ଏକୁଟିଆ ପାଇ ମାଡ଼ାମଙ୍କୁ କୁଣ୍ଡେଇ ପକେଇଲେ ପ୍ରିନ୍ସିପାଲ୍।

ଅନ୍ୟକୁ କୁ କିଛି କଥା କରିବାକୁ କହିବା ପୂର୍ବରୁ ଆଗ ନିଜେ କରିବା ଆବଶ୍ୟକ। ଆମେ ଯଦି ଅନ୍ୟକୁ ସବୁବେଳେ ଦୋ-ଷ ଦେଉଥିବା କିନ୍ତୁ ଦେଖିଲା ବେଳକୁ ଆମେ ସେଇ ଭୁଲ କରିଥିବା ତେବେ ଆମ କଥା କେହି ଶୁଣିବେ ନାହିଁ। ସେଥିପାଇଁ କଥାରେ ଅଛି ଅନ୍ୟକୁ କହିବା ପୂର୍ବରୁ ନିଜେ ଥରେ କରିକି ଦେଖ।

କଟକ ଦୋଳଗୋବିନ୍ଦ ବଜ୍ରକିଶୋର ମହାବିଦ୍ୟାଳୟର ପ୍ରିନ୍ସିପାଲ୍ କଲେଜରେ ପିଲାଙ୍କ ମ-ଦ ପିଇବାକୁ ନେଇ ପାଟି କରୁଛନ୍ତି କିନ୍ତୁ ନିଜେ କଲେଜ ଭିତରେ ମ୍ୟାଡ଼ାମଙ୍କ ସହ ଖରାପ୍ ବ୍ୟବହାର କରି ମ-ଦ ପିଉଛନ୍ତି। ପ୍ରିନ୍ସିପାଲଙ୍କ ମ-ଦ ପିଇବା ଏବଂ ମ୍ୟାଡ଼ାମଙ୍କ ସହ ଅସଦାଚରଣର ଭିଡ଼ିଓ ଭାଇରାଲ ହେବା ପରେ କଲେଜର ଛାତ୍ରଛାତ୍ରୀ ମାନେ ପ୍ରିନ୍ସିପାଲଙ୍କ ବିରୁ-ଦ୍ଧରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ପାଇଁ କଲେଜରେ ତାଲା ପକାଇ ଦେଇଛନ୍ତି।

+୩ ଫାଇନାଲ ଇଅର୍ ରେ ପଢୁଥିବା ଜଣେ ଛାତ୍ର କହିଛନ୍ତି ସାର୍ ସବୁବେଳେ ଆମକୁ ଗା-ଳି କରନ୍ତି। କୁହନ୍ତି ଆମ ଜାଗାରୁ କୁଆଡେ କଲେଜ ନ-ଷ୍ଟ ହେଇ ଯାଉଛି। ୱେଲକମ୍ ରେ ସମସ୍ତଙ୍କ ଆଗରେ ଆମ ଡିପାର୍ଟମେଣ୍ଟକୁ ବଦ-ନାମ କରିବା ପାଇଁ ଆମେ କୁଆଡେ ମ-ଦ ପିଉଛୁ ବୋଲି କହିଥିଲେ କିନ୍ତୁ ନିଜେ କଲେଜ ଭିତରେ ମ୍ୟାଡ଼ାମଙ୍କ ସହ ଅନୈ-ତିକ ସ-ମ୍ପର୍କ ରଖୁଛନ୍ତି ଏବଂ ମଦ ପିଉଛନ୍ତି। ଯେ ପର୍ଯ୍ୟନ୍ତ ତାଙ୍କୁ ପୁରା ଏଜୁକେସନ ସିଷ୍ଟମ ରୁ ବାହାରକରି ଦିଆ ନ ଯାଇଛି ସେ ପର୍ଯ୍ୟନ୍ତ ଆମ କଲେଜ ବନ୍ଦ୍ ରହିବ।

ଦୋଳଗୋବିନ୍ଦ ବଜ୍ରକିଶୋର ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ରାଧାକାନ୍ତ ରାଉତ କହିଛନ୍ତି ସେ ଭିଡ଼ିଓରେ ଯୋଉ ମ୍ୟାଡ଼ାମ୍ ଅଛନ୍ତି ସେ ଆମ ଚିହ୍ନା ପାରିଚ। ସେ ମୋ ସ୍ତ୍ରୀଙ୍କ ସାନ ଭଉଣୀ। ସେ ଆମ ବନ୍ଧୁ ବାନ୍ଧବ ଭଳି ଆମ ଘର ଲୋକ ଏବଂ ତାଙ୍କ ଘର ଲୋକଙ୍କ ଭିତରେ ବହୁତ୍ ଭଲ ସ-ମ୍ପର୍କ ଅଛି। ଆମେ ଏମିତି ଥଟ୍ଟା ମଜା କରୁଥିଲୁ। ଆମ ଭିତରେ ସେମିତି କିଛି ସ-ମ୍ପର୍କ ନାହିଁ।

Leave a Reply

Your email address will not be published. Required fields are marked *