ମାଆ ବେଶରେ ରା-କ୍ଷାଶୁ-ଣି:- ନିଜ ଜନ୍ମ କଲା ୩ ଛୁଆକୁ ହ-ତ୍ୟା କଲା ମାଆ, ଆଉ ତାପରେ…

ଦୁନିଆରେ ପିଲା ମାନଙ୍କୁ ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗ-ର୍ଭରେ ଧରି କେତେ କ-ଷ୍ଟ ଯ-ନ୍ତ୍ର-ଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆ-ତ୍ମହ-ରା ହୋଇପଡେ। ମାଆ ସର୍ବଦା ନିଜ ପିଲାର ମଙ୍ଗଳ ଚାହିଁଥାଏ। ନିଜେ ଦୁଃ-ଖ କ-ଷ୍ଟରେ ରହିଥିଲେ ମଧ୍ୟ ପିଲାର ସୁଖ ଚାହିଁ ଥାଏ।

ଆଜିର ମାନବ ସମାଜରେ ବାପା ମାଆ ହେଉଛନ୍ତି ଚଳନ୍ତି ଠାକୁର। ହେଲେ କିଛି କୁଳା-ଙ୍ଗର ସନ୍ତାନ ଚଳନ୍ତି ପ୍ରତିମୂର୍ତ୍ତି କୁ ଗୋଡ଼ରେ ଏଡେଇ ଦେଇ ନିଜ ସ୍ୱାର୍ଥ ସାଧନାରେ ଲି-ପ୍ତ ରହୁଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆଜି ଦୁନିଆ ଦେଖୁଛେ ଯଦି ଆମେ ତାଙ୍କର ବୃଦ୍ଧ ବୟସରେ ଯତ୍ନ ନ ନେବା ତେବେ ଏହାର ପରିମାଣ ପରବର୍ତ୍ତୀ ସମୟରେ ଅତି ଭ-ୟଙ୍କ-ର ହୋଇଥାଏ। ଶା-ସ୍ତ୍ର ରେ ଲେଖା ହୋଇଛି ପିତା ସ୍ଵର୍ଗ, ପିତା ପରମେଶ୍ଵର, ପିତା ହିଁ ପରମ ଧର୍ମ, ପିତାରେ ହିଁ ପରମ ସୁଖ। ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ସେ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ।

ମାଆ ନିଜ ଜନ୍ମ କଲା ଛୁଆକୁ ନିଜ ହାତରେ ହ-ତ୍ୟା କରିଛି। ତେବେ ଏଭଳି ସମ୍ବେଦନଶୀଳ ଘ-ଟ-ଣା ରାଜସ୍ଥାନର ବାଡମେଲ ଜିଲ୍ଲାରେ ଘ-ଟି-ଛି। ଶୋଇଥିବା ଅବସ୍ଥାରେ ମାଆ ନିଜର ତିନି ଝିଅଙ୍କୁ ଉଠେଇ ନେଇ ଘର ବାହାରେ ଥିବା କୂଅ ଭିତରକୁ ଫି-ଙ୍ଗି ଦେଇଥିଲା। ଏହାପରେ ମାଆ ନିଜେ ଆ-ତ୍ମହ-ତ୍ୟା କରିଥିବା ଜଣାପଡିଛି। ତେବେ ଏଭଳି ଘ-ଟ-ଣା ସେହି ଅଞ୍ଚଳରେ ଶୋକର କଳା ବାଦଲ ଖେଳେଇ ହୋଇ ଯାଇଛି।

ତେବେ ମିଳିଥିବା ସୂଚନା ଅନୁସାରେ, ବାୟତୁ ଥା-ନା ଅନ୍ତର୍ଗତ ଅକଦଡା ଗାଁର ଜସୀ ନାମକ ଜଣେ ମହିଳା ନିଜ ସ୍ୱାମୀ ଓ ତିନି ଝିଅଙ୍କ ସହ ରୁହନ୍ତି। ସ୍ୱାମୀ କୋସଲାରାମ ଓ ତିନି ଝିଅ ଜ୍ୟୋସ୍ନା, ମୋନିକା ଏବଂ ଦୀକ୍ଷା ଏକାଠି ଗୋଟିଏ ରୁମରେ ଶୋଇଥିଲେ। ତେବେ ରାତ୍ରି ଅଧରେ ମାଆ ଜସୀ ତିନି ଝିଅଙ୍କୁ ଉଠେଇ ନେଇ ଜଣେ ଜଣେ କରି ଘର ବାହାରେ ଥିବା କୂଅ ଭିତରକୁ ଫି-ଙ୍ଗି ଦେଇଥିଲା। ତେବେ ତିନି ଝିଅଙ୍କର କୂଅ ଭିତରେ ହିଁ ମୃ-ତ୍ୟୁବ-ରଣ କରିଥିଲେ। ଏହାପରେ ମାଆ ନିଜେ ରାସ୍ତାର ଆର ପାଶ୍ୱରେ ଥିବା କୂଅ ଭିତରୁ ଡେଇଁ ଆ-ତ୍ମହ-ତ୍ୟା କରିଥିଲେ।

ସକାଳୁ ସ୍ୱାମୀ ଉଠି ଯେତେବେଳେ ଖୋଜିବାକୁ ଲାଗିଲା ସେତେବେଳେ ସେ ଘର ପାଖରେ ଥିବା କୂଅ ଭିତରେ ତିନି ଝିଅଙ୍କର ମୃ-ତଦେ-ହ ଭାସୁ ଥିବାର ଦେଖିବାକୁ ପାଇଲା। ଏହାପରେ ସେ ତୁରନ୍ତ ପୋ-ଲି-ସକୁ ଯାଇ ଖବର ଦେଇଥିଲା। ପୋ-ଲି-ସ ଖୋ-ଜାଖୋ-ଜି କରିବା ସମୟରେ ଜସୀଙ୍କ ମୃ-ତଦେ-ହ ଅନ୍ୟ ଏକ କୂଅ ଭିତରେ ପାଇଥିଲେ। ବର୍ତ୍ତମାନ ପୋ-ଲି-ସ ଏହି ବିଷୟରେ ତ-ଦ-ନ୍ତ ଆରମ୍ଭ କରିଦେଇଛି। ତେବେ ଘରୋଇ ବି-ବା-ଦ କାରଣରୁ ଏଭଳି ଘ-ଟିଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *