ଶାଶୁ ନିର୍ଦେଶରେ ବୋହୂ ସହିତ ମୁସଲମାନ ଗୁଣିଆ ୮୦ ଦିନ ଯାକ ଯାହା କଲା , ତାହା ଆପଣ ସ୍ୱପ୍ନରେ ବି ସୁଦ୍ଧା ଭାବି ପାରିବେ ନାହିଁ :-

ଆମ ସମାଜରେ ଜଣେ ଝିଅ ଯେତେବେଳେ ନିଜ ବାପ ଘର ଛାଡ଼ି ବିଭା ହୋଇ ଅନ୍ୟ ଘରକୁ ଯାଇଥାଏ ସେତେବେଳେ ତା ମନରେ ଗୋଟିଏ ଦ୍ଵନ୍ଦ ଆସିଥାଏ ଯେ ନିଜ ଶାଶୁ ଶ୍ୱଶୁର ତାକୁ କିପରି ରଖିବେ । କିନ୍ତୁ ସେଇ ଆଶା ଯଦି ତାର ଭାଙ୍ଗି ଯାଏ ତେବେ କେହିବି ଅନ୍ୟ ଘର ଉପରେ ଭରସା କରି ଆଉ ବିବାହ କରିବେ ନାହିଁ । ନିଜ ଶାଶୁ ପଣିଆର ସବୁ ସୀମା ଉଲଂଘନ କରିଛନ୍ତି ଜଣେ ମହିଳା ।

କ୍ରୋଧରେ ଏତେ ଜର୍ଜରିତ ହୋଇଯାଇଛନ୍ତି ଯେ ନିଜ ବୋହୂକୁ ମୁସଲମାନ ଗୁଣିଆ ସହିତ ଶାରୀ-ରିକ ସମ୍ପର୍କ ରଖିବାକୁ କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ରାଇବଣିଆ ଗ୍ରାମର ଅଟେ । ତେବେ ଘଟଣା ଅନୁଯାୟୀ ଜଳେଶ୍ବର ଥାନା ଅଞ୍ଚଳର ଯୁବତୀ ରାଇବଣିଆ ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ନୀଳମଣି ଜେନାଙ୍କୁ ୨୦୧୭ ମସିହା ଜୁନ ୨୨ ତାରିଖରେ ବିବାହ କରିଥିଲେ । ବିବାହର କେଇଟା ଦିନ ପରେ ପରିବାର ମଧ୍ୟରେ ଅସନ୍ତୋଷ ଦେଖା ଦେଲା । ଆଉ ଶାଶୁ ଘର ଲୋକେ ବୋହୂ ଉପରେ ଅତ୍ୟା-ଚାର କରିବା ଆରମ୍ଭ କରିଦେଲେ ।

ଆଉ ଏହି ପରିସ୍ଥିତିର ଫାଇଦା ଉଠାଇ ଶାଶୁ ନିଜ ବୋହୂ ସହ କିଛି ଏପରି କଲା ଯାହା ଅନ୍ୟ କେହି କରିବା ଆଗରୁ ଶହେ ଥର ଭାବିଥାନ୍ତେ । ଶାଶୁ କଖାଡ ଗ୍ରାମର ମୁସଲମାନ ଗୁଣିଆ ଶେଖ ତରାଫ ଉପରେ ବୋହୂକୁ ବିଶ୍ୱାସ କରାଇ , ଶାରୀ-ରିକ ସମ୍ପର୍କ ରଖିଲେ ପାରିବାରିକ କଳହ ଠିକ ହୋଇଯିବ ବୋଲି କହିଥିଲେ । ଆଉ ବୋହୂ ମଧ୍ୟ ବିଶ୍ୱାସ କରି ଯାଇଥିଲା । ଶାଶୁ ଆଗରେ ହିଁ ବୋହୂ ସହିତ ମୁସଲମାନ ଗୁଣିଆ ଶାରୀ-ରିକ ସମ୍ପର୍କ ରଖିଥିଲା ।

ଏହାର କିଛି ଦିନ ପରେ ପୁଣି ଚାକିରୀ ହୋଇ ଯାଇଥିବା କହି ମୁସଲମାନ ଗୁଣିଆ ସହାୟତାରେ ବୋହୂକୁ ଅପହ-ରଣ କରାଯାଇଥିଲା ଏବଂ ଏକ ବନ୍ଦ ଘର ଭିତରେ ଦୀର୍ଘ ୮୦ ଦିନ ଧରି ଶେଖ ତରାଫ ମହିଳାଙ୍କୁ ଦୁ-ଷ୍କ-ର୍ମ କରିଥିଲେ । ତେବେ ପରିବାର ଲୋକେ ଯେତେବେଳେ ପୋଲିସକୁ ଏସବୁ ବିଷୟରେ ଜଣାଇଲେ , ତାପରେ ଯାଇ ବୋହୂକୁ ଉଦ୍ଧାର କରାଗଲା । ମହିଳାଙ୍କ ଅଭି-ଯୋଗ ଅନୁଯାୟୀ ଜଳେଶ୍ବର ଥାନାରେ ଏହି ମାମଲାକୁ ନେଇ ଲିଖିତ ଅଭିଯୋଗ ହୋଇଛି । ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ପୋଲିସ ମଧ୍ୟ ଅଭିଯୋଗ ଆଧାରରେ ମାମଲାର ତ-ଦ-ନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *