ଲେଡୀ ବ୍ଲା-କମେ-ଲର ଅର୍ଚ୍ଚନା ନାଗକୁ ନେଇ ବଡ ଗୁମର , ପାଠରେ ଥିଲେ କଲେଜର ଜଣେ ଭଲ ଛାତ୍ରୀ

କୁହାଯାଏ ଜଣେ ଭଲ ଛାତ୍ରୀ କିମ୍ବା ଛାତ୍ର ପରିସ୍ଥିତିରେ ପଡି ଖରାପ କାମ କଲେ ମଧ୍ୟ ଆଗକୁ ବଢି ଯାଇଥାଏ । କାରଣ ତା ପାଖରେ ରହି ଯାଇଥାଏ ଜ୍ଞାନ । ଆଉ ସେହି ଜ୍ଞାନକୁ ନେଇ ସେ ଆଗକୁ ବଢିଯାଏ । ଅପ-ରାଧ କରିବା ମଧ୍ୟ ଠିକ୍ ସେହିପରି । ବିନା ଜ୍ଞାନରେ ଅପ-ରାଧୀ ତାର ଅପ-ରାଧ ସହଜରେ କରି ପାରେନାହିଁ । ଏଥିପାଇଁ ମଧ୍ୟ ତାକୁ ଜ୍ଞାନର ଆବଶ୍ୟକତା ପଡିଥାଏ । ଠିକ୍ ସେହିପରି ସୁନ୍ଦରୀ ଅର୍ଚ୍ଚନା ପାଖରେ ରହିଥିଲା ଅଶେଷ ଜ୍ଞାନ ।

ଏକଥା ଆମେ କହୁ ନାହୁଁ , କହୁଛନ୍ତି ତାଙ୍କ କଲେଜର ପ୍ରିନ୍ସପାଲ । ୨୦୧୬ ମସିହାରେ ପାସ ଆଉଟ ହୋଇଥିବା ଅର୍ଚ୍ଚନା କଲେଜକୁ ନିୟମିତ ଭାବରେ ଆସୁଥିଲେ ଆଉ ଜଣେ ଭଲ ଆଉ ଜ୍ଞାନୀ ଛାତ୍ରୀ ଥିଲେ । ସେ ବହୁତ ନମ୍ର ଆଉ ଭଦ୍ର ମଧ୍ୟ ଥିଲେ । କିନ୍ତୁ ବର୍ତ୍ତମାନର ତାଙ୍କର ଏପରି ବ୍ୟବହାର ବାସ୍ତବରେ କେହି ବିଶ୍ୱାସ କରି ପାରୁ ନାହାନ୍ତି । ତେବେ ତାଙ୍କ ପ୍ରିନ୍ସପାଲ ଆହୁରି ମଧ୍ୟ କହିଛନ୍ତି କି , ସେ ତାଙ୍କ ସ୍ଵାମୀଙ୍କ ସହିତ କଲେଜକୁ ଆସୁଥିଲେ ।

ତେବେ ଏତେ ବର୍ଷ ବିତି ଯାଇଛି ଆଉ ତା ମଝିରେ ଏତେ କଥା ବି ଆଉ ମନେ ନାହିଁ । କେବଳ ଜଣେ ଭଲ ଛାତ୍ରୀ ବୋଲି ସେ କହିଥିଲେ । ଅନ୍ୟ ପକ୍ଷରେ ଅର୍ଚ୍ଚନାଙ୍କୁ ପରିସ୍ଥିତି ବଦଳାଇ ଦେଇଥିଲା । ଦୁଷ୍କ-ର୍ମର ଶି-କାର ହେବା ପରେ ସେ ପୁରାପୁରି ବଦଳି ଯାଇଥିଲେ । ତାଙ୍କ ବାପା କୃଷକ ମାନଙ୍କ ପାଇଁ ଲଢ଼ୁଥିବା ସମୟରେ ତାଙ୍କ ଝିଅର ଏପରି ହୋଇଥିଲା । ଆଉ ତାପରେ ପୁରାପୁରି ଭା-ଙ୍ଗି ପଡ଼ିଥିଲେ ଅର୍ଚ୍ଚନା । ଆଉ କଣ କରିବେ ଭାବି ପାରିନଥିଲେ ।

ବିବାହ କରି ସାରିବା ପରେ ସେ ଯାଇ ଭୁବନେଶ୍ୱରରେ ତାଙ୍କ ସ୍ବାମୀଙ୍କ ସହିତ ରହିଥିଲେ । ଆଉ ଧିରେ ଧିରେ ଜଣେ ବିଉଟି ପାର୍ଲରର କର୍ମଚାରୀରୁ ନିଜ କଳା ସାମ୍ରାଜ୍ୟ ବିସ୍ତାର କରିବା ଆରମ୍ଭ କରିଥିଲେ । ଆଉ ବଡ ବଡ ଲୋକଙ୍କୁ ନିଜ ଜା-ଲରେ ଫ-ସାଇ ଦେଇ ତାଙ୍କ ଠାରୁ ଲୁ-ଟି ଚାଲିଥିଲେ କୋଟି କୋଟି ଟଙ୍କା । ଆଉ ମାତ୍ର ଚାରି ବର୍ଷ ମଧ୍ୟରେ ହୋଇ ଯାଇଥିଲେ ଜଣେ କୋଟିପତି । ତେବେ ଏପରି ପରିସ୍ଥିତିରେ ନିଜର କଲା କର୍ମର ଦ-ଣ୍ଡ ଭୋଗୁଛନ୍ତି ଅର୍ଚ୍ଚନା । ଜେ-ଲରେ ସେହି ରାତି ଦିନ ମନେ ପକାଉଛନ୍ତି ।

Leave a Reply

Your email address will not be published. Required fields are marked *