ଖୋଲାଖୋଲି ରେ ଚାଲିଛି ଦେ-ହ ବ୍ୟବସାୟ , ମାଲିକ କହୁଛନ୍ତି ସୁନ୍ଦରୀ ଝିଅକୁ ୧୨୦୦ ଟଙ୍କା ହିଁ ଲାଗିବ

ଏ ସମାଜରେ ବଞ୍ଚିବା ପାଇଁ ଆଉ ନିଜ ପେଟ ପୋଷିବା ପାଇଁ ଲୋକେ ଅନେକ ଉପାୟ ଆପଣାଇ ଥାଆନ୍ତି । କିଏ ବଡ ଚାକିରୀ କରିଥାଏ ତ ଆଉ କିଏ ବ୍ୟବସାୟ , ଆଉ ପୁଣି କିଏ ସୋସିଆଲ ମିଡ଼ିଆ ତ ଆଉ ଏମିତି ବି ଲୋକ ଅଛନ୍ତି , ଯେଉଁ ମାନେ କିଛି ନ କରି ଖାଲି ଖାଲିରେ ଟଙ୍କା ପାଇବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଆପଣ ଜାଣିଥିବେ କି , ଏ ଦୁନିଆଁରେ ଏମିତି ଲୋକ ଅଛନ୍ତି , ଯେଉଁ ମାନେ ଦେହ ବ୍ୟବସାୟ କରି ମଧ୍ୟ ଟଙ୍କା କମାଇ ଥାଆନ୍ତି । ଆଉ ସେମାନଙ୍କୁ ଆମେ ଦେ-ହଜି-ବୀ କହିଥାଉ । ନିଜ ଦେହକୁ ବିକ୍ରି କରି ସେମାନେ ଟଙ୍କା ରୋଜଗାର କରିଥାନ୍ତି ଆଉ ସେଥିରେ ନିଜ ପେଟ ପୋଷିବା ସହିତ ପରିବାରର ପେଟ ମଧ୍ୟ ପୋଷିଥାନ୍ତି । ତେବେ ଏପରି କାମ କିଏ ନିଜ ଇଚ୍ଛାରେ ଆପଣାଇ ନେଇଥାଏ ତ ଆଉ କିଏ ବାଧ୍ୟ ଆପଣାଇ ନେଇଥାଏ ।

ଏପରି ଅନେକ ମହିଳା ଅଛନ୍ତି , ଯାହାଙ୍କୁ ନିଜ ପରିସ୍ଥିତି ବାଧ୍ୟ କରିଥାଏ ଏପରି କାମ କରିବାକୁ । ଆଉ ସେମାନେ ଏହି ଲାଇନକୁ ଚାଲି ଆସିଥାନ୍ତି । ତାଙ୍କୁ ଅନେକ କ-ଷ୍ଟ ହେବା ପରେ ମଧ୍ୟ ସେମାନେ ଏହି ବାଟରେ ପାଦ ରଖି ଦେଇଥାନ୍ତି ଆଉ ପ୍ରତି ମୁହୂର୍ତ୍ତରେ ନିଜ ଶରୀରକୁ କଷ୍ଟ ସହିବାକୁ ବାଧ୍ୟ କରିଥାନ୍ତି । ଅନେକ ମହିଳା କିଏ ନିଜ ପରିବାର ପାଇଁ ତ ଆଉ କିଏ ନିଜ ପିଲା ପାଇଁ , ଆଉ ପୁଣି କିଏ ନିଜ ବାପା ମାଆଙ୍କ ପାଇଁ ଏପରି କାମ କରିଥାନ୍ତି । ତେବେ ସେ ଯାହା ବି ହେଉ ନା କାହିଁକି , ଆପଣଙ୍କୁ କହି ରଖୁଛୁ କି , ବର୍ତ୍ତମାନ ସମୟରେ ଏହି ଦେହ ବ୍ୟବସାୟ ଘରେ ଘରେ ଚାଲିଲାଣି। ଲୋକେ ଏହି ଧନ୍ଦା କାମ ଘରେ ଘରେ କରାଉଛନ୍ତି । ଆଉ ଯାହା ବି ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ତେବେ ବର୍ତ୍ତମାନ ସମୟରେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି , ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ଆଉ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ନିଜ ଘରେ ଦେ-ହ ବ୍ୟବସାୟ କରାଉଛନ୍ତି । ଆଉ ସେ ନିଜର ଲକ୍ଷ୍ୟ ସୁନ୍ଦର ସୁନ୍ଦର ଝିଅ ମାନଙ୍କ ଉପରେ ରଖିଛନ୍ତି । ସେମାନଙ୍କୁ ଘରକୁ ଡାକି ଆଣୁଛନ୍ତି । ଆଉ ସେମାନଙ୍କୁ କିଛି ଟଙ୍କା ଲୋଭ ଦେଖାଇ ଦେହ ବ୍ୟବସାୟ କରାଉଛନ୍ତି । ତେବେ ଏହି ଘଟ-ଣାକୁ ଜଣେ ବ୍ୟକ୍ତି ନିଜ କ୍ୟାମେରାରେ କ-ଏଦ କରିଛନ୍ତି । ତେବେ ଭିଡ଼ିଓରେ ବ୍ୟକ୍ତି ଜଣକ ସେହି ମାଲିକଙ୍କ ସହିତ କଥାବାର୍ତ୍ତା କରି କହୁଛନ୍ତି କି , ମୋତେ ଏହି ଝିଅ ଜଣକ ଦରକାର୍ ।

ତେବେ ସେହି ଝିଅ ପାଇଁ ବ୍ୟକ୍ତି ଜଣକ ୧୨୦୦ ଟଙ୍କା ଦେବେ ବୋଲି କହୁଛନ୍ତି। କିନ୍ତୁ ମାଲିକ ବାବୁ ଜଣକ ଏହାକୁ ବାରଣ କରିବାରେ ଲାଗିଛନ୍ତି ଆଉ କହୁଛନ୍ତି କି , ନାଇଁ ଏତିକି ଟଙ୍କାରେ ହେବ ନାହିଁ । ସୁନ୍ଦର ଝିଅଟିଏ ଅଛି , ତେଣୁ ଏହାକୁ ୨୦୦୦ ଦରକାର୍ । ଏତେ କମ ଟଙ୍କାରେ କାମ ହେବ ନାହିଁ । ତେବେ ଏପରି କାମ ଖୋଲାଖୋଲି ଭାବରେ ଚାଲିଥିବା ସତ୍ତ୍ଵେ ମଧ୍ୟ ଏହାକୁ ବାରଣ କରିବାକୁ କେହି ନାହିଁ କି ପ୍ରଶାସନ ଏହା ଉପରେ କିଛି ପଦକ୍ଷେପ ଗ୍ରହଣ ମଧ୍ୟ କରୁ ନାହାଁନ୍ତି । ଏପରି କାମ ଚାଲିଥିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଦେଖା ଯାଉ ଏପରି କାମ ଉପରେ କେବେ ରୋକ୍ ଲଗା ଯାଉଛି ।

Leave a Reply

Your email address will not be published. Required fields are marked *