ବରକୁ ଠିକ ସମୟରେ ଖାଇବା ନମିଳିବାରୁ, ବିବାହ ମଣ୍ଡପ ଛାଡି ରାର ରାତି ଫେରାର ବର :-
ବିହାରର ପୁର୍ନିଆ ଜିଲ୍ଲାରୁ ଏକ ଅଦ୍ଭୁତ ଖବର ଆସିଛି । ଏଠାରେ ବରଯାତ୍ରୀ ନେଇ ବର ନିଜ ପରିବାର ସଦସ୍ୟଙ୍କ ସହିତ କନିଆଙ୍କ ଦ୍ଵାରରେ ପହଞ୍ଚିଥିଲେ ଏବଂ ଖାଦ୍ୟ ବିଳମ୍ବରେ ମିଳିବାରୁ ତାଙ୍କ ପରିବାର ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । …
Read More