ONGC ହେଲିକପ୍ଟର ଦୁର୍ଘ-ଟଣାରେ ଓଡ଼ିଆ ଯୁବକଙ୍କ ମୃ-ତ୍ୟୁ, ବାପା ଡାକ ଶୁଣିବା ଆଗରୁ ଲିଭି-ଗଲା ଜୀବନ ଦୀ-ପ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଏହି ଧରା ପୃଷ୍ଟରେ ଜନ୍ମ ଓ ମୃ-ତ୍ୟୁ ଦୁଇଟି ସତ୍ୟ ହୋଇଥାଏ। ତେବେ ମୃ-ତ୍ୟୁ କେତେବେଳେ କେଉଁ ସମୟରେ ଆସିବ ତାହା କହି ହେବ ନାହିଁ। ମୃ-ତ୍ୟୁ ଯେତେବେଳେ ମଧ୍ୟ ଆସିବ ତାହାକୁ ରୋକି ହେବ ନାହିଁ। ଆଜି ଯିଏ ଖୁସିରେ ହସୁ ଥିବ ଖେଳୁଥିବ କେତେବେଳେ କାଳ ଆସି ପହଞ୍ଚି ଯିବ ଏବଂ ଜୀବନ ଚାଲି ଯିବ ତାହା କେହି ଜାଣି ନାହାଁନ୍ତି। ଯାଇଥିଲେ ଚାକିରୀ କରିବା ପାଇଁ କିନ୍ତୁ ଚାଲିଗଲା ଜୀବନ।

ବିବାହକୁ ବର୍ଷେ ପୁରି ନାହିଁ କିନ୍ତୁ ଚାଲିଗଲା ଯୁବକଙ୍କ ଜୀବନ। ବାପା ଡାକ ଶୁଣିବା ଆଗରୁ ଲିଭିଗଲା ଜୀ-ବନ ଦୀପ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ମାଲକାନଗିରି ଯୁବକ ଯିଏକି ମୁମ୍ବାଇରେ ଥିବା ONGC କମ୍ପାନୀରେ କାମ କରୁଥିଲେ ଅକାଳ ମୃ-ତ୍ୟୁ ଘ-ଟିଛି। ତେବେ ଯୁବକଙ୍କ ମୃ-ତ୍ୟୁ ସତ୍ୟମ୍ବଦ ପରିବାର ଲୋକଙ୍କୁ ଭା-ଙ୍ଗି ଦେଇଛି। କେବଳ ସେତିକି ନୁହେଁ ଶୁଣିବାକୁ ମିଳିଛି ଯେ ଯୁବକ ଜଣକ ବାପା ହୋଇଥାନ୍ତେ। ସ୍ତ୍ରୀ ପେଟରେ ଯୁବକଙ୍କ ପିଲା ବଢ଼ୁଥିଲା।

ଜିଓଲୋଜିଷ୍ଟ ସତ୍ୟମ୍ବତ ପାତ୍ର ମୁମ୍ବାଇରେ ଥିବା ONGC କମ୍ପାନୀରେ କାମ କରୁଥିଲେ। ତେବେ ସେ ହେଲିକ୍ୟାପ୍ଟରରେ ଆରବ ସାଗରରେ ଥିବା ତୈଳ ଖାନାକୁ ଯାଉଥିବା ବେଳେ ତାଙ୍କର ମୃ-ତ୍ୟୁ ଘ-ଟିଛି। ମଙ୍ଗଳ ବାର ଦିନ ୯ ଜଣ ଯୁବକ ହେଲିକ୍ୟାପ୍ଟର ରେ ଯାଉଥିଲେ। ତେବେ ଉକ୍ତ ହେଲିକ୍ୟାପ୍ଟରରେ ୫ ଜଣ ଓଡ଼ିଆ ଯୁବକ ଥିଲେ ବୋଲି ଜଣା ପଡ଼ିଛି। ଆକାଶ ମାର୍ଗରେ ଦୁର୍ଘ-ଟଣା ଘ-ଟିବା ପରେ ହେଲିକ୍ୟାପ୍ଟର ସାଗର ମଧ୍ୟକୁ ଖସି ପଡ଼ିଥିଲା। ତେବେ ଏଥିରେ ୪ ଜଣଙ୍କ ମୃ-ତ୍ୟୁ ଘଟିଥିବା ଜଣା ପଡ଼ିଛି।

ରେସକ୍ୟୁ ଅପରେସନ ରେ ୩ ଜଣ ONGC କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀ ଙ୍କୁ ସୁର-କ୍ଷିତ ଉ-ଦ୍ଧା-ର କରାଯାଇଥିଲା। ଉ-ଦ୍ଧା-ର ପରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସତ୍ୟମ୍ବଦକୁ ହରେଇ ପରିବାର ଲୋକେ ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି। ସାରା ଗାଁରେ ଶୋ-କର କଳା ବାଦଲ ଖେଳେଇ ହୋଇଯାଇଛି।

ସତ୍ୟମ୍ବଦଙ୍କ ବାପା ସୁରେଶ ଚନ୍ଦ୍ର ପାତ୍ର ସମବାୟ ବିଭାଗ ରେ ଚାକିରୀ କରୁଥିବା ବେଳେ ତାଙ୍କ ମା’ ସବିତା ସାହୁ ଜଣେ ଶିକ୍ଷୟତ୍ରୀ। ସେ ଗତ ବର୍ଷ ବିବାହ କରିଥିଲେ। ତେବେ ତାଙ୍କର ବିବାହକୁ ବର୍ଷେ ମଧ୍ୟ ପୂରି ନାହିଁ। ସେ ବାପା ଡାକ ମଧ୍ୟ ଶୁଣିଥାନ୍ତି। କିନ୍ତୁ ବାପ ଡାକ ଶୁଣିବା ଆଗରୁ ସତ୍ୟମ୍ବଦଙ୍କ ମୃ-ତ୍ୟୁ ଘ-ଟିଛି।

Leave a Reply

Your email address will not be published. Required fields are marked *