ଭାଉଜ ପ୍ରେମର ଉବୁଡୁବୁ ବ୍ୟକ୍ତି , ଭାଉଜଙ୍କ ପାଇଁ ସ୍ତ୍ରୀକୁ ମା-ଡ଼ ମା-ରି ଘରୁ କଲେ ବିଦା

ବୟସ ଯେତେ ବଢ଼ି ବଢ଼ି ଯାଉଛି , ଆଜିକାର ପ୍ରେମୀ ଯୁଗଳ ମାନେ ସେତେ ପ୍ରେମ କରି ବସୁଛନ୍ତି । ଅର୍ଥାତ ଆଜିକାର ସମୟରେ ଦେଖିବାକୁ ଗଲେ ପ୍ରାୟତଃ ବିବାହିତା ମହିଳା ଆଉ ପୁରୁଷ ମାନେ ଅଧିକ ପ୍ରେମ କରି ବସୁଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଏପରି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି , ଯାହା ବିଷୟରେ ଶୁଣି ଆପଣ ଛି ଛି କରିବାକୁ ଲାଗିବେ। ଜଣେ ମଣିଷ ଏପରି ବି ହୋଇ ପାରନ୍ତି , ତାହା ଆପଣ କଳନା କରି ନଥିବେ ।

କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ କୁସୁପୁର ଅଞ୍ଚଳରୁ ଏପରି ଏକ ଘ-ଟଣା ସାମ୍ନାକୁ ଆସିଅଛି । ତେବେ ଏହି ଅଞ୍ଚଳର ପ୍ରତାପ ସୁବୁଧି ନାମକ ଜଣେ ବ୍ୟକ୍ତି କିଛି ବର୍ଷ ପୂର୍ବରୁ ସସ୍ମିତା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତେବେ ବିବାହର ବର୍ଷକ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା ଆଉ ଲାଗୁଥିଲା କି , କିଛି ଅସୁବିଧା ନାହିଁ । ତେବେ ଧୀରେ ଧିରେ ଆରମ୍ଭ ହୋଇଥିଲା ଅ-ତ୍ୟାଚା-ର । ପ୍ରତାପ ନିଜ ଭାଉଜଙ୍କ ପ୍ରେମରେ ପଡ଼ି ଯାଇଥିଲେ ଆଉ ତାଙ୍କ ମନ ସ୍ତ୍ରୀ ପାଖରେ ଲାଗୁ ନଥିଲା ।

ତେବେ ସ୍ତ୍ରୀଙ୍କୁ ସେ କିଛି ନା କିଛି ଉପାୟରେ ହଇ-ରାଣ କରିବା ଆରମ୍ଭ କରି ଦେଇଥିଲେ । ପ୍ରଥମେ ଯୌ-ତୁକ ଆଣିବା ପାଇଁ ସେ ସ୍ତ୍ରୀଙ୍କୁ ବାଧ୍ୟ କରିଥିଲେ ଆଉ ନ ଆଣିବାରୁ ମା-ଡ଼ ମା-ରିଥିଲେ । ତେବେ ସେ କିଛି ନା କିଛି ବାହାନା ଦେଖାଇ ସ୍ତ୍ରୀଙ୍କୁ ମା-ଡ଼ ମା-ରିବା ସହିତ ଭାଉଜ ପାଖକୁ ଚାଲି ଯାଉଥିଲେ ଆଉ ପ୍ରେମ କରୁଥିଲେ । ତେବେ ମଝିରେ ସେ ନିଜ ସ୍ତ୍ରୀଙ୍କୁ ମା-ଡ଼ ମା-ରିବା ସହିତ ତାଙ୍କ ବାପ ଘରେ ନେଇ ଛାଡି ଦେଇ ଆସିଥିଲେ ।

ତେବେ ସ୍ତ୍ରୀ ଏହି କଥାକୁ ବି-ରୋଧ କରି ପୁଣିଥରେ ସ୍ଵାମୀଙ୍କ ଘରକୁ ଆସିଥିଲେ । ଏହାପରେ ଗ୍ରାମବାସୀ ମାନେ ପ୍ରତାପ ଆଉ ତାଙ୍କ ପରିବାରକୁ ବୁଝାଇ ଥିଲେ । କିନ୍ତୁ ପ୍ରତାପ ତାଙ୍କ କଥା କିଛି ନ ଶୁଣି କୁଆଡେ ଫେ-ରାର ହୋଇ ଯାଇଥିଲେ । ତେବେ ଆଜି ପର୍ଯ୍ୟନ୍ତ ସେ କୁଆଡେ ଫେ-ରାର ହୋଇ ଯାଇଛନ୍ତି । ଏପଟେ ତାଙ୍କ ସ୍ତ୍ରୀ ତାଙ୍କ ଘରେ ୪ ଦିନ ହେଲାଣି ପ୍ରତାପଙ୍କୁ ଅପେକ୍ଷା କରି ବସିଛନ୍ତି । ଏ ବାବଦରେ ଖବର ପାଇଁ ମହିଳା ଗରିବ କଲ୍ୟାଣ ସଂଘ ସସ୍ମିତାଙ୍କ ପାଖକୁ ଆସି ତାଙ୍କୁ ଖାଇବାକୁ ଦେଇଥିଲେ ଆଉ ପୋ-ଲିସ ନିକଟରେ ଏ କଥା ଜଣାଇବେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *