ଧରା ପଡ଼ିଲେ ରୁଚିକା ମହାନ୍ତି ମୃ-ତ୍ୟୁ ମାମ-ଲାରେ ସାମିଲ ତିନି ସିନିୟର

ବର୍ତ୍ତମାନ ସମୟରେ ଭୁବନେଶ୍ୱର ବିଜେପି କଲେଜ ଛାତ୍ରୀ ଆ-ତ୍ମହ-ତ୍ୟା ମାମ-ଲା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଯୁ-କ୍ତ ତିନି ପ୍ରଥମ ବର୍ଷର ଛାତ୍ରୀର ଏପରି ଆ-ତ୍ମହ-ତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଯାହାକୁ ନେଇ କଲେଜ ଛାତ୍ର କଂଗ୍ରେସର କିଛି ଛାତ୍ର ଏଥିରେ ସ୍ୱର ଉଠାଇବା ସହ ଛାତ୍ରୀଙ୍କ ପରିବାର ଲୋକେ ମଧ୍ୟ ନ୍ୟା-ୟ ପାଇଁ ଦାବି କରିଛନ୍ତି । ଏପଟେ ପୋ-ଲିସ ମଧ୍ୟ ତ-ଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସମୟରେ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ସୁ-ଇସା-ଇଡ଼ ନୋଟ ଆଧାରରେ ପୋ-ଲି-ସର ତ-ଦନ୍ତ ଜାରି ରଖିଛି ।

ତେବେ ଆପଣ ମାନେ ଜାଣିଥିବେ ଯେ ଗୋଟିଏ ଦିନ ତଳେ ରାଜ୍ୟର ଲୋକପ୍ରିୟ କଲେଜ ବିଜେପି କଲେଜରୁ ଏକ ଦୁଃ-ଖଦ ଘ-ଟଣା ଆସିଥିଲା । ଯେଉଁଠି +୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରିଛନ୍ତି । ତେବେ ସେ ନିଜ ସୁ-ଇସା-ଇଡ଼ ନୋଟରେ ତିନି ଜଣ ସିନିୟରଙ୍କୁ ନିଜ ଆ-ତ୍ମହ-ତ୍ୟା ପାଇଁ ଦାୟୀ କରିଛନ୍ତି । କିନ୍ତୁ ସେଥିରେ ସେ ସେହି ତିନି ଜଣଙ୍କ ନାମ ଉଲ୍ଲେଖ କରିନାହିଁ । ଯେଉଁ କାରଣରୁ ବର୍ତ୍ତମାନ ପୋ-ଲିସ କଲେଜର ୧୩୪ ଜଣ ଛାତ୍ରୀଙ୍କୁ ଜେ-ରା ଜା-ରି ରଖିଛି ।

ଭୁବନେଶ୍ୱର ଆଡିସନାଲ ଡିସିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ମାମ-ଲାରେ ତ-ଦ-ନ୍ତ ଜାରି ରଖା ଯାଇଛି । ଗତକାଲି ବିଜେପି କଲେଜର କାରୁବାକି ଛାତ୍ରୀନିବାସ ହଷ୍ଟେଲ ସୁପ-ରିନଟେଣ୍ଡେଣ୍ଟ ସମେତ ୱାରଡେନଙ୍କୁ ମଧ୍ୟ ଜେ-ରା କରାଯାଇଛି । ତେବେ ଏଠାରେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଗତ ୨୦୦୫ ମସିହାରେ ସେହି ସମାନ କଲେଜର ରିଚା ମିଶ୍ର ଆ-ତ୍ମହ-ତ୍ୟା ମା-ମ-ଲା ଏହି ମା-ମ-ଲା ଭଳି । ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଆଉ ଜଣେ ଯୁବତୀ ରେ-ଗିଙ୍ଗ ପାଇଁ ଜୀବନ ହାରି ଦେଇଛନ୍ତି ।

୨୦୦୫ ମସିହାରେ ରିଚା ମିଶ୍ର ମାମ-ଲାରେ ବିଜେପି କଲେଜର ଜଣେ ଅଧ୍ୟାପକ ମାର୍କ କା-ଟିଦେ-ବାକୁ ଧ-ମକ ଦେଇଥିଲେ । ଯାହାଦ୍ୱାରା ରିଚା ମିଶ୍ର ଆ-ତ୍ମହ-ତ୍ୟା କରିଥିଲେ । ଯେଉଁ ଘଟଣା କାରଣରୁ ତିନି ଜଣ ଲେକ୍ଚରଙ୍କୁ ସସ-ପେଣ୍ଡ ହେବାକୁ ପଡ଼ିଥିଲା । ତେବେ ସେତେବେଳେ ମଧ୍ୟ ସେହି ଘ-ଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ବର୍ତ୍ତମାନ ସେହିଭଳି ଏକ ଘ-ଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଶା କରାଯାଉଛି ଯେ ପୋ-ଲିସ ଖୁବଶୀଘ୍ର ସେହି ଅଭିଯୁ-କ୍ତ ତିନି ଜଣ ସିନିୟରକୁ ଖୋ-ଜି ବାହାର କରିବାକୁ ସମର୍ଥ ହେବ ।

Leave a Reply

Your email address will not be published. Required fields are marked *