ମୋର କାହା ସହ ସମ୍ପର୍କ ନାହିଁ, ଏ ପୁଅ ତୁମର ଦିନେଶ…

ପ୍ରେମ , ପ୍ରତାରଣା ଆଉ ତାପରେ ଶାରୀ-ରିକ ସ-ମ୍ପର୍କ । ଏତେ ସବୁ ପରେ ଧୋ-କା । ଆଜିର ଦୁନିଆଁ ଏଭଳି କିଛି ହୋଇଗଲାଣି । ପୁଅ ଝିଅ ମାନେ ପ୍ରେମ କରୁଛନ୍ତି ଆଉ ତାପରେ ସମ୍ପ-ର୍କ ରଖି ଅଲଗା ହୋଇ ଯାଉଛନ୍ତି । କେଉଁଠି ଝିଅ ତ ଆଉ କେଉଁଠି ପୁଅ ଏଭଳି କାର-ନାମା କରୁଛନ୍ତି । ତେବେ ଏଭଳି ଘଟ-ଣା ସମାଜ ପାଇଁ ଅତ୍ୟନ୍ତ ଲ-ଜ୍ଜାକର ଅଟେ । ପୁଣିଥରେ ଗଞ୍ଜାମ ଜିଲ୍ଲାରୁ ଏଭଳି ଖବର ବିଷୟରେ ଶୁଣିବାକୁ ମିଳିଅଛି ।

ବର୍ତ୍ତମାନ ସମୟରେ ନିଜ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି ମହିଳା ଆଉ କହୁଛନ୍ତି ତାଙ୍କୁ ବୋହୁ ହିସାବରେ ଗ୍ରହଣ କରିନିଅନ୍ତୁ । କାରଣ ତାଙ୍କର ଗୋଟିଏ ଛୋଟ ପିଲା ମଧ୍ୟ ରହିଛି । ସେ ପିଲାକୁ ନେଇ ସେ ଯିବେ କୁଆଡ଼େ । ବାସ୍ତବରେ ଗଞ୍ଜାମ ଜିଲ୍ଲାର ଆଙ୍କୁଳି ଅଞ୍ଚଳରେ ଏଭଳି ଘ-ଟଣା ଘ-ଟିଛି । କେ ଦୀପିକା ନାମକ ଜଣେ ଝିଅକୁ ସେହି ଅଞ୍ଚଳର ଜଣେ ଯୁବକ କେ ଦିନେଶ୍ କୁମାର ଭଲ ପାଉଥିଲେ ।

ଏ ବିଷୟରେ ଝିଅର ମାଆ ମଧ୍ୟ ଜାଣିଥିଲେ ଆଉ ତାଙ୍କୁ ଭଲ ପାଇବାକୁ ମନା କରିଥିଲେ । କାରଣ ପୁଅ ତୁଳନାରେ ସେମାନେ ବହୁତ ଗରିବ ଥିଲେ । କିନ୍ତୁ ଦିନେଶ ଏ କଥା ମାନି ନଥିଲେ ଆଉ କହିଥିଲେ ତାଙ୍କ ପାଖରେ ବହୁତ ସମ୍ପତ୍ତି ରହିଛି , ଯେତେ ଖାଇଲେ ବି ସରିବ ନାହିଁ । ଏହାପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀ-ରିକ ସ-ମ୍ପର୍କ ଆଉ ସେଥିରୁ ଗୋଟିଏ ଝିଅ ମଧ୍ୟ ହୋଇଥିଲା । ଦୁହେଁ ଦୁହିଁଙ୍କୁ କୋର୍ଟରେ ବିବାହ ମଧ୍ୟ କରିଥିଲେ ।

କିନ୍ତୁ ପୁଅ ଘର ଲୋକେ ଏସବୁକୁ ସ୍ୱୀ-କାର କରିବାକୁ ରାଜି ନଥିଲେ ଆଉ ଝିଅକୁ ବୋହୂ ହିସାବରେ ଗ୍ରହଣ ମଧ୍ୟ କରିନଥିଲେ । ବର୍ତ୍ତମାନ ତାଙ୍କୁ ଶୁଣିବାକୁ ମିଳିଛି କି , ଦିନେଶଙ୍କର ବିବାହ ଆଉ କୌଣସି ଜାଗାରେ ତାଙ୍କ ଘର ଲୋକ କରି ଦେଉଛନ୍ତି । ସେଥିପାଇଁ ସେ ତାଙ୍କ ଘରକୁ ଦୌଡି ଆସିଥିଲେ । କିନ୍ତୁ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ ଆଉ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ସେଥିପାଇଁ ମହିଳା ଜଣକ ବର୍ତ୍ତମାନ ଶାଶୁ ଘର ଆଗରେ ନ୍ୟା-ୟ ଦାବିରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *