ସାଙ୍ଗକୁ ମା-ରି ସାଙ୍ଗର ସ୍ତ୍ରୀ ସହିତ କରୁଥିଲା ରୋ-ମାନ୍ସ । ସାଙ୍ଗକୁ ହ-ତ୍ୟା ପରେ ଏବେ ରିକ୍ରିଏସନ କରୁଛି ହ-ତ୍ୟାକା-ରୀ ।

ଆପଣ ମାନେ ଅନେକ ସାଙ୍ଗଙ୍କୁ ଦେଖିଥିବେ । ଯେଉଁମାନେ ନିଜ ସାଙ୍ଗ ପାଇଁ ଜୀବନବି ଦେଇ ପାରନ୍ତି । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଏଭଳି ଏକ ଘ-ଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଭାବିବେ ଯେ ସାଙ୍ଗ ହୋଇ ଏଭଳି ଜଣେ କିପରି କରିପାରେ । ଯିଏକି ସାଙ୍ଗର ସ୍ତ୍ରୀକୁ ପାଇବା ପାଇଁ ସାଙ୍ଗର ସ୍ତ୍ରୀକୁ ହିଁ ହ-ତ୍ୟା କରିଛି ।

ଭଲ ପାଇବାରେ କୌଣସି ସୀମା ନଥାଏ ସତ , କିନ୍ତୁ ଏଭଳି ଭଲ ପାଇବା ଯାହାକୁ ପାଇବା ପାଇଁ ନିଜ ସାଙ୍ଗକୁବି ଛାଡ଼ୁନାହିଁ । ଆଜ୍ଞା ହଁ , କ୍ରାଇମ ସ୍ପୋଟ୍ ରେ ରିକ୍ରିଏସନ କରୁଛି ହ-ତ୍ୟାକା-ରୀ । କିପରି ସାଙ୍ଗକୁ ତାର ପରିବାର ଲୋକଙ୍କ ଠାରୁ ଅଲଗା କଲା ଏବଂ ତାପରେ ତାକୁ ହ-ତ୍ୟା କଲା ।

ସାଙ୍ଗ ଶିବକୁ ତ-ଣ୍ଟି ଚି-ପି ହ-ତ୍ୟା କରିବା ପରେ ତା’ର ପରିବାର ଆଗରେ କୁମ୍ଭୀର କା-ନ୍ଦଣା ମଧ୍ୟ କାନ୍ଦିଲା । ବର୍ତ୍ତମାନ ହ-ତ୍ୟାକାରୀ ସାଙ୍ଗ କିଭଳି ହ-ତ୍ୟା କଲା ତାହାର ରିକ୍ରିଏସନ କରି ଦେଖାଉଛି । କେବଳ ସାଙ୍ଗର ସ୍ତ୍ରୀ ସହିତ ରୋ-ମାନ୍ସ କରିବା ପାଇଁ ଏଭଳି କରିଛି ଜଣେ ସାଙ୍ଗ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥା-ନା କେନ୍ଦୁଆ ଗ୍ରାମରେ ଏଭଳି କିଛି ଘ-ଟଣା ଦେଖିବାକୁ ମିଳିଛି ।

ଏସଡିପିଓଙ୍କ ସୂଚନା ଅନୁଯାୟୀ ଗତ ୧୦ ତାରିଖ ଦିନ କେନ୍ଦୁଆ ଗ୍ରାମର ବାସିନ୍ଦା ସବିତା ମହାନ୍ତଙ୍କ ସ୍ୱାମୀ ଶିବଶଙ୍କର ମହାନ୍ତଙ୍କୁ କେହି ଦୁ-ର୍ବୁତ୍ତ ହ-ତ୍ୟା କରିଥିବା ସୂଚନା ମିଳିଥିଲା । ଲିଖିତ ଅଭି-ଯୋଗ ପରେ ବାରିପଦା ସଦର ଥା-ନା ଅଧିକାରୀଣି ମଧୁସ୍ମିତା ମହାନ୍ତ ତ-ଦନ୍ତ ଆରମ୍ଭ କରିଥିଲେ ।

ଆଉ ତ-ଦନ୍ତ କରୁ କରୁ ଜଣା ପଡ଼ିଥିଲା ଯେ ୯ ତାରିଖ ଦିନ ଶିବଶଙ୍କର ଏବଂ ତାଙ୍କ ଝିଅ , ଭଣଜା ଏବଂ ତାଙ୍କ ସ୍ତ୍ରୀ ପାଖ ଗାଁକୁ ଡାବୁର ନାଚ ଦେଖିବାକୁ ଯାଇଥିଲେ । ପରଦିନ ସକାଳୁ ନିର୍ଜନ ସ୍ଥାନରୁ ଶିବଶଙ୍କର ମୃ-ତ ଦେହ ଉ-ଦ୍ଧାର ହୋଇଥିଲା । ପରେ ଜାଣିବାକୁ ମିଳିଥିଲା ଯେ ଶିବ ଶଙ୍କରଙ୍କର ସାଙ୍ଗ ଶୁଶୀଲ ମାଝୀ ଏଭଳି ହ-ତ୍ୟା କରିଥିବା ଜଣା ପଡ଼ିଛି ।

ସୂଚନା ମିଳିଛି ଯେ ସବିତା ମହାନ୍ତଙ୍କୁ ତାଙ୍କ ସ୍ୱାମୀ ମ-ଦ ପିଇ ପି-ଟୁଥିଲେ । ଯେଉଁ କାରଣରୁ ସବିତାଙ୍କର ନିଜ ସ୍ୱାମୀଙ୍କୁ ନେଇ ବିତୃଷ୍ଣା ଭାବ ଜାଗ୍ରତ ହୋଇଥିଲା । ଏପଟେ ସାଙ୍ଗ ସୁଶୀଲ ଶିବଙ୍କ ସ୍ତ୍ରୀ ସବିତାଙ୍କୁ ଭଲ ପାଉଥିଲା ଯେଉଁଥିରେ କଣ୍ଟା ସାଜିଥିଲା ସାଙ୍ଗ ଶିବ । ସେହି କାରଣରୁ ହ-ତ୍ୟା କରିଥିଲା ସୁଶୀଲ । ବର୍ତ୍ତମାନ ଏହି ମାମ-ଲାକୁ ନେଇ ତ-ଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *