ବର୍ଷ ବର୍ଷ ଧରି ପ୍ରେମ ସ-ମ୍ପର୍କ ରଖିଥିବା ପ୍ରେମିକ ପ୍ରକୃତରେ ପ୍ରିମିକାଙ୍କ ଭାଇ ଥିଲା, ସବୁ ସତକଥା ଜାଣିବା ପରେ ପ୍ରେମିକା ଆଶ୍ଚର୍ଯ୍ୟ ହେଇଗଲେ।

ପ୍ରେମ କେତେବେଳେ କାହା ସହ ହେଇଯାଏ କେହି ଜାଣିପାରନ୍ତି। ଯେତେବେଳେ ଆମେ ଗୋଟେ ଅଜଣା ଲୋକଙ୍କୁ ଭଲ ପାଇ ବସୁ ସେତେବେଳେ ଲାଗେ ଯେମିତି ପୂର୍ବଜନ୍ମରେ ତାଙ୍କ ସହିତ ଆମର କିଛି ସମ୍ପ-ର୍କ ଥିଲା। କିନ୍ତୁ ଟିକେ ଭାବନ୍ତୁ କ’ଣ ହେବ ଯେତେବେଳେ ଭାଇଭଉଣୀ ପରସ୍ପରକୁ ଭଲ ପାଇ ବସିବେ। ଆମେରିକାର ଜଣେ ଝିଅଙ୍କ ସହିତ ଠିକ୍ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘ-ଟଣା ଘ-ଟିଛି।

ଏହି ଆଶ୍ଚର୍ଯ୍ୟଜନକ କାହାଣୀଟିକୁ ଝିଅ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ କହିଥିଲେ ସେ ଜଣେ ଅନାଥ। ତାଙ୍କ ପ୍ରେମିକ ମଧ୍ୟ ଅନାଥ। ସେ ଯେତେବେଳେ ଅନାଥ ଆଶ୍ରମରେ ଥିଲେ ତାଙ୍କୁ ଜଣେ ଲୋକ ଝିଅକରି ନେଇ ଗଲେ ଏବଂ ତାଙ୍କ ପ୍ରେମିକାକୁ ଆଉ ଗୋଟେ ଲୋକ ନିଜ ଘରକୁ ନେଇଗଲେ। ସେ ହାଇ ସ୍କୁଲ ରେ ପଢିଲା ବେଳେ ଏସବୁ ବିଷୟରେ ଜାଣିବାକୁ ପାଇଲେ। ପ୍ରାୟ ୬ ବର୍ଷ ପୂର୍ବେ ଝିଅ ନିଜପରି ଜଣେ ପୁଅକୁ ଭେଟିଥିଲେ। ଦୁହେଁ ପରସ୍ପରର ଅତି ନିକଟତର ହେଲେ। ଖୁବ୍ ଶୀଘ୍ର ଦୁହେଁ ମଧ୍ୟ ପ୍ରେମରେ ପଡ଼ିଗଲେ।

କିଛି ଦିନ ପରେ ପୁଅ ଏବଂ ଝିଅ ଥଟ୍ଟା ମଜାରେ ସେମାନଙ୍କର ଡିଏନ୍ଏ ପରୀକ୍ଷା କରିଥିଲେ। ଡିଏନ୍ଏ ରି-ପୋର୍ଟ୍ ଆସିଲା ପରେ ଝିଅ ଜଣଙ୍କ ରି-ପୋର୍ଟ୍ ଦେଖି ଆଶ୍ଚ-ର୍ଯ୍ୟ ହେଇଗଲେ। ଡିଏନ୍ଏ ରି-ପୋର୍ଟ୍ ଅନୁସାରେ ପୁଅ ଝିଅ ଦୁଇ ଜଣ ଭାଇଭଉଣୀ ଥିଲେ। ଏହି ସତ୍ୟକୁ ମନିନେବା ଝିଅଙ୍କ ପାଇଁ ବହୁତ କଷ୍ଟକର ଥିଲା। ସେ ଏହି ରିପୋ-ର୍ଟକୁ ବିଶ୍ୱାସ କରିପାରୁ ନଥିଲେ। କାରଣ ସେ ନିଜ ପ୍ରେମିକକୁ ବହୁତ ଭଲ ପାଆନ୍ତି।

ଝିଅଟି ଏହା ମଧ୍ୟ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ନିଜ ପ୍ରେମିକଙ୍କୁ ଡିଏନ୍ଏ ରି-ପୋର୍ଟ ବିଷୟରେ କିଛି କହି ନାହାଁନ୍ତି। ସେ ଆଉଥରେ ଡିଏନ୍ଏ ଟେଷ୍ଟ କରିବାକୁ ଚାହୁଁଛନ୍ତି। ସେ ଭାବୁଛନ୍ତି ଯେ ଏଥର ରି-ପୋର୍ଟ ରେ କିଛି ଭୁଲ ହେଇଯାଇଛି। କାରଣ ସେ ନିଜ ପ୍ରେମିକକୁ ଭାଇ ନୁହେଁ ବରଂ ସ୍ୱାମୀ ଭାବରେ ଦେଖିବାକୁ ଚାହୁଁଛନ୍ତି।

ପ୍ରାୟତଃ ଲୋକମାନେ ନିଜ ପିତାମାତା କିମ୍ବା ଭାଇଭଉଣୀଙ୍କୁ ଜାଣିବା ପାଇ ଡିଏନ୍ଏ ଟେଷ୍ଟ କରନ୍ତି କିନ୍ତୁ ଏଠି ଦମ୍ପତିଙ୍କ ପାଇଁ ସେମାନଙ୍କର ଡିଏନ୍ଏ ଟେଷ୍ଟ କରିବା ମ-ହଙ୍ଗା ପଡ଼ିଗଲା। ବର୍ତ୍ତମାନ ସେମାନଙ୍କୁ ଆଜୀ-ବନ ଭାଇଭଉଣୀ ହେଇ ରହିବାକୁ ପଡିବ। ଝିଅଟି କହିଛି ଯେ ସେ ନିଜ ପ୍ରେମିକ ସହିତ ପ୍ରେମ ସ-ମ୍ପର୍କ ଭାଙ୍ଗିବାକୁ ଚାହୁଁନାହିଁ। ସେ ତାଙ୍କୁ ଜୀବନ ସାଥୀ ରୂପେ ପାଇବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *