ପୋଲି-ସକୁ କା-ମୁଡି ଦେଇଛି କି ଅର୍ଚ୍ଚନା ନାଗୁଣୀ , କାହିଁକି ଚୁପ୍ ହୋଇ ଯାଇଛି ପୋ-ଲିସ ଡିପାର୍ଟମେଣ୍ଟ

ବହୁ ଚର୍ଚ୍ଚିତ ଲେଡୀ ବ୍ଲା-କମେ-ଲର ଅର୍ଚ୍ଚନା ନାଗ । ନିଜ ନାଗ ଫା-ଶରେ ସମସ୍ତଙ୍କୁ ଫ-ସାଇ ଦେଇଛି । ନିଜ କଳା ଜା-ଲ ଏତେ ବିସ୍ତାର କରିଛି ରଖିଛି କି , ତା ଫା-ଶରେ ଯେ କେହି ବି ଫ-ସିଯିବ । ତେବେ ଦିନକୁ ଦିନ ନୂଆ ନୂଆ ଗୁମର ଖୋଲିବାରେ ଲାଗିଛି ଆଉ ସବୁ ସତ କଥା ଧିରେ ଧୀରେ ସାମ୍ନାକୁ ଆସୁଛି । କିପରି ସେ ନିଜ ବେଡ଼ରୁମ ର ସାଥି କରୁଥିଲା ଆଉ ତାଙ୍କ ଠାରୁ ଲୁ-ଟି ଆଣୁଥିଲା ଆଉ ହୋଇ ଯାଇଥିଲା ରାତା ରାତି କୋଟିପତି । ତେବେ ଏ ବାବ-ଦରେ ଏବେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘ-ଟଣା ଦେଖିବାକୁ ମିଳିଛି ।

ତେବେ ଏହାରି ମଧ୍ୟରେ କୁହାଯାଉଛି କି , କଣ ପାଇଁ ଚୁପ୍ ଅଛନ୍ତି ପୋଲିସ ଡିପାର୍ଟମେଣ୍ଟ । କଣ ପାଇଁ କିଛି କଥାରେ ମୁହଁ ଖୋଲିବାରେ ନାମ ନେଉ ନାହାଁନ୍ତି । କଣ ପାଇଁ ବଡ ବଡ ଲୋକଙ୍କୁ ଗି-ରଫ କରୁ ନାହାଁନ୍ତି କି ତାଙ୍କ ଚେହେରା ସାରା ଓଡ଼ିଶାକୁ ଦେଖାଉ ନାହାଁନ୍ତି । କାହିଁକି ଏପରି କା-ଣ୍ଡ କରୁଛି ପୋ-ଲିସ । ଏହାକୁ ନେଇ ଧୀରେ ଧିରେ ସ-ନ୍ଦେହ ବଢିବାରେ ଲାଗିଚି । ତେବେ ବର୍ତ୍ତମାନ ସମୟରେ ଘଟିଥିବା ଘ-ଟଣା ଏହି ସନ୍ଦେ-ହକୁ ଆହୁରି ବଢାଇ ଦେଇଛି ।

ତେବେ ଗତକାଲି ଗଣମାଧ୍ୟମ ଆଗରେ ପୋ-ଲିସ କମିଶନର ସୋମେନ୍ଦ୍ର ପ୍ରିଉଦର୍ଶି କହୁଥିଲେ ସାଇବର କ୍ରା-ଇମ କଥା । କିପରି ଏହି ଜିନିଷ ଠାରୁ ଦୂରେଇ ରହିବେ ଆଉ କିପରି ଏଥିରୁ ର-କ୍ଷା ପାଇବେ । ତେବେ ପୋ-ଲିସ ବାବୁଙ୍କୁ ମଝିରେ ଗଣମାଧ୍ୟମ କର୍ମଚାରୀ ଅର୍ଚ୍ଚନା ନାଗ କଥା ପଚାରି ଥିଲେ ଆଉ ଯାହା ପରେ ବାବୁ ପୁରାପୁରି ମୁହଁ ବୁଲେଇ ଦେଇଥିଲେ ଆଉ କହିଥିଲେ ମୋତେ ସେ ବାବ-ଦରେ ପଚାରନ୍ତୁ ନାହିଁ । ତେବେ ଏହା ସନ୍ଦେ-ହକୁ ଆହୁରି ଗଭୀର କରି ଦେଉଛି ।

କାହିଁକି କମିଶନର ଅର୍ଚ୍ଚନା ର ଗୁମର ଖୋଲିବାକୁ ଚାହୁଁ ନାହାନ୍ତି । ଏମିତି କେଉଁ କାରଣ ପାଇଁ ସେମାନେ ସବୁ କଥା ଲୁଚା-ଇବାକୁ ଚେଷ୍ଟା କରୁଛନ୍ତି । ଏହାର କାରଣ କିଏ କହିବ ଆଉ କିଏ ଦେବ ସେ କଥା ଜଣା ନାହିଁ । ତେବେ ଏହାରି ମଧ୍ୟରେ ଅନେକ ଦିନ ବିତି ଗଲାନି ଅର୍ଚ୍ଚନା ଜେ-ଲ ଦ-ଣ୍ଡ ଭୋଗୁଥିବା ବେଳେ ତାକୁ ନେଇ ଆଉ ତାର ଜେରାକୁ ନେଇ କିଛି କଥା ଜାଣିବାକୁ ମିଳୁ ନାହିଁ । ତେବେ ଆଗକୁ ଦେଖିବାକୁ ବାକି ରହିଲା ଘଟ-ଣାଟି ଆଗକୁ କେଉଁ ମୋଡ ନେଇଛି ।

Leave a Reply

Your email address will not be published. Required fields are marked *