“ଇଏ ଛୋଟ ପିଲା ନୁହଁନ୍ତି, ଖାଲି ବିଧାୟକ ନୁହେଁ ଦୁହେଁ ମଜା ନେଉଥିଲେ” ଦେଖନ୍ତୁ କଣ କହିଲେ ଆଇ-ନଜୀବୀ ଵ୍ୟୋମକେଶ ତ୍ରିପାଠୀ।

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ। ବର୍ତ୍ତମାନ ସମୟରେ ପ୍ରେମରେ କୌଣସି ପବିତ୍ରତା ନାହିଁ ଯଦି ଅଛି ତ କେବଳ ଛ-ଳନା, ଧୋ-କା, ଏବଂ ପ୍ରତା-ରଣା। କେବଳ ସେତିକି ନୁହେଁ ବର୍ତ୍ତମାନ ସମୟର ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀ-ରିକ ସମ୍ପର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସମ୍ପର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ଏହିଭଳି ଖବର ଅନେକ ସମୟରେ ଦେଖିବାକୁ ମିଳିଥାଏ। ତେବେ ଏହିଭଳି ଏକ ଖବର ସାମ୍ନାକୁ ଆସିଛି।

ତ୍ରିତୋଲ ବିଧାୟକଙ୍କ ନାମରେ ଜଣେ ଯୁବତୀ ସଙ୍ଗୀନ ଅଭି-ଯୋଗ ଆଣିଛନ୍ତି। ବିଧାୟକ ଜଣକ ବିବାହର ପ୍ରତି-ଶ୍ରୁତି ଦେଇ ଶାରୀ-ରିକ ସ-ମ୍ପର୍କ ରଖିଲେ ଏବଂ ଏହାପରେ ବିବାହ କରିବା ପାଇଁ ମନା କରିଦେଲେ। ତେବେ ଏହାକୁ ଆଧାର କରି ଯୁବତୀ ଜଣକ ଥା-ନାରେ ଯାଇ ଆଶ୍ରୟ ନେଲେ। ଯାହାକି ଏହି ଖବର ବର୍ତ୍ତମାନ ସାରା ଓଡ଼ିଶାରେ ହଲଚଲ ସୃଷ୍ଟି କରି ଦେଇଛି। ବିଧାୟକଙ୍କ ଏଭଳି ବ୍ୟବହାରକୁ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଏହାକୁ ନେଇ ଓଡ଼ିଶାର ବିଶିଷ୍ଟ ଆଇ-ନଜୀବୀ ଵ୍ୟୋମକେଶ ତ୍ରିପାଠୀ

ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଯିଏକି ସୋମାଲିକା ଦାସଙ୍କୁ ପ୍ରେମ କରୁଥିଲେ। ତେବେ ପ୍ରେମ ତାଙ୍କର ଏତେ ନିବିଡ଼ ଥିଲା ଯେ ଦୁହେଁ ପରସ୍ପରର ସହମତିରେ ଶାରୀ-ରିକ ସଂ-ପର୍କ ରଖିଲେ। କିନ୍ତୁ ବିବାହ କରିବା ପାଇଁ ଯେତେବେଳେ ପ୍ରଶ୍ନ କରାଗଲା ସେତେବେଳେ ବିଧାୟକ ପଛ ଘୁଞ୍ଚା ଦେଲେ ଏହାପରେ ନ୍ୟା-ୟ ପାଇବା ପାଇଁ ଥା-ନାର ଦ୍ୱାରସ୍ଥ ହେଲେ ସୋମାଲିକା।

ତେବେ ସୋମାଲିକାଙ୍କ କହିବାନୁଯାୟୀ ବିଧାୟକ ବିଜୟ ଶଙ୍କର ଦାସ ତାଙ୍କ ସହ ମଜା ନେବା ପରେ ତାଙ୍କୁ ଅଧା ରାସ୍ତାରେ ଏକୁଟିଆ ଛାଡି ଦେଇ ଚାଲି ଯାଇଛନ୍ତି। ତେବେ ଏହାକୁ ନେଇ ଆଇ-ନଜୀବୀ ଵ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ ମଜା କେବଳ ବିଧାୟକ ନେଉ ନଥିଲେ ଉଭୟ ମଜା ନେଉଥିଲେ। ଦୁହେଁ ଶିକ୍ଷିତ ଏବଂ ଭଲ ମସ୍ତିଷ୍କ ଅଟନ୍ତି। ଯେତେହୁ ଦୁହେଁ ପରସ୍ପରର ସହମତିରେ ଶାରୀ-ରିକ ସମ୍ପ-ର୍କ ରଖିଥିଲେ। ଏହାପୂର୍ବରୁ ବମ୍ବେ ହାଇକୋର୍ଟ ମଧ୍ୟ ଶାରୀ-ରିକ ସଂପର୍କ କୁ ନେଇ ମତ ଦେଇଛନ୍ତି। ଯଦି ଦୁଇ ଜଣଙ୍କ ସହମତିରେ ଶାରୀ-ରିକ ସ-ମ୍ପର୍କ ରଖା ଯାଏ ତେବେ ଏଥିରେ ପୁଅ କିମ୍ବା ଝିଅର କାହାର ମଧ୍ୟ ଭୁଲ ନାହିଁ।

Leave a Reply

Your email address will not be published. Required fields are marked *