ଏଥର ଟୁଙ୍ଗୁରୁ ଭୋଳ ବିରୋ-ଧରେ କୋ-ର୍ଟ ଯିବେ ବର୍ଷା , ଜାଣନ୍ତୁ କା-ନ୍ଦି କା-ନ୍ଦି ମିଡ଼ିଆ ସାମ୍ନାରେ କଣ କହିଲେ

ବର୍ତ୍ତମାନ ସମୟରେ ଅଧିକ ଚର୍ଚ୍ଚାରେ ରହିଥିବା ଘ-ଟଣା ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ମା-ମ-ଲା । ତେବେ ଏହି ମାମ-ଲାରେ ଯେପରି ଛକାପଞ୍ଝା ଖେଳ ଚାଲିଛି । ଫୋନରେ ସିନା ଟୁଙ୍ଗୁରୁ ବର୍ଷା ସହିତ ରୋମା-ଣ୍ଟିକ କଥା ହେଉଛି । କିନ୍ତୁ ସର୍ବସମ୍ମୁଖରେ ବର୍ଷାକୁ ବଦ-ନାମ କରିବାକୁ କୌଣସି ସୁଯୋଗକୁ ହାତଛ-ଡ଼ା କରୁନାହିଁ । ଆଉ ବର୍ଷା ବି ଭାବି ଆସୁଥିଲା ଯେ ହୁଏତ କ୍ୟାମେରା ସାମ୍ନାରେ ନିଜକୁ ବଞ୍ଚାଇବା ପାଇଁ ଟୁଙ୍ଗୁରି ଏପରି କହୁଛି । କିନ୍ତୁ ବର୍ତ୍ତମାନ ବର୍ଷା ମିଡ଼ିଆ ସାମ୍ନାରେ ଯାହା କହିଛନ୍ତି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସୂଚନା ଅନୁଯାୟୀ ବର୍ଷା ମିଡ଼ିଆ ସାମ୍ନାରେ ଦେଇଥିବା ଏକ ମନ୍ତବ୍ୟ ବେଶ ଭାଇରଲ ହେବାରେ ଲାଗିଛି । ବର୍ଷା ଏଥର କୋ-ର୍ଟରେ ଅଭି-ଯୋଗ କରିବ ବୋଲି କହିଛି । ବର୍ଷା ଅନୁଯାୟୀ ଟୁଙ୍ଗୁରୁ ପାଇଁ ସେ ନିଜର ସ୍ୱାମୀ ଏବଂ ପରିବାରକୁ ଛାଡ଼ି ଦେଇଛି । ବାପ ଘର ଲୋକେ ମଧ୍ୟ ସମ୍ପ-ର୍କ କା-ଟି ଦେଇଛନ୍ତି । ଟୁଙ୍ଗୁରୁକୁ ଭରସା କରି ସେ ଖୁବ ବଡ଼ ଭୁଲ କରିଛି ବୋଲି କହିଛି । ଯାହା ପାଇଁ ଆଜି ବର୍ଷା ପରିବାର ଛାଡ଼ିଛି ସେ ହିଁ ତାଙ୍କୁ ବ-ର୍ବା-ଦ କରିବାକୁ କୌଣସିଥିରେ କମ କରୁନାହିଁ ।

ଏହାକୁ ନେଇ ବର୍ତ୍ତମାନ ବର୍ଷା ଚୁପ ରହିବେ ନାହିଁ ବୋଲି କହିଛନ୍ତି । ସେ ଦାବି କରିଛନ୍ତି ଯେ ଯେଉଁ ପିଲା ପାଇଁ ସେ ନିଜ ସ୍ୱାମୀକୁ ଛା-ଡ଼ପ-ତ୍ର ଦେଇଛନ୍ତି ତା ସହିତ ହିଁ ସେ ରହିବ । ନିଜର ନ୍ୟା-ୟ ଦାବି କରି ଓଡ଼ିଶାବାସୀଙ୍କୁ କହିଛନ୍ତି ଯେ ଟୁଙ୍ଗୁରୁ ଭୋଳ ଯାହାର ଚରିତ୍ର ଏତେ ଖରାପ ତାକୁ ନେଇ କିପରି ନିର୍ଦେଶକ ମାନେ ଭିଡ଼ିଓ ଏବଂ ଗୀତ ବନାଇଛନ୍ତି । ତାହା ବାସ୍ତବରେ ନିନ୍ଦ-ନୀୟ ଅଟେ । ଆଉ ଟୁଙ୍ଗୁରୁ ଯେଉଁ ଛୋଟ ପିଲା ପିଲା କହି ନିଜର ଭୁଲ ଲୁ-ଚେ-ଇବାକୁ ଚାହୁଁଛି ତାହା ସେ ଆଗରୁ ବୁଝି ଯିବାର ଥିଲା ଯେ ବୟସ ତାରତମ୍ୟ କେତେ । ତାର ଅଧିକାର ନଥିଲା ଯେ ସେ କେହି ବୟସରେ ବଡ଼ ଥିବା ଝିଅ ସହ ଖେଳିବ ।

ତେବେ ଟୁଙ୍ଗୁରୁ ଏସବୁ କରିବା ପଛରେ ନିଜେ ଟୁଙ୍ଗୁରୁ ଏବଂ ତା ମା’ ର ଷ-ଡ଼ଯ-ନ୍ତ୍ର ଥିବା କଥା ବର୍ଷା କହିଛି । ତାଙ୍କ ଅନୁଯାୟୀ ଏସବୁ ହେବା ପ୍ରଥମରୁ ହିଁ ଟୁଙ୍ଗୁରୁର ମା ଏସବୁ ଜାଣିଥିଲା । କେବଳ ଟଙ୍କା ବ୍ୟୟ ପାଇଁ ଟୁଙ୍ଗୁରୁ ଏସବୁ କରିଥିବା ବର୍ଷା କହିଛି । କାରଣ ଯେଉଁ ଦିନ ଥା-ନାରେ ବୁଝାମଣା ହୋଇ ଉଭୟେ ବାହାରିଲେ ସେତେବେଳେ ଟୁଙ୍ଗୁରୁ ସହିତ ତା ବାପା ଏବଂ ଭାଇ ଥିଲେ । ସେମାନେ ବର୍ଷାକୁ ତା ଘରେ ଛାଡ଼ିଥିଲେ ମଧ୍ୟ । ଏସବୁ ହେବାପରେ ବି ଯଦି ଜଣେ ଛୋଟ ପିଲା। ବର୍ଷା ସହ ସ-ମ୍ପ-ର୍କ ରଖି ପାରୁଛି ତେବେ ତାକୁ କିପରି କ୍ଷ-ମା ଦିଆଯାଇ ପାରିବ ?

Leave a Reply

Your email address will not be published. Required fields are marked *