ଯାଇଥିଲେ ବାପାଙ୍କ ଶୁଦ୍ଧି-କ୍ରିୟା ପାଇଁ , ମାତ୍ର ବାଟରେ ଚାଲିଗଲା ଝିଅ ଆଉ ନାତୁଣୀର ଜୀବନ….

ଏମିତି ଏକ ଲୋକ କଥା ଅଛି ଯେ ” ଦୁଃ-ଖ ଉପରେ ଦୁଃ-ଖ ” । ଏହି କଥା ବିଷୟରେ ଆପଣ ମାନେ ନିଶ୍ଚିତ ବୁଝି ପାରୁଥିବେ । ମଣିଷ ଜୀବନ ଏମିତି ଯେ କେତେବେଳେ କେଉଁ ମୁହୂର୍ତ୍ତରେ କଣ ହେବ ତାହା କେହିବି ଜାଣି ନାହାଁନ୍ତି । କେତେବେଳେ କାହାର ମୃ-ତ୍ୟୁ ଆସିଯିବ ତାହା କେହିବି ଜାଣନ୍ତି ନାହିଁ । କେତେବେଳେ ବାପା ସାମ୍ନାରେ ପୁଅର ମୃ-ତ୍ୟୁ ହୋଇଯାଏ ତ କେତେବେଳେ ପୁଅ ସାମ୍ନାରେ ମା’ ର । ତେବେ ଏମିତି ଏକ ଦୁଃ-ଖଦ ଘଟ-ଣା ଘଟି ଯାଇଛି ଯାଜପୁର ଜିଲ୍ଲାରେ ।

ସୂଚନା ଅନୁଯାୟୀ ଯାଜପୁରରେ ଏକ ମର୍ମ-ନ୍ତୁଦ ଟ୍ରକ ଦୁର୍ଘ-ଟଣାରେ ମା ଝିଅଙ୍କ ଜୀବନ ଚାଲିଯାଇଛି । ଯାଜପୁର ଜିଲ୍ଲା ଜେନାପୁର ଥା-ନା ଅନ୍ତର୍ଗତ ୫୩ ନମ୍ବର ରାଜପଥ ବରଡ଼ା ଛକରେ ଟ୍ରକ ଦୁର୍ଘ-ଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ମା’ ଝିଅଙ୍କ ମୃ-ତ୍ୟୁ ହୋଇଛି । ତେବେ ଉଭୟେ ଗତକାଲି ଶୁଦ୍ଧି-କ୍ରିୟା ପାଇଁ ନିଜ ବାପା ଘରକୁ ଯାଇଥିଲେ ଏବଂ ଶୁ-ଦ୍ଧି କ୍ରି-ୟା ସାରି ରାତିରେ ଘରକୁ ସ୍କୁଟିରେ ଫେରୁଥିଲେ । କିନ୍ତୁ ଆଉ ଘରକୁ ଫେରି ପାରି ନଥିଲେ । କାରଣ ବାଟରେ କାଳ ଜଗି ବସିଥିଲା ଯେ ମା ଏବଂ ଝିଅ ଉଭୟର ଜୀବନ ନେଇଗଲା ।

ତେବେ ମା ଝିଅ ଶୁଦ୍ଧି-କ୍ରିୟା ସାରି ଯେତେ ମହାକାଳପଡ଼ାରୁ ସୁକିନ୍ଦା କୁ ଫେରୁଥିଲେ ସେତେବେଳେ ଏହି ଟ୍ରକ ଦୁର୍ଘ-ଟଣା ହୋଇଥିଲା । ପାରାଦ୍ୱୀପରୁ OD – 06 – G 7929 ନମ୍ବରର ସ୍କୁଟିରେ ମା ସିଦ୍ଧିକା ଚକ୍ରବର୍ତ୍ତୀ ଏବଂ ଝିଅ ସୋନାଲି ଚକ୍ରବର୍ତ୍ତୀ ଫେରୁଥିଲେ । ଏହି ସମୟରେ OR – 16 – T 6408 ଡମ୍ଫରଟି ସ୍କୁଟିକୁ ପଛରୁ ଧ-କ୍କା କରିବା ସହିତ ତାଙ୍କ ଉପରେ ଓଲଟି ପଡ଼ିଥିଲା । ଯେଉଁ କାରଣରୁ ଘଟ-ଣାସ୍ଥ-ଳରେ ହିଁ ଉଭୟ ମା ଏବଂ ଝିଅଙ୍କ ମୃ-ତ୍ୟୁ ହୋଇ ଯାଇଥିବା ସୂଚନା ମିଲିଛି ।

ଯାଇଥିଲେ ବାପାଙ୍କ ଶୁଦ୍ଧି-କ୍ରିୟା ପାଇଁ ମାତ୍ର ଘରକୁ ଫେରିଲେ ମୃ-ତ ଭାବରେ । ଘଟ-ଣାର ସୂଚନା ପରେ ଜେନାପୁର ଥାନା ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ଶ-ବ ବ୍ୟବ-ଚ୍ଛେଦ କରିବା ସହିତ ଦୁର୍ଘ-ଟଣାଗ୍ରସ୍ତ ସ୍କୁଟି ଏବଂ ଦୁର୍ଘ-ଟଣା ଘଟାଇ ଥିବା ଡମ୍ଫରକୁ ଜ-ବତ କରିଛି । ତେବେ ଆପଣ ମାନେ ଟିକିଏ ଚିନ୍ତା କରନ୍ତୁ ଯେ କଣ ସେମାନେ ଜାଣିଥିଲେ କି ସେମାନଙ୍କ ଜୀବନ ଘରକୁ ଫେରୁଥିବା ସମୟରେ ରାସ୍ତାରେ ହିଁ ଚାଲିଯିବ ବୋଲି । ହୁଏତ ଜୀବନର କୌଣସି ଠିକ ଠିକଣା ନାହିଁ । କିନ୍ତୁ ମନୁଷ୍ୟ ସର୍ବଦା ଏକ ଦୃଢ଼ ଆଶା ଏବଂ ଲକ୍ଷ ରଖି ଜୀବନ ବଞ୍ଚିବା ଉଚିତ ଏବଂ ସବୁବେଳେ ସତ-ର୍କ ରହିବା ଉଚିତ ।

Leave a Reply

Your email address will not be published. Required fields are marked *