ବୋହୂ ମା-ଡ଼ରେ ମୃ-ତ୍ୟୁବରଣ କଲେ ଶଶୁର, କାରଣ ଜାଣିଲେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ। ଦେଖନ୍ତୁ ଏହି ଭିଡ଼ିଓ।

ଯେତେବେଳେ ବୋହୂଟିଏ ଘରକୁ ଆସେ ସେତେବେଳେ ସେ ନିଜ ଶାଶୁ ଶଶୁରଙ୍କୁ ନିଜ ବାପା ଓ ମାଆ ଙ୍କ ଭଳି ସମ୍ମାନ ଏବଂ ଭଲ ପାଇବା ଦେଇଥାଏ। ଯାହାଫଳରେ ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି ହୋଇଥାଏ। ଯାହାଫଳରେ ଆଉ ପାରିବାରିକ କୋଳା-ହଳ ସୃଷ୍ଟି ହୋଇ ନଥାଏ। ଶଶୁର ଓ ବୋହୂ ମଧ୍ୟରେ ଥିବା ସମ୍ପ-ର୍କକୁ ବାପ ଓ ଝିଅର ସମ୍ପର୍କ ବୋଲି ବିବେଚନା କରାଯାଏ। ଯେତେବେଳେ ପର ଘରୁ ଝିଅକୁ ଶଶୁର ନିଜ ବୋହୂ କରି ଆଣେ ସେତେବେଳେ ସେ ନିଜର ଝିଅ ଭଳି ଦେଖିବା ଉଚିତ ଏବଂ ତା’ର ସମସ୍ତ ଛୋଟ ବଡ଼ ଇଚ୍ଛାକୁ କରିବା ଉଚିତ।

ବର୍ତ୍ତମାନର କିଛି କ-ଳିଯୁଗ ଶଶୁରଙ୍କ ନଜର ସର୍ବଦା ବୋହୂ ଉପରେ ରହିଥାଏ। ତେବେ ଏହା ସେତେବେଳେ ସମସ୍ତ ସୀମା ପାର କରିଥାଏ ଯେତେବେଳେ ବୋହୂ ସହ ଅ-ଶ୍ଳୀଳ ବ୍ୟବହାର କରିବାକୁ ଲାଗେ। ତେବେ ଏହା ସହ ଜଡିତ ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ବୋହୂ ନିଜ ସମ୍ମାନ ଓ ଇ-ଜ୍ଜତ ବଞ୍ଚେଇବାକୁ ଯାଇ ପି-ଟିପି-ଟି ଶଶୁରକୁ ହ-ତ୍ୟା କଲା।

ତେବେ ଏଭଳି ଅଭା-ବନୀୟ ଘ-ଟଣା ଗଞ୍ଜାମ ଜିଲ୍ଲା ଆସ୍କା ଥା-ନା କିଶୋରଚନ୍ଦ୍ର ପଲ୍ଲୀ ଗ୍ରାମରେ ଘଟିଛି। ତେବେ ଆଉ ନିର୍ଯ୍ୟା-ତନା ସହି ହେବ ନାହିଁ କହି ଠେଙ୍ଗାରେ ପି-ଟିପି-ଟି ହ-ତ୍ୟା କଲା ବୋହୂ। ମୃ-ତ ଶଶୁର ହେଉଛନ୍ତି ଶୀମାଞ୍ଚଳ ନାୟକ। ତେବେ ତାଙ୍କର ବୟସ ୫୫ ବର୍ଷ ଅଟେ। ଶୀମାଞ୍ଚଳଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। ଶୀମାଞ୍ଚଳଙ୍କ ପୁଅ ଘରର ଭରଣ ପୋଷଣ କରିବା ପାଇଁ ସେ ସୁରାଟରେ କାମ କରନ୍ତି। କିନ୍ତୁ ଶଶୁରର ଖରାପ ନଜର ବୋହୂ ଉପରେ ଥିଲା। ନିଜକୁ ବଞ୍ଚେଇବାକୁ ଯାଇ ବୋହୂ ଶଶୁର କୁ ହ-ତ୍ୟା କରିଛି ବୋଲି ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଶଶୁର ବଡ଼ ପୁଅ ସୁରଟରେ କାମ କରେ। ଏଥିସହିତ ଝିଅ ମଧ୍ୟ ଅନ୍ୟ କୌଣସି ରାଜ୍ୟରେ କାମ କରେ। ଘରେ ଶଶୁର ଓ ବଡ଼ ପୁଅର ସ୍ତ୍ରୀ ସୁନନ୍ଦା ରୁହନ୍ତି। ବୋହୂ କୁ ଏକୁଟିଆ ଦେଖି ୫୫ ବର୍ଷୀୟ ଶଶୁର ମନରେ ରା-କ୍ଷସ ଜାଗ୍ରତ ହୋଇ ଯାଏ ଏବଂ ଅନେକ ସମୟରେ ମ-ଦ ନି-ଶାରେ ମଧ୍ୟ ବୋହୂ କୁ ଶଶୁର ମା-ଡ଼ ମା-ରିଥାଏ। ତେବେ ଏହି ନିର୍ଯ୍ୟା-ତନା ଅନେକ ଦିନ ଧରି ସହି ଆସୁଥିଲା।

ତେବେ ଗତ କାଲି ସକାଳେ ଶଶୁର ମ-ଦ ନି-ଶାରେ ଆସି ବୋହୂ ଉପରେ ମା-ଡି ବସିଥିଲା। ତେବେ ଏହି ନିର୍ଯ୍ୟା-ତନା ବୋହୂ ପାଇଁ ଅସ-ହ୍ୟ ହୋଇପଡିଲା। ଶେଷରେ କୌଣସି ଉପାୟ ନ ପାଇ ପାଖରେ ପଡିଥିବା ଠେଙ୍ଗାରେ ନିଜ ଇ-ଜ୍ଜତ ଓ ଜୀବନ ବଞ୍ଚେଇବାକୁ ଯାଇ ଗତ କାଲି ଶଶୁରକୁ ପି-ଟିପି-ଟି ହ-ତ୍ୟା କଲା। ତେବେ ଖବର ପାଇ ଆସ୍କା ପୋ-ଲିସ ଘ-ଟ-ଣା ସ୍ଥଳରେ ପହଞ୍ଚି ଶ-ବକୁ ଉ-ଦ୍ଧାର କରି ବ୍ୟବ-ଚ୍ଛେଦ ପାଇଁ ପଠେଇବା ସହ ବୋହୂକୁ ଥା-ନାକୁ ନେଇ ଅଟକ ରଖିଛି।

Leave a Reply

Your email address will not be published. Required fields are marked *