ପତ୍ନୀ ସାନ ଭାଇର ଅଧିକ ଯତ୍ନ ନେଉଥିଲେ, ସ୍ୱାମୀ ସ-ନ୍ଦେହ କରି ଏମିତି କିଛି ଦୁର୍ନୀ-ତିକର କାମ କରିଦେଲେ।

ସନ୍ଦେହ ଏବଂ ମ-ଦ୍ୟପା-ନର ଅଭ୍ୟାସ ଗୋଟେ ମଣିଷ ପାଇଁ ଅତ୍ୟନ୍ତ ବି-ପଦ ଜ-ନକ। ମ-ଦ୍ୟପା-ନ କରୁଥିବା ବ୍ୟକ୍ତି ଚେ-ତା ରେ ଥାଇ ମଧ୍ୟ ସବୁବେଳେ ଚେ-ତାଶୂ-ନ୍ୟ। ସେ ଭଲ କଣ ଖରାପ କଣ କିଛି ବୁଝିପାରେ ନାହିଁ। ମ-ଦ୍ୟପା-ନ ପରି ସ-ନ୍ଦେହ ମଧ୍ୟ ମଣିଷର ସବୁଠାରୁ ବଡ଼ ଶ-ତ୍ରୁ। ଏମିତି ଏକ ଘ-ଟଣା ଗାଜିଆବାଦ ଜିଲ୍ଲାରେ ଘ-ଟିଛି। ଏଠାରେ ଜଣେ ସ୍ୱାମୀ ସାନଭାଇଙ୍କ ସହ ପ୍ରେ-ମ ସ-ମ୍ପର୍କ ଥିବା ସନ୍ଦେ-ହରେ ନିଜ ପ-ତ୍ନୀଙ୍କୁ ହ-ତ୍ୟା କରିଛନ୍ତି।

ଏହି ମାମ-ଲା ମୁସୁରୀ ପୋ-ଲିସ୍ ଷ୍ଟେ-ସନ ଅଞ୍ଚଳର ମିସାଲଗରୀର। ଏଠାରେ ରହୁଥିବା ୨୪ ବର୍ଷିୟ ନବ ବିବାହିତ ଟିନାଙ୍କୁ ସୋମବାର ଭୋର ୪ ଟା ବେଳେ ସ୍ୱାମୀ ଗୌରବ ହ-ତ୍ୟା କରିଦେଲେ। ଗୌରବ ଏନ୍ଏଚ-୯ ରେ ଅବସ୍ଥିତ ଏକେଜି ଇଞ୍ଜିନିୟରିଂ କଲେଜ ସାମ୍ନାରେ ଥିବା କୃଷ୍ଣମ ନାମକ ଏକ କାଫେ ଚଳାନ୍ତି। ଡିସେମ୍ବର ୨୦୨୧ ରେ ସେ ଟିନାଙ୍କୁ ବିବାହ କରିଥିଲେ।

ଗୌରବଙ୍କ କହିବା ଅନୁସାରେ ଟିନା ତାଙ୍କୁ ଭଲ ପାଉ ନଥିଲେ। ବରଂ ସେ ନିଜ ସାନଭାଇଙ୍କର ଟିକେ ଅଧିକ ଯତ୍ନ ନିଅନ୍ତି ସେଥିପାଇଁ ଗୌରବ ସ-ନ୍ଦେହ କରନ୍ତି ଯେ ଉଭୟଙ୍କ ଭିତରେ ପ୍ରେମ ସମ୍ପ-ର୍କ ଅଛି। କିନ୍ତୁ ଗୌରବଙ୍କ ପାଖରେ a ବିଷୟରେ କିଛିବି ପ୍ରମାଣ ନଥିଲା। ଗୌରବ ସବୁବେଳେ ମ-ଦ୍ୟପା-ନ କରନ୍ତି ସେଥିପାଇଁ ଟିନା ଗୌରବଙ୍କ ମ-ଦ୍ୟପା-ନକୁ ପସନ୍ଦ କରୁନଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ସବୁବେଳେ ଝ-ଗଡା ହୁଏ।

ଗୌରବ ଟିନା ଠାରୁ ଅଲଗା ହେବାକୁ ଚାହୁଁଥିଲେ। ସେଥିପାଇଁ ସେ ଦୁଇ ଦିନ ପୂର୍ବରୁ ସ୍ତ୍ରୀ ଉପରେ ରା-ଗି ଘର ଛାଡ଼ି ଜୟପୁର ପାଲେଇଥିଲେ। କିନ୍ତୁ ରବିବାର ଦିନ ତାଙ୍କ ପରିବାର ତାଙ୍କୁ ବୁଝେଇ ପୁଣି ଘରକୁ ଫେରାଇ ଆଣିଲେ।ସେଦିନ ରାତିରେ ସେ ପୁଣି ମ-ଦ ପିଇ ଘରକୁ ଫେରିଲେ। ସେ ଭାବିଲେ ଯେ ଟିନା ବଞ୍ଚି ଥିବା ଯାଏ ସେ ତା ଠାରୁ ଅଲଗା ହୋଇପାରିବେ ନାହିଁ ଟିନାକୁ ସେଥିପାଇଁ ସେ ଟିନାକୁ ମା-ରିବାକୁ ଯୋଜନା କଲେ।

ସୋମବାର ସକାଳ ପ୍ରାୟ ୪ ଟାରେ ଗୌରବ ଉଠିଲେ। ଟିନା ସେତେବେଳେ ଶୋଇଥିଲା। ଗୌରବ ପ୍ରଥମେ ଗୋଟେ ବେସବଲ୍ ବ୍ୟାଟ୍ ଦ୍ଵାରା ଟିନାର ମୁଣ୍ଡକୁ ପି-ଟି ମୁଣ୍ତ ଫ-ଟେଇଦେଲେ। ତା’ପରେ ସେ ଗୋଟେ ଓଢ଼ନି ନେଇ ଟିନାର ଗ-ଳା ଚି-ପି ହ-ତ୍ୟା କରିଦେଲେ। ପତ୍ନୀଙ୍କୁ ହ-ତ୍ୟା କରିବା ପରେ ସେ ପାଞ୍ଚଟା ବେଳେ ଘରୁ କୁଆଡେ ପଳେ-ଇଗଲା। ତା’ପରେ ଅପରାହ୍ନ ୫.୩୦ ସମୟରେ ଗୋବିନ୍ଦପୁରମ୍ ପାର୍କରେ ର-କ୍ତ ଜୁ-ଡୁବୁ-ଡୁ ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଲା। ଜଣେ ପରିଚିତ ତାଙ୍କୁ ପାର୍କରେ ଦେଖିଲେ।

ରାତି ପ୍ରାୟ ୬ ଟା ବେଳେ ଗୌରବଙ୍କ ପରିବାରଲୋକ ଘରେ ତାଲା ପକେଇ କୁଆଡେ ପଳେଇଲେ। ପୋ-ଲିସ ପ୍ରାୟ ରାତି ୭ ଟା ବେଳେ ଗୌରବଙ୍କ ଘରେ ପହଞ୍ଚିଥିଲା। କିଛି ସମୟ ପରେ ପୋ-ଲିସ ଗୌରରବଙ୍କୁ ଧ-ରିଲା। ଯେତେବେଳେ ତାଙ୍କର ମ-ଦ୍ୟପା-ନ ନି-ଶା କମିଲା, ସେତେବେଳେ ସେ ନିଜ ଅପ-ରାଧ ସ୍ୱୀ-କାର କରିଥିଲେ। ଏହା ସହିତ ପତ୍ନୀଙ୍କର ଅନ୍ୟ କାହା ସହିତ ସ-ମ୍ପର୍କ ଥିଲା ବୋଲି ସେ ସ-ନ୍ଦେହ କରି ପତ୍ନୀଙ୍କୁ ହ-ତ୍ୟା କରିଦେଲେ ବୋଲି ସେ ପୋ-ଲିସକୁ କହିଥିଲେ।

Leave a Reply

Your email address will not be published. Required fields are marked *