ସୂର୍ଯ୍ୟ ପରାଗ (୩୦ ଏପ୍ରିଲ) ହାଣ୍ଡି ଛାଡ ସଠିକ୍ ସମୟ, ୫ଟି ରାଶି କୋଟିପତି।

ବନ୍ଧୁମାନେ ହିନ୍ଦୁ ପଞ୍ଜିକା ଅନୁଯାୟୀ ୩୦ ଏପ୍ରିଲକୁ ସୂର୍ଯ୍ୟ ପରାଗ ହେବାକୁ ଯାଉଛି। ଏହା ବୈଶାଖ ମାସ ଅମାବାସ୍ୟା ତିଥିରେ ପଡୁଅଛି। ଏହି ଅମାବାସ୍ୟା ଶନିବାର ତିଥିରେ ପଡୁଥିବାରୁ ଏହାକୁ ଶନିଶ୍ଚର ଅମାବାସ୍ୟା ବୋଲି କୁହାଯାଏ। ଚଳିତ ବର୍ଷ ସୂର୍ଯ୍ୟ ପରାଗ ଅକ୍ଟୋବର ମାସ ୨୫ ତାରିଖ ଦିନ ପଡ଼ିବ।

ଯଦି ଭାରତରେ ସୂର୍ଯ୍ୟ ପରାଗର ଦୃଶ୍ୟ ଅନୁଯାୟୀ ସୂତକ କାଳ ପାଳନ ହୁଏ। ଧାର୍ମିକ ଦୃଷ୍ଟିରୁ ଏହାକୁ ଶୁଭ ମାନା ଯାଉ ନଥିବାରୁ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ଏହି ସମୟରେ କରାଯାଏ ନାହିଁ। ଏହି ସୂର୍ଯ୍ୟ ପରାଗ ଏପ୍ରିଲ ମାସ ୩୦ ତାରିଖ ମଧ୍ୟ ରାତ୍ରିରେ ଅର୍ଥାତ୍ ୧୨ଟା ବାଜି ୫ମିନିଟ୍ ରେ ଆରମ୍ଭ ହୋଇ ସକାଳ ୪ଟା ବାଜି ୧୫ ମିନିଟ୍ ରେ ଶେଷ ହେବାକୁ ଯାଉଅଛି।

ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଂଶିକ ସୂର୍ଯ୍ୟ ପରାଗ ହେବ। ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଦକ୍ଷିଣ ଆମରିକାର ଦକ୍ଷିଣ ପଟ ପ୍ରଶାନ୍ତ ମହା ସାଗରକୁ ଆନ୍ତର୍କ୍ତଟିକାରେ ସମ୍ପୂର୍ଣ୍ଣ ଦୃଶ୍ୟ ମାନ ହେବ। ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ। ଏହା ଦୃଶ୍ୟମାନ ହେଉ ନଥିବାରୁ ଏହି ଦିନ ହାଣ୍ଡି ଛାଡ କଥା ମାନା ଯିବ ନାହିଁ। ଏହା ଆଂଶିକ ସୂର୍ଯ୍ୟ ପରାଗ ହେଉଥିବାରୁ ଏହା ଖାଲି ଆଖିରେ ଦେଖାଯିବ ନାହିଁ।

ଏହି ମହାଯୋଗ ସୂର୍ଯ୍ୟ ଚନ୍ଦ୍ର ଏବଂ ପୃଥିବୀର ଅବସ୍ଥାନକୁ ନେଇ ହୋଇଥାଏ। ପ୍ରତ୍ୟେକ ଦିନ ଗ୍ରହ ଏବଂ ନକ୍ଷତ୍ରଙ୍କ ଅବସ୍ଥାନରେ ଘୂର୍ଣନ ଲାଗି ଏକ ସାଙ୍ଗରେ ଏହି ୩ ଗ୍ରହ ଅବସ୍ଥାନ କଲେ। ଏହି ସୂର୍ଯ୍ୟ ପରାଗ ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କ ପରିବର୍ତ୍ତନ ସକାଶେ ଏହି ପରାଗ ହୋଇଥାଏ ଯାହାର କିଛି ନୀତି ନିୟମ ମାନ ରହିଛି। ଏହି ସୂର୍ଯ୍ୟ ପରାଗରେ ଗ୍ରହ ମାନଙ୍କର ମହା ସଂଯୋଗ ରହିବାର ଯାଉଛି।

ଏହି ୮ ଗୋଟି ରାଶି ମାନଙ୍କ ଭାଗ୍ୟରେ ବହୁତ୍ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏମାନଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ। ୪ଟି ରାଶି ପାଇଁ ଏହା ଅଶୁଭ ସାବ୍ୟସ୍ତ ହେବ।

୧. ମିଥୁନ ରାଶି – ଏମାନଙ୍କ ପାଇଁ ଏହି ପରାଗ ବହୁ ଉତ୍ତମ ରହିବ। ଧନ ଜନିତ ସମସ୍ୟା ନିଶ୍ଚୟ ଦୂରେଇ ଯିବ। ଏହା ସହିତ ଜମି ବାଡ଼ି ଜନିତ ସମସ୍ୟା ମାନ ଦୂରୀଭୂତ ହୋଇଯିବ। ସମାଜରେ ଓ ପରିବାରରେ ଖୁସି ସହିତ ମାନ ସମ୍ମାନ ପ୍ରାପ୍ତି ହେବ। ନୂଆ ମାର୍ଗ ଖୋଲିବ। ଚାକିରୀରେ କୌଣସି ଅସୁବିଧା ହେବ ନାହିଁ।

୨. କର୍କଟ ରାଶି – ଏହି ସୂର୍ଯ୍ୟ ପରାଗ ଆପଣଙ୍କୁ ବହୁ ଶୁଭ ହେବା ସହିତ ଧନ ଦୌଲତ ପ୍ରାପ୍ତି ହେବ। ଚେଷ୍ଟା କଲେ ସବୁ ପ୍ରକାର ଲାଭ ମିଳିବ। ଆପଣଙ୍କୁ ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ୍ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ ଓ ଭୁଲ ବୁଝାମଣା ଦୂର ହେବ।

୩. କନ୍ୟା ରାଶି- ଆପଣଙ୍କୁ ଟଙ୍କାର ଆବଶ୍ୟକତା ପଡ଼ିବନି ଓ କରଜ ମଧ୍ୟ କମି ଯିବ। ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ୍ ସୁଧାର ଦେଖିବାକୁ ମିଳିବ। ଏହା ସହିତ ଆପଣଙ୍କ ଜୀବନରେ ସଫଳତାର ନୂଆ ରାସ୍ତା ମଧ୍ୟ ଖୋଲିବ। ଆପଣଙ୍କୁ ଏହି ସୂର୍ଯ୍ୟ ପରାଗ ଅବସରରେ ଅଧିକ ଧନ ଉପର୍ଜନର ମାର୍ଗ ଖୋଲିବ।

୪. କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥି ସହିତ ଉତ୍ତମ ଜୀବନ ଅତି ବାହିତ କରିବେ। ଏହାର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଅଚାନକ ଭାବରେ ଆପଣଙ୍କୁ କୌଣସି ଖୁସି ଖବର ପ୍ରାପ୍ତି ହେବ। ଭାଗ୍ୟର ସହଯୋଗରେ ଏହି ରାଶି ମାନେ ନିଶ୍ଚିତ ଭାବରେ ପ୍ରଗତି ଆଡ଼କୁ ଅଗ୍ରସର ହେବେ। ଏହା ସହିତ ଆସନ୍ତା ଦିନ ମାନଙ୍କରେ ଆପଣଙ୍କର ଧନ ପ୍ରାପ୍ତିର ଯୋଗ ବନି ପାରେ।

୫. ବୃଷ ରାଶି- ଆପଣଙ୍କ ପାଇଁ ଏହି ପରାଗ ବହୁତ୍ ଶୁଭ ରହିବ। ଧନ ଦୌଲତ ସାଙ୍ଗକୁ ସଫଳତା ମଧ୍ୟ ପ୍ରାପ୍ତ ହେବ। ସବୁ କାର୍ଯ୍ୟରେ ଲାଭ ପ୍ରାପ୍ତି ହେବ। ପୁରୁଣା ମିତ୍ର ସାଙ୍ଗରେ ଦେଖା ହେବେ। କେତେକ ଶୁଭ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କୁ ପ୍ରଶଂସା ମିଳିବ। ବୈବାହିକ ଜୀବନ ଆପଣଙ୍କର ଭଲ ରହିବ। ପତି ପତ୍ନୀ ମଧ୍ୟରେ ଭୁଲ ବୁଝାମଣା ଦୂର ହେବ। ସ୍ବାସ୍ଥ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ।

୬. ମେଷ ରାଶି- ଆପଣଙ୍କୁ ଟଙ୍କାର ଆବଶ୍ୟକତା ପଡ଼ିଲେ ଆପଣଙ୍କୁ ଟଙ୍କା ଅତି ସହଜରେ ମିଳିଯିବ। ଆର୍ଥିକ ସ୍ଥିତିରେ ବହୁତ୍ ସୁଧାର ଦେଖିବାକୁ ମିଳିବ। ସଫଳତାର ନୂଆ ରାସ୍ତା ଖୋଲିବ। ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ବହୁତ୍ ଅଧିକ ଅନୁକୂଳ ରହିବ। ଏହା ଆପଣଙ୍କୁ ମାଲାମାଲ କରିବ। ଏହାଦ୍ବାରା ଆପଣଙ୍କୁ ସେୟାର ମାର୍କେଟରୁ ଲାଭ ମିଳିବ।

୭. ଧନୁ ରାଶି – ଏହିଦିନ ଆପଣଙ୍କ ପାଇଁ ବହୁତ୍ ଅଧିକ ଭଲ ରହିବ। ଧନ ଏବଂ ଜମି ସମ୍ବନ୍ଧିତ ସମସ୍ୟା ଦୂର ହେବ। ଏହା ଖୁସି ସହିତ ନୂଆ ପ୍ରତିଷ୍ଠା ଓ ମାର୍ଗ ଖୋଲିଦେବ। ନୂଆ ଚାକିରି ମିଳିବା ସାଙ୍ଗକୁ ଏଥିରେ ଉନ୍ନତି ମଧ୍ୟ ଦେଖିବାକୁ ମିଳିବ।

୮. ମୀନ ରାଶି – ଏମାନଙ୍କ ପାଇଁ ଶୁଭ ସମୟ ଆସିବାକୁ ଯାଉଛି। ଏମାନେ ନୂଆ ଲୋକଙ୍କ ସହିତ ମିଶିବା କାରଣରୁ ଆଗକୁ ଯାଇ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏମାନଙ୍କ ଅଟକି ରହିଥିବା ସମସ୍ତ କାର୍ଯ୍ୟ ବର୍ତମାନ ପୂର୍ଣ୍ଣ ହେବାକୁ ଯାଉଛି। ଅଟକି ଯାଇଥିବା ଧନ ବି ଫେରି ଆସିବ। ଏହାଥିଲା ସେହି ୮ଟି ରାଶି ବିଷୟରେ ଯାହାଙ୍କ ଭାଗ୍ୟ ବଦଳିବାକୁ ଯାଉଛି।

Leave a Reply

Your email address will not be published. Required fields are marked *