ବିବାହ କରିବ ପ୍ରତି-ଶ୍ରୁତି ଦେଇ ଶାରୀ-ରିକ ସ-ମ୍ପର୍କ ରଖିଲା ପ୍ରେମିକ , ତାପରେ ଗର୍ଭ-ବତୀ ହେବା ଜାଣି ଗ-ର୍ଭପା-ତ କରାଇଲା

ବର୍ତ୍ତମାନ ସମୟରେ ଲୋକଙ୍କ ପାଇଁ ଖାଦ୍ୟ ଜରୁରୀ ନୁହେଁ ଯେତିକି ଯୌ-ନ ଲାଳସା ଜରୁରୀ ହୋଇ ଗଲାଣି । ଆଉ ଏହି କାରଣରୁ ଅନେକ ନାବା-ଳିକା ଯୌ-ନ ଶୋଷଣର ଶି-କାର ହେଉଛନ୍ତି । ଏହାସହିତ ଲଭ , ସେ-କ୍ସ ଏବଂ ଧୋ-କା ବର୍ତ୍ତମାନ ସମୟରେ ଏକ ଫ୍ୟାସନ ହୋଇ ଗଲାଣି । କିନ୍ତୁ ସେଥିରେ ଯିଏ ପୀ-ଡ଼ିତ ହେଉଛି ସେମାନଙ୍କ ମଧ୍ୟରୁ କିଛି ଦୃଢ଼ ଭାବରେ ସମସ୍ୟାକୁ ସାମ୍ନା କରୁଛନ୍ତି ଏବଂ ଆଉ କିଛି ହାରି ଯାଉଛନ୍ତି । ଆଜିକାର ଏହି ଲେଖାରେ ଆମେ ଏପରି ଏକ ଘ-ଟଣା ବିଷୟରେ କହିବୁ ଯେଉଁଠି ଜଣେ ଯୁବକ ବିବାହର ପ୍ରତି-ଶ୍ରୁତି ଦେଇ ନାବା-ଳିକାକୁ ଧୋ-କା ଦେଇଛି । ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘ-ଟଣା ପଣ୍ଡାକୁଡ଼ିଆ ବସ୍ତିର ଅଟେ । ଯେଉଁଠି ତପନ କୁମାର ବିଗଲ ନାମକ ଜଣେ ଯୁବକ ଜଣେ ନାବା-ଳିକାଙ୍କ ସହିତ ସ-ମ୍ପ-ର୍କ ରଖି ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ । ପରେ ମହିଳା ଗର୍ଭ-ବତୀ ହେବାରୁ ଗର୍ଭ-ପାତ କରାଇ ବିବାହ ପାଇଁ ମନା କରି ଦେଇଛନ୍ତି । ଯେଉଁ ଘ-ଟଣା ସେଠାକାର ଅଞ୍ଚଳରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ସମ୍ପୂର୍ଣ୍ଣ ଘ-ଟ-ଣା ଏହା ଯେ ପଣ୍ଡାକୁଡ଼ିଆ ବସ୍ତିର ତପନ ବିଗଲ ସେହି ବସ୍ତିର ଜଣେ ଯୁବତୀଙ୍କୁ ଗତ ଏକ ବର୍ଷ ପୂର୍ବେ ପ୍ରେମ ଜା-ଲରେ ଫ-ସେଇଥିଲେ । ତେବେ ଉଭୟ ପ୍ରାୟ ଏକ ବର୍ଷ ହେବ ପ୍ରେମ ସମ୍ପ-ର୍କରେ ରହି ଆସୁଥିଲେ ।

ଏମିତିକି ତପନ ଯୁବତୀଙ୍କୁ ବିବାହର ପ୍ରତି-ଶ୍ରୁତି ଦେଇ ଶାରୀ-ରିକ ସ-ମ୍ପର୍କ ରଖି ଆସୁଥିଲା । ଅନେକ ସମୟରେ ଯୁବତୀଙ୍କୁ ବୁଝାଇ ସୁଝାଇ ବିବାହ କରିବାର ମିଛ ପ୍ରତି-ଶ୍ରୁତି ଦେଇ ଆସୁଥିଲା । ଯୁବତୀ ଜଣକ ମଧ୍ୟ ତା କଥାରେ ବିଶ୍ୱାସ କରି ଯାଉଥିଲେ । କିନ୍ତୁ ଯେତେବେଳେ ଯୁବତୀ ଜଣକ ଗର୍ଭ-ବତୀ ଥିବା ଜାଣିଲେ ସେତେବେଳେ ସେ ଯୁବକଙ୍କୁ ବିବାହ କରିବାକୁ କହିଲେ । ମାତ୍ର ଯୁବକ ଜଣକ ବୁଝାଇ ସୁଝାଇ ମେଡ଼ିସିନ ଦେଇ ଯୁବତୀଙ୍କ ଗ-ର୍ଭପା-ତ କରାଇଥିଲେ । ଆଉ ତାପରେ ବିବାହ କରିବାକୁ ମଧ୍ୟ ମନା କରିଦେଲେ

ଯାହାକୁ ଆଧାର କରି ବର୍ତ୍ତମାନ ଯୁବତୀ ଏବଂ ତାଙ୍କ ପରିବାର ଲୋକେ ଭରତପୁର ଥା-ନାରେ ଯୁବକଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି । ଅଭି-ଯୋଗ ଅନୁଯାୟୀ ଯୁବକ ଜଣକ ଯୁବତୀଙ୍କୁ ବିବାହର ମି-ଛ ପ୍ରତି-ଶ୍ରୁତି ଦେବା ଏବଂ ୩ ମାସର ଗର୍ଭ-ବତୀ ଯୁବତୀର ଗ-ର୍ଭପା-ତ କରାଇଛନ୍ତି । ଅଭି-ଯୋଗ ଆଧାରରେ ଭରତପୁର ଥା-ନା ପୋ-ଲି-ସ ଯୁବକଙ୍କୁ ଗି-ର-ଫ କରିଛି ଏବଂ କୋ-ର୍ଟ ଚା-ଲା-ଣ କରିଛି । ଏପଟେ ପୀଡ଼ି-ତାଙ୍କ ଡାକ୍ତରୀ ମାଇନା କରିବା ସହିତ କୋର୍ଟରେ ୧୬୪ ରେ ବ-ୟା-ନ ରେ-କ-ର୍ଡ଼ କରାଯାଇଛି ।

Leave a Reply

Your email address will not be published. Required fields are marked *