ଭଦ୍ରକ ପୁଅ ଦେଲା ଅନୁଗୋଳ ଝିଅକୁ ଧୋ-କା : ଇନଷ୍ଟାଗ୍ରାମରେ ହୋଇଥିଲା ଲଭ,ଆଉ ତାପରେ ଶାରି-ରୀକ ସ-ମ୍ପର୍କ

ଆଜିକା ସମୟରେ ଲୋଭ ସେ-କ୍ସ ଏବଂ ଧୋ-କା ଏହି ତିନୋଟି ଶବ୍ଦ କହିବାକୁ ଗଲେ ଟ୍ରେଣ୍ଡ ହୋଇ ଯାଇଛି । ଆମେ କୌଣସି କୌତୁହଳ କରି କଥା କହୁନାହୁଁ । ବାସ୍ତବରେ ହିଁ ଏପରି ଘ-ଟଣା ଶୁଣିଲେ ର-କ୍ତ ଗରମ ହୋଇଯାଏ । ଅଧିକାଂଶ ଲୋକଙ୍କ ଜୀବନରେ ଏପରି ଘଟ-ଣା ଘ-ଟୁଛି ଯାହାଦ୍ୱାରା ଲୋକଙ୍କର ପ୍ରେମ ଉପରୁ ଆଶା ଏବଂ ଭରସା ଉଠି ଯାଉଛି । ବର୍ତ୍ତମାନ ମଧ୍ୟ ଏପରି ଏକ ଘଟ-ଣା ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଆଜିକାଲି ସୋସିଆଲ ମିଡିଆରେ ଲୋଭ ହେବା ଏକ ସାଧାରଣ କଥା ହୋଇ ଗଲାଣି । କେବଳ ବିଶ୍ୱାସ ପାଇଁ ହିଁ ଅନେକ ଲୋକେ ପ୍ରେମରେ ପଡ଼ୁଛନ୍ତି ଏବଂ ଧୋ-କାର ଶି-କାର ହେଉଛନ୍ତି । ଜଣେ ଅନୁଗୁଣ ଝିଅ ମଧ୍ୟ ଏହିପରି ଧୋ-କାର ଶି-କାର ହୋଇଛି । ତେବେ ସୂଚନା ଅନୁଯାୟୀ ଯୁବତୀ ଜଣକ ଅନୁଗୁଳର ଏବଂ ଧୋ-କା ଦେଇଥିବା ଯୁବକ ଭଦ୍ରକ ଜିଲ୍ଲାର ବୋଲି ଜଣା ପଡ଼ିଛି । ପୀ-ଡ଼ିତା ଯୁବତୀଙ୍କ ଅନୁଯାୟୀ ସେ ଏକ କମ୍ପାନୀରେ କାମ କରୁଥିଲେ ।

ସେହି ସମୟରେ ଇନଷ୍ଟାଗ୍ରାମରେ ସୌମ୍ୟରଞ୍ଜନଙ୍କ ସହିତ ତାଙ୍କର ଦେଖା ହେଲା । ପ୍ରଥମେ ବନ୍ଧୁତ୍ୱ ଏବଂ ତାପରେ ପ୍ରେମ ସ-ମ୍ପର୍କ । ତାପରେ ବିବାହ କରିବାକୁ ମଧ୍ୟ ପ୍ରତୁ-ଶୃତି ଦେଲେ ଯୁବକ ଆଉ ଟଙ୍କା ମଧ୍ୟ ମାଗିଲେ । ଯୁବତୀ ଜଣକ ମଧ୍ୟ ଟଙ୍କା ଦେଇଥିଲେ ଯୁବକଙ୍କୁ । ତେବେ ପ୍ରଥମେ ଯୁବତୀ ତାଙ୍କ ପ୍ରେମ ନିବେଦନକୁ ଅମାନ୍ୟ କରିଥିଲେ । କିନ୍ତୁ ଯେତେବେଳେ ଯୁବକ ଜଣକ ବିବାହ କରିବେ ବୋଲି କହିଲେ ସେତେବେଳେ ଯୁବତୀ ଜଣକ ମଧ୍ୟ ରାଜି ହୋଇଗଲେ । ଉଭୟେ ଲିଭିଇନରେ ରହିଲେ ।

ବିବାହ ପରେ ଦୁହେଁ ଶାରୀ-ରିକ ସ-ମ୍ବନ୍ଧ ସ୍ଥାପନ କଲେ । କିନ୍ତୁ ଯେତେବେଳେ ଯୁବତୀ ଗର୍ଭ-ବତୀ ହେଲେ ସେତେବେଳେ ଯୁବକ ତାଙ୍କୁ ଛାଡ଼ି ପଳାଇ ଯାଇଥିଲେ । ଏମିତିକି ଯୁବକ ଜଣକ ଯୁବତୀଙ୍କୁ ମାଡ଼ ମଧ୍ୟ ମା-ରିଥିଲେ । ଯୁବକଙ୍କ ଘର ଲୋକେ ମଧ୍ୟ ଯୁବତୀଙ୍କୁ ଟଙ୍କା ବଦଳରେ ବିବାହ କରାଇବେ ବୋଲି କହିଲେ । ଆଉ ଯୁବକଙ୍କ ଭାଇ ଯୁବତୀଙ୍କୁ ଗ-ର୍ଭପା-ତ କରାଇଲେ ୫୦୦୦ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ । ତେବେ ବର୍ତ୍ତମାନ ଯୁବତୀ ଚାହୁଁଛନ୍ତି ଯେ ସୌମ୍ୟରଞ୍ଜନ ନାୟକଙ୍କୁ ଉଚିତ ଦ-ଣ୍ଡ ମିଳୁ । ଯାହାକି ସେ ଇନଷ୍ଟାଗ୍ରାମରେ ଯେପରି ଆଉ କେହି ଝିଅର ଜୀବନ ନ-ଷ୍ଟ କରି ନପାରେ ।

Leave a Reply

Your email address will not be published. Required fields are marked *