ବସକୁ ଅଭରଟେକ କରିବା ସମୟରେ ମାଡ଼ିଗଲା ବସ । ୨୦ ଫୁଟ ତଳକୁ ଛିଟିକି ପଡ଼ିଲେ ନାବାଳକ ।

ସବୁଦିନ ଭଳି ଆଜିବି ସକାଳୁ ସକାଳୁ କାମ ସାରି ଦୁଇ ସାଙ୍ଗ ବାଇକ ଯୋଗେ ଘରକୁ ଫେରୁଥିଲେ । କିନ୍ତୁ କିଏବା ଜାଣିଥିଲା , ଆଜି ଏହି ସାଙ୍ଗ ସହିତ ବାଇକରେ ବସି ଘରକୁ ଫେରିବା ଶେଷ ଥର ହୋଇଯିବ ବୋଲି । ଦୁଇ ଜଣ ସାଙ୍ଗ ବାଇକରେ ଯାଉଥିବା ସମୟରେ ଏକ ବସକୁ ଅଭରଟେକ କରୁଥିବା ସମୟରେ ବସ ଚକା ତଳେ ବାଇକ ଖସି ଯାଇଥିଲା ।

ଆଉ ଚାହୁଁ ଚାହୁଁ ଜଣେ ସାଙ୍ଗର ମୁଣ୍ଡରୁ ଖପୁରୀ ବାହାରିବା ସହିତ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଘଟ-ଣାସ୍ଥଳରେ ହିଁ ଅକାଳରେ ଗୋଟିଏ ସାଙ୍ଗର ଜୀବନ ଚାଲିଗଲା । ଏହାସହିତ ଅନ୍ୟ ଜଣେ ସାଙ୍ଗ ମଧ୍ୟ ଗୁରୁ-ତର ହୋଇଥିବା ସୂଚନା ମିଳିଛି ।

ଏଭଳି ଏକ ଲୋମଟାଙ୍କୁରା ଦୁର୍ଘ-ଟଣା , କୋରାପୁଟ ଜିଲ୍ଲା କରପାଟ ଏନଏସୀ ଅନ୍ତର୍ଗତ କେନ୍ଦୁଗୁଡ଼ା ନିକଟରେ ଘଟି ଯାଇଛି । ଦୁଇସାଙ୍ଗ କୋରପାଟ ବଜାରରୁ କାମ ସାରି ଘରକୁ ଫେରୁଥିଲେ । ଦୁଇ ସାଙ୍ଗ କୋରପାଟ ବଜାରରୁ ଦ୍ରୁ-ତ ଗତିରେ ଗାଡ଼ି ଚଳାଇ ଜୟପୁର ଅଭିମୁଖେ ଯାଉଥିଲେ ।

ଦ୍ରୁତ ଗତିରେ ଗାଡ଼ି ଚଳାଇବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ଘରୋଇ ବସ ତଳକୁ ଖସି ଯାଇଥିଲା । ସେହି ବସ ଚକା ତଳେ ହିଁ ନାବାଳକର ଜୀବନ ଚାଲି ଯାଇଛି । ଘ-ଟଣା ଏତେ ଭ-ୟଙ୍କର ଥିଲା ଯେ ନାବାଳକ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ । ଘଟ-ଣାସ୍ଥଳରେ ପରିସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇ ଯାଇଛି ।

ଘଟ-ଣାର ତୁରନ୍ତ ପରେ ଉଭୟଙ୍କୁ ସଙ୍ଗେ ସଙ୍ଗେ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ କୋରପାଟ ବ୍ଲକ ଅନ୍ତର୍ଗତ ମୃ-ତ ଦେବେନ୍ଦ୍ର ଯାହାଙ୍କ ବୟସ ୧୭ ବର୍ଷ ଏବଂ ଆ-ହତ ମୀନ ଜାନି ଉଭୟେ ସକାଳୁ ସକାଳୁ ବାଇକରେ ଯାଉଥିବା ସମୟରେ ଏଭଳି ଏକ ଦୁଃ-ଖଦ ଘ-ଟଣା ଘଟି ଯାଇଛି । ଦୁର୍ଘ-ଟଣା ଯୋଗୁଁ ରାସ୍ତାର ଦୁଇ ପାଖରେ ଯାନ ବାହନ ଅଟକି ରହିଥିଲା । କୋଟପାଟ ଥା-ନା ପୋ-ଲିସ ବସ ଏବଂ ବାଇକ ଜ-ବତ କରି ଥା-ନାକୁ ଆଣିବା ସହିତ ମୃ-ତ୍ୟୁ ନାବାଳକଙ୍କ ଶ-ବ ଜ-ବତ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *