ଭାଉଜର ଭୟଙ୍କର କାଣ୍ଡ, ଦିଅରର ପ୍ରାଇ-ଭେଟ୍ ପାର୍ଟକୁ ଦାନ୍ତରେ କାମୁଡି ଛିଡାଇ ଦେଲା

ଏପରି କିଛି କଥା ଜୀବନରେ ଘଟିଯାଏ , ଯାହା ବିଷୟରେ କହି ହୁଏନାହିଁ । କହିବା ଆଗରୁ ବାସ୍ତବରେ ଅତ୍ୟନ୍ତ ଲଜ୍ଜିତ ଅନୁଭବ ହୋଇଥାଏ । ଆଉ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଘଟଣାଟି ଠିକ୍ ସେହିପରି । ଭାଉଜ ଘଟାଇଛନ୍ତି ଏପରି କିଛି କାଣ୍ଡ । ନିଜ ଦିଅରର ପ୍ରାଇଭେଟ୍ ପାର୍ଟ କୁ ଦାନ୍ତରେ କାମୁଡି ଛିଡାଇ ଦେଇଛନ୍ତି ।

ତେବେ କାନପୁରରେ ଘଟିଥିବା ଏହି ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ଚାରି ବର୍ଷ ପୂର୍ବରୁ ବିଲହୋର ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଆଉ ବିବାହ ପରେ ବ୍ୟକ୍ତିଙ୍କର ମାନସିକ ରୋଗ ଦେଖା ଯାଇଥିଲା । ଯାହାପରେ ପରିବାରରେ ଦେଖା ଦେଇଥିଲା ଅଶାନ୍ତି । ତେବେ ହଠାତ୍ କାଲି ସକାଳେ ଏପରି ଅଭାବନୀୟ କାଣ୍ଡ ଘଟିଥିଲା ।

ମହିଳାଙ୍କ ଦିଅର ତାଙ୍କ ରୁମ୍ ରେ ଶୋଇଥିବା ବେଳେ ମହିଳା ଜଣକ ଯାଇ ତାଙ୍କ ପ୍ରାଇଭେଟ୍ ପାର୍ଟକୁ ଦାନ୍ତରେ କାମୁଡି ଛିଡାଇ ଦେଇଥିଲେ । ଆଉ ତାପରେ ନିଜ ହାତର ଶିରା କାଟି ଦେଇଥିଲେ । ତେବେ ଏହାପରେ ଉଭୟଙ୍କ ଶରୀରରୁ ବହୁତ ରକ୍ତ ବାହାରି ଥିଲା ବୋଲି ମହିଳାଙ୍କ ଶାଶୁ କହିଛନ୍ତି । ତେବେ ଉଭୟଙ୍କୁ ଡାକ୍ତରଖାନା ନିଆ ଯାଇଥିବା ବେଳେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ତେବେ ଏହାଛଡ଼ା ଏପରି କାଣ୍ଡ କେହି ଅଯଥାରେ କରିବେ ନାହିଁ ବୋଲି ଗାଆଁ ଲୋକମାନେ ଆଲୋଚନା କରୁଛନ୍ତି ଆଉ କହୁଛନ୍ତି କି , ଭାଉଜ ଦିଅର ମଧ୍ୟରେ ସମ୍ପର୍କ ରହିଥିଲା । ଆଉ ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ରାଗ ସମ୍ଭାଳି ନ ପାରି ଭାଉଜ ଏପରି ଖରାପ କାମ କରି ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ମାମଲାର ତଦନ୍ତ ଚାଲିଛି ଆଉ ଦୋଷୀ କିଏ ଆଗକୁ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *