ବିଚ ରାସ୍ତାରେ ସ୍ୱାମୀର ହାତ ଛାଡ଼ି ପ୍ରେମିକ ସହ ଫେ-ରାର ହେଲେ କନିଆ , ତାପରେ ଯାହା ହେଲା ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ :-

ବିବାହ ପୂର୍ବରୁ ମହିଳା ନିଜ ପ୍ରେମିକ ସହିତ ଫେ-ରାର ହେବାର ଅନେକ ଘଟଣା ଆପଣ ମାନେ ନିଶ୍ଚିତ ଶୁଣିଥିବେ । ବିବାହ ପରେ ଘରୁ ଗହଣା ଟଙ୍କା ନେଇ ଫେ-ରାର ହୋଇଥିବା ଘ-ଟଣା ମଧ୍ୟ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବୁ ଯେଉଁଠି ଜଣେ ମହିଳା ନିଜ ସ୍ୱାମୀ ସାମ୍ନାରେ ହିଁ ନିଜ ପ୍ରେମିକ ସହିତ ଫେ-ରାର ହୋଇ ଯାଇଛି । ସ୍ୱାମୀ ତାକୁ ଅନୁସରଣ କରିବା ସତ୍ତ୍ୱେବି ତାକୁ ଧରିବାରେ ସଫଳ ହୋଇ ନଥିଲା ।

ଏପରି ଏକ ଘ-ଟଣା ଘଟିଛି ବିହାରର ମୁଙ୍ଗେରରେ । ସେଠାକାର ପୋଦ୍ଦାର କଲୋନିରେ ରହୁଥିବା ବିବେକ କୁମାର ଜୁନ ୧୪ ରେ ବିବାହ କରିଥିଲେ । ନୂଆ ରାମନଗର ଥା-ନା କ୍ଷେତ୍ରର ନୌବାଗଢ଼ିରେ ରହୁଥିବା ମୌନୀଙ୍କୁ ସେ ବିବାହ କରିଥିଲେ । ବିବାହର ଚାରି ଦିନ ପରେ ହିଁ ନବ ବଧୂ ବାପ ଘରକୁ ଚାଲି ଯାଇଥିଲେ । ତାପରେ ଜୁନ ୨୧ ରେ ପୁଣିଥରେ ଶାଶୁ ଘରକୁ ଆସିଥିଲେ । ମାତ୍ର ଜୁନ ୨୨ ରେ ସେ ନିଜ ପ୍ରେମୀ ସହିତ ଫେ-ରାର ହୋଇ ଯାଇଛନ୍ତି ।

ଚୁଡ଼ି କିଣିବା ବାହାନାରେ ପ୍ରେମିକ ସହିତ ଫେ-ରାର ହେଲେ ମହିଳା :-

ପ୍ରେମିକ ସହିତ ଫେ-ରାର ହେବାର ପୁରା ପ୍ଲା-ନିଂ କରିଥିଲେ ମହିଳା । ତେଣୁ ସେ ସ୍ୱାମୀକୁ ବଜାରକୁ ଚୁଡ଼ି କିଣିବେ କହି ସ୍ୱାମୀଙ୍କୁ ନେଇ ଯିବାକୁ କହିଥିଲେ । ସ୍ୱାମୀ ମଧ୍ୟ ନବବଧୂର କଥାକୁ ଟାଳିପାରି ନଥିଲା ଏବଂ ମାନି ନେଇଥିଲା । ତେଣୁ ଦୁହେଁ ଦୀନଦୟାଲ ଛକରେ ଥିବା ଅଞ୍ଜଳି ଚୁଡ଼ି ହାଉସକୁ ଗଲେ

ସେଠାରେ ସ୍ତ୍ରୀ ପୁଣିଥରେ ସ୍ୱାମୀକୁ କହିଥିଲା ଯେ ତାକୁ କେବଳ ନିଜ ସ୍ୱାମୀର ପସନ୍ଦର ଚୁଡ଼ି କିଣିବାର ଅଛି । ତେଣୁ ସ୍ୱାମୀ ବିବେକ ଚୁଡ଼ି କିଣିବାରେ ବ୍ୟସ୍ତ ହୋଇଗଲା । ଏହି ସୁଯୋଗରେ ପ୍ରେମିକ ଆସି ତାର ହାତ ଧରି ନେଇ ଯାଇଥିଲା । ଯେତେବେଳେ ସ୍ୱାମୀ ନିଜ ସ୍ତ୍ରୀକୁ ତାର ପ୍ରମିକ ସହ ପ-ଳାଇ ଯାଉଥିବାର ଦେଖିଲା ସେତେବେଳେ ତାର ପାଦ ତଳୁ ମାଟି ଖସିଗଲା । ସେ ତାର ସ୍ତ୍ରୀ ଏବଂ ପ୍ରେମିକର ପିଛା କରିବା ସତ୍ତ୍ୱେ ବି ଧରି-ବାରେ ସକ୍ଷମ ହୋଇ ନଥିଲା ।

୬ ବର୍ଷ ହେବ ଚାଲିଥିଲା ଲୋଭ ଅଫେ-ୟର :-

ଏହି ଘଟ-ଣାରେ ପୀ-ଡ଼ିତ ସ୍ୱାମୀ , ମା ଏବଂ ଭଉଣୀ ଥା-ନାରେ ପହଞ୍ଚିଛନ୍ତି । ଥା-ନା କର୍ମଚାରୀଙ୍କୁ ପୁରା ଘ-ଟଣା କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ସ୍ତ୍ରୀ କିଛି ଗହଣା ଏବଂ ଡକ୍ୟୁମେଣ୍ଟ ମଧ୍ୟ ନେଇ ଯାଇଛି । ବୋହୂର ଏପରି କାର-ନାମାରେ ଶାଶୁ କାଞ୍ଚନ ଦେବୀ ଖୁବ ଦୁଃ-ଖିତ ଅଛନ୍ତି । ସେ କହିଛନ୍ତି ଯେ ” ମୋର ଗୋଟିଏ ବୋଲି ପୁଅ । ଖୁବ ଧୂମଧାମରେ ତାର ବିବାହ କରିଥିଲି । ମାତ୍ର ବୋହୂ ଠିକ ନଥିଲା । ସାରା ଦୁନିଆ ବର୍ତ୍ତମାନ ଆମ ଉପରେ ହସୁଛି । ଯଦି ଝିଅର ପ୍ରେମିକ ସହିତ ଫେ-ରାର ହେବାର ଥିଲା ତେବେ ବିବାହ କାହିଁକି କରୁଥିଲା ? ଯଦି ଆଗରୁ କହି ଦେଇଥାନ୍ତା ତେବେ ବିବାହ ପର୍ଯ୍ୟନ୍ତ କାହିଁକି କଥା ଯାଇଥାନ୍ତା । ତାର ପରିବାର ଲୋକେ ଆମକୁ ଧୋ-କା ଦେଲେ । ”

ଅଭି-ଯୋଗ ଦା-ଖଲ ପରେ ପୋ-ଲିସ ମହିଳା ମୌନି ଏବଂ ତାର ପ୍ରେମିକ ଦିବ୍ୟାଂଶ କୁମାରକୁ ଧରିଛି । ପ୍ରେମିକ ଦିବ୍ୟାଂଶ କୁମାରର କହିବା କଥା ଯେ ସେ ଜଣେ ଡ୍ରାଇଭର । ତେଣୁ ମୌନିଙ୍କ ସହିତ ତାଙ୍କର ୬ ବର୍ଷର ପ୍ରେମ ସ-ମ୍ବନ୍ଧ ଥିବା ସତ୍ତ୍ୱେବି ପରିବାର ଲୋକେ ରାଜି ହୋଇ ନଥିଲେ ଏବଂ ତାଙ୍କର ବିବାହ କରାଇ ଦେଇଥିଲେ । ମାତ୍ର ଶାଶୁ ଘରୁ ମୌନି ତାଙ୍କୁ ବିବାହ କରି ଆ-ତ୍ମହ-ତ୍ୟା କରିବାର ଧ-ମକ ଦେବା ସହିତ କା-ନ୍ଦିଥିଲେ ମଧ୍ୟ । ତେଣୁ ସେ ବାଧ୍ୟ ହୋଇ ତାଙ୍କୁ ବେଗୁସରାୟ ନେଇ ଯାଇଥିଲେ ଏବଂ ପରେ ନବାଗଡ଼ି ଆସିଥିଲେ ।

ପୋ-ଲିସ କଷ୍ଟଡିରେ ଉଭୟ ପ୍ରେମିକ ଏବଂ ପ୍ରେମିକା :-

କୋତୱାଲୀ ଥା-ନା ଅଧ୍ୟକ୍ଷ ଡିକେ ପାଣ୍ଡେଙ୍କ ଅନୁସାରେ ପୀ-ଡ଼ିତ ସ୍ୱାମୀଙ୍କ ମା କାଞ୍ଚନ ଦେବୀଙ୍କ ଅଭି-ଯୋଗ ଅନୁଯାୟୀ ଅପହ-ରଣର ମାମ-ଲା ରୁ-ଜ୍ଜୁ ହୋଇଛି । ଅଭି-ଯୁକ୍ତ ଝିଅର ମେଡିକାଲ କରାଯିବ ଏବଂ ତାପରେ ତାକୁ କୋ-ର୍ଟ ଚା-ଲାଣ କରାଯିବ । ଝିଅର ପ୍ରେମିକ ଦିବ୍ୟାଂଶ କୁମାରବର୍ତ୍ତମାନ ପୋ-ଲିସ କଷ୍ଟଡିରେ ଅଛି । ତାଙ୍କୁ ମଧ୍ୟ ପଚ-ରା ଉ-ଚୁରା ଜା-ରି ରହିଛି ।

ଏହା ଅତ୍ୟନ୍ତ ଦୁଃ-ଖଦ ଅଟେ ଯେ ଗୋଟିଏ ପରିବାରକୁ ସମାଜରେ ଏଭଳି ଲ-ଜ୍ଜିତ ହେବାକୁ ପଡ଼ିଛି। ଏଥିପାଇଁ ଯେତେବେଳେ ବିବାହ ହେଉଛି ଉଭୟ ପୁଅ ଏବଂ ଝିଅର ମନ୍ତବ୍ୟ ପଚାରି ନେବା ଉଚିତ । ନଚେତ ଏପରି ଘ-ଟଣା କାହାସହ ବି ଘ-ଟିପାରେ ।

Leave a Reply

Your email address will not be published. Required fields are marked *