ଟୁଙ୍ଗୁରୁ ଆଉ ବର୍ଷା । ଉଭୟେ ନିଜ ପ୍ରେମ କାହାଣୀ ଆଉ କଥାବାର୍ତ୍ତାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଟୁଙ୍ଗୁରୁ ନିଜକୁ ଷ୍ଟାର ହୋଇଯିବା କଥା କହିବାରୁ ବର୍ଷା କହୁଛନ୍ତି ଯେ ତୁମେ ମୋ ପାଇଁ ଷ୍ଟାର ହୋଇଛ । ତେଣୁ ଏଭଳି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ହୋଇ ରହିଛି । ତେବେ ଏ ସବୁ ମଧ୍ୟରେ ଟୁଙ୍ଗୁରୁ ବର୍ଷାଙ୍କୁ ଭଲ ପାଆନ୍ତି ନାହିଁ ବରଂ ବର୍ଷା ତାଙ୍କୁ ଏକ-ତର-ଫା ଭଲ ପାଆନ୍ତି ବୋଲି ଗଣମାଧ୍ୟମ ଆଗରେ ଟୁଙ୍ଗୁରୁ କହିଥିଲେ ।

କିନ୍ତୁ କାଲି ହଠାତ ସୋସିଆଲ ମିଡିଆରେ ଟୁଙ୍ଗୁରୁ ବର୍ଷାଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ଅନ୍ୟପକ୍ଷରେ ବର୍ଷା ଯଦି ହାତ କା-ଟିବେ , ତେବେ ଟୁଙ୍ଗୁରୁ ମଧ୍ୟ ହାତ କା-ଟିଦେ-ବେ ବୋଲି କହିଥିଲେ । ତେବେ ବର୍ତ୍ତମାନ ଏସବୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ସମସ୍ତେ ଟୁଙ୍ଗୁରୁଙ୍କ ଠାରୁ ପ୍ରକୃତ ସତ କଥା ଜାଣିବାକୁ ଚାହୁଁଛନ୍ତି । ଆଉ ଏହାପରେ ଟୁଙ୍ଗୁରୁଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ଏଭଳି କିଛି କଥା । କିନ୍ତୁ ତାହା ସତ ନା ମି-ଛ ସେ କଥା କେବଳ ସମୟ ହିଁ କହିବ । ପ୍ରକୃତ ଦୋ-ଷୀ କିଏ ତାହା ତ କେବଳ ଭଗବାନ ହିଁ ଜାଣିଛନ୍ତି ।

ଟୁଙ୍ଗୁରୁଙ୍କର କହିବା ଅନୁଯାୟୀ , ବର୍ଷା ତାଙ୍କ ମାଆ ଠାରୁ ସାନ ଆଉ ତାଙ୍କ ମାଉସୀଙ୍କ ବୟସର ହେବେ । ତାଙ୍କୁ ସେ କଣ ଭଲ ପାଇବେ , ଏହା ଗୋଟିଏ ମି-ଛ କଥା ଅଟେ । ଅନ୍ୟପକ୍ଷରେ ବର୍ଷା ହାତ କାଟି ଟୁଙ୍ଗୁରୁଙ୍କୁ ଫୋଟ ଉଠାଇ ପଠାଉ ଥିବାରୁ ସେ ଭ-ୟରେ ଏଭଳି କହିଥିଲେ ବୋଲି କହିଛନ୍ତି । ସେ ଜାଣି ନଥିଲେ କି ଗଣମାଧ୍ୟମ ଆଗରେ ବର୍ଷା ଛିଡା ହୋଇଛନ୍ତି । ଆହୁରିମଧ୍ୟ ବର୍ଷା ତାଙ୍କୁ ବ୍ଲା-କମେ-ଲ କରିବା କଥା ସେ କହୁଛନ୍ତି । କାରଣ ବର୍ଷା ତାଙ୍କ ବିନା ବଞ୍ଚିପାରିବେ ନାହିଁ , ଖାଇବେ ନାହିଁ , ଆ-ତ୍ମହ-ତ୍ୟା କରିଦେବେ ବୋଲି କହୁଛନ୍ତି ।

ବର୍ଷା ତାଙ୍କୁ ଆହୁରି କହିଛନ୍ତି କି , ଟୁଙ୍ଗୁରୁ ଚାଲ ଆମେ କୁଆଡ଼େ ପଳାଇବା ଆଉ ସେଠାରେ ଯାଇ ଘର କରିବା । ତେବେ ଯେତେ ଟଙ୍କା ଖର୍ଚ୍ଚ ହେବ , ସେ ଟଙ୍କାକୁ ସେ ଖର୍ଚ୍ଚ କରିବେ ବୋଲି ମଧ୍ୟ କହିଛନ୍ତି । ଟୁଙ୍ଗୁରୁ କହିଛନ୍ତି ଯେ , ନିଜ ବାପା ମାଆଙ୍କ ଠାରୁ ଲୁ-ଚାଇ ମଧ୍ୟ ଗତକାଲି ସେ ବର୍ଷାଙ୍କ ସହିତ କଥାବାର୍ତ୍ତା କରୁଥିଲେ । ବର୍ଷାଙ୍କ ହାତ କା-ଟିବା ଫୋଟ ଦେଖି ଟୁଙ୍ଗୁରୁ ଭ-ୟଭୀ-ତ ହୋଇ ଯାଇ ତାଙ୍କୁ ମେଡ଼ିକାଲ ଯିବା କଥା ମଧ୍ୟ କହିଥିଲେ । ତେବେ କାଲି ଗଣମାଧ୍ୟମ ଆଗରେ ଯାହା ବି ସେ କହିଛନ୍ତି , ତାହା ସବୁ ଭ-ୟର ପରିଣାମ ଅଟେ ।

Leave a Reply

Your email address will not be published. Required fields are marked *