ଏଭଳି ଦୁର୍ଘ-ଟଣା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ , ଆପଣଙ୍କ ଛାତି ଭ-ୟରେ ଥରି ଉଠିବ

ବର୍ତ୍ତମାନ ସମୟରେ ସଡକ ଦୁର୍ଘ-ଟଣା ଗୋଟିଏ ସାଧାରଣ ଜିନିଷ ହୋଇଗଲାଣି । ପ୍ରତିଦିନ ନିଶ୍ଚିତ ଭାବରେ କେଉଁଠି ନା କେଉଁଠି ସଡକ ଦୁର୍ଘ-ଟଣା ଘଟୁଅଛି । ତେବେ ଏଗୁଡିକ ମଧ୍ୟରୁ ମାତ୍ର ଅଳ୍ପ କେତେକ ବର୍ତ୍ତି ଯାଉଛନ୍ତି ପୁଣି ଆଉ କେତେକ ଚିରଦିନ ପାଇଁ ନିଦ୍ରାରେ ଶୋଇ ପଡୁଛନ୍ତି । ତେବେ ସଡକ ଦୁର୍ଘ-ଟଣା ଯେ କେତେ ଭ-ୟଙ୍କର ଆପଣ ସେ କଥା ଜାଣି ପାରୁଥିବେ । ସଡକ ଦୁର୍ଘ-ଟଣାରେ କେତେ ବ୍ୟକ୍ତି ସେହି ଘଟ-ଣାସ୍ଥ-ଳରେ ହିଁ ମୃ-ତ୍ୟୁବ-ରଣ କରି ଦେଇଥାନ୍ତି ଆଉ ମାତ୍ର କମ୍ ଲୋକ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚି ପାରିଥାନ୍ତି ।

ତେବେ ସମଗ୍ର ବିଶ୍ୱରେ ଦୁର୍ଘ-ଟଣା ହାର ବହୁତ ରହିଥିବ । ଅନ୍ୟପକ୍ଷରେ ୨୦୨୦ ମସିହାର ସୂଚନା ଅନୁଯାୟୀ , ଭାରତରେ ୧୫୧ ଜଣ ବ୍ୟକ୍ତି ସଡକ ଦୁର୍ଘ-ଟଣା ପାଇଁ ପ୍ରାଣ ହରାଇଥିଲେ । ତେବେ ସଡକ ଦୁର୍ଘ-ଟଣା ହେବାର ମୁଖ୍ୟ କାରଣ ହେଉଛି ଗାଡି ସଠିକ ଭାବରେ ନ ଚଲାଇବା । ଏଭଳି ଗାଡି ଚଲାଇବା ଯୋଗୁଁ ଅନେକ ଲୋକଙ୍କର ଜୀବନ ମୁହୂର୍ତ୍ତକ ମଧ୍ୟରେ ଚାଲି ଯାଉଛି । ଅପରପକ୍ଷରେ ସରକାର ସଡକ ଦୁର୍ଘ-ଟଣାକୁ ରୋକିବା ଲାଗି ଅନେକ ପ୍ରକାର ଆ-ଇ-ନକୁ ଅନୁପ୍ରାଣିତ କରୁଛନ୍ତି ଆଉ ମୃ-ତ୍ୟୁ ହାରକୁ କମାଇବା ଲାଗି ନାନା ପ୍ରକାରର ଚେଷ୍ଟା ମଧ୍ୟ କରୁଛନ୍ତି ।

ସେହି ନୂତନ ପ୍ରଚେଷ୍ଟା ଗୁଡିକ ମଧ୍ୟରେ ଗାଡିକୁ ଧୀର ବେଗରେ ଚଲାଇବା , ଗାଡି ଚଲାଇବା ବେଳେ ହେଲମେଟ ପିନ୍ଧିବା , ଦୁଇରୁ ଅଧିକ ଲୋକ ଗାଡ଼ିରେ ନ ବସିବା ଆଦି ଅନ୍ତର୍ଭୁକ୍ତ ରହିଛି । କିନ୍ତୁ ଏଯାଏଁ ମଧ୍ୟ ଅନେକ ଅମା-ନିଆ ଅଛନ୍ତି , ଯେଉଁମାନେ ଏହି ସବୁ ନି-ୟ-ମ ଗୁଡିକୁ ମାନିବା ପାଇଁ ରାଜି ନାହାଁନ୍ତି । ଆଉ ନିଜ ମନଇଚ୍ଛାରେ ଗାଡି ଚଳାଉଛନ୍ତି । ତେବେ ସରକାର ଯେତେ ଫା-ଇ-ନ ଆଦାୟ କଲେ ମଧ୍ୟ ଏମାନେ କିଛି ମାନୁ ନାହାଁନ୍ତି । ଆଉ ଏମାନଙ୍କ ମଧ୍ୟରୁ କେତେକ ଅକାଳରେ ଜୀବନ ହରାଇ ଦେଉଛନ୍ତି ।

ଆଜି ଆମେ ଏଭଳି ଏକ ଦୁର୍ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିଲେ କିମ୍ବା ଦେଖିଲେ ଆପଣ ଚମକି ପଡିବେ । ଜଣେ ଲୋକ ରାସ୍ତା ଫାଙ୍କା ଥିବାରୁ ନିଜ ସ୍କୁଟି ସହ ପାର୍ ହେଉଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ ଆଗରୁ ଗୋଟିଏ ଗାଡି ଆସୁଛି । ଆଗରୁ ଜଣେ ବ୍ୟକ୍ତି ବାଇକ ଦ୍ରୁତ ବେଗରେ ଚଳାଇ ଆସୁଥିଲେ । କିନ୍ତୁ ସାମ୍ନାରେ ସ୍କୁଟି ଆସୁଥିବା ଦେଖି ସେ ତାଙ୍କ ବଞ୍ଚାଇବା ପାଇଁ ରାସ୍ତାରେ କଡରେ ବାଡେଇ ହୋଇଗଲେ । ଆଉ ଛିଟିକି ହୋଇ ଦୂରରେ ପଡିଲେ । ଅନ୍ୟପକ୍ଷରେ ତାଙ୍କ ଗାଡି ରାସ୍ତା ମଝିରେ ପଡିଲା। ତେବେ ଆଉ ଜଣେ ବ୍ୟକ୍ତି ଆସି ସେହି ଗାଡିରେ ବାଡେଇ ହୋଇ ଅଳ୍ପକେ ବଞ୍ଚିଗଲେ । ତେବେ ଦୋକାନ ବାରଣ୍ଡାରେ ବାଡେଇ ହୋଇ ବ୍ୟକ୍ତିଙ୍କର ଘଟ-ଣାସ୍ଥ-ଳରେ ହିଁ ମୃ-ତ୍ୟୁ ହୋଇଗଲା । କିନ୍ତୁ ସ୍କୁଟି ଚଳାଉଥିବା ଲୋକଙ୍କର ଜୀବନ ବଞ୍ଚିଗଲା

Leave a Reply

Your email address will not be published. Required fields are marked *