
ସସ୍ମିତାଙ୍କ ପରେ ବର୍ତ୍ତମାନ ସୁବାସ । ଭିନ୍ନକ୍ଷମ ହୋଇବି ସୁଦ୍ଧା ଗାଉଛନ୍ତି ଏତେ ସୁନ୍ଦର ଗୀତ । ଯାହା ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ ।
ନିକଟରେ ଜଣେ ଗରିବ ମହିଳା ସସ୍ମିତା ଯିଏକି ଲିଙ୍ଗରାଜ ମନ୍ଦିରରେ ଭିକ ମାଗୁ ମାଗୁ ନିଜ ପ୍ରତିଭା କାରଣରୁ ଲୋକ ଲୋଚନକୁ ଆସି ପାରିଥିଲେ । ସେହିଭଳି ଆଉ ଜଣେ ବ୍ୟକ୍ତି ମଧ୍ୟ ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । …
Read More