ଚଳନ୍ତା SUV ରେ ଡ୍ରାଇଭର ସହ ରୋ-ମାନ୍ସ କଲେ ମହିଳା ଆଉ ତାପରେ….

ଚଳନ୍ତା ଗାଡିରେ ଅଶୀଳ କାର୍ଯ୍ୟକଳାପ ହେତୁ ଏକ ଏସୟୁଭି ଦୁର୍ଘ-ଟଣାର ସମ୍ମୁଖୀନ ହୋଇଥିଲା । ଜଣେ ପୁରୁଷ କାର୍ ଚଳାଉଥିଲେ ଏବଂ ଜଣେ ମହିଳା ତାଙ୍କ ପାଖରେ ଥିବା ସିଟରେ ବସିଥିଲେ । ହଠାତ୍ ମହିଳା ଜଣକ ପୁରୁଷ ଡ୍ରାଇଭରଙ୍କ ସହ ଅଶୀଳ କାର୍ଯ୍ୟ କରିବା ଆରମ୍ଭ କଲେ ଯେଉଁଥିପାଇଁ ଡ୍ରାଇଭର ତାଙ୍କ ଭାରସାମ୍ୟ ହରାଇବସିଲେ ଏବଂ ଏକ ଟ୍ରକ୍ ସହିତ SUV ଧ-କ୍କା ହେଲା । ଆଗରୁ ଆସୁଥିବା ଏକ ଟ୍ରକ ସହିତ SUV ମୁହାଁମୁହିଁ ଧକ୍କା ହୋଇଥିଲା ।

Local10.com ର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଟି ହେଉଛି ଆମେରିକାର । ଏଠାରେ North Ocean Boulevard ଏକ ରାସ୍ତା ଦେଇ SUV ଯାଉଥିଲା । ଏଥିରେ ଦୁଇଜଣ ଲୋକ ଥିଲେ । ଜଣେ ପୁରୁଷ ଏବଂ ଜଣେ ମହିଳା । ଅଧିକାରୀମାନେ କହିଛନ୍ତି ଯେ ଯାତ୍ରା ସମୟରେ ମହିଳା ଜଣଙ୍କ ପୁରୁଷଙ୍କ ସହ ସେକ୍ସ ଆକ୍ଟ କରିବା ଆରମ୍ଭ କରିଥିଲେ । ଏହି ସମୟରେ ଦୁର୍ଘ-ଟଣାଟି ଘଟିଥିଲା ।

ଆଗରୁ ଆସୁଥିବା FedEx ଟ୍ରକରେ ମଧ୍ୟ ଦୁଇଜଣ ଲୋକ ମଧ୍ୟ ଥିଲେ । ଦୁର୍ଘ-ଟଣା ହେତୁ ଟ୍ରକରେ ବସିଥିବା ଉଭୟ ଲୋକ ସାମାନ୍ୟ ଆହତ ହୋଇଥିଲେ । ରିପୋର୍ଟ ଅନୁଯାୟୀ ଏସୟୁଭିରେ ବସିଥିବା ବ୍ୟକ୍ତି ଜଣଙ୍କର ପ୍ରାଇଭେଟ୍ ପାର୍ଟ ଆହତ ହୋଇଥିଲା ।

ଦୁର୍ଘଟଣା ପରେ SUV ରେ ବସିଥିବା ଉଭୟ ଲୋକ ଅର୍ଦ୍ଧ ନଗ୍ନ ଅବସ୍ଥାରେ ରାସ୍ତାରେ ପଡ଼ିଥିବାର ନଜର ଆସିଥିଲେ । ଦୁର୍ଘଟଣା ପରେ ପୋଲିସ ଏହି ଦୁଇଜଣଙ୍କୁ ସାହାଯ୍ୟ କରୁଥିବା ଦେଖାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ କାହା ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ ।

ଦୁର୍ଘଟଣାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ଦେଖି ଜଣାପଡୁଛି ଯେ ଉଭୟ ଯାନର ବହୁ କ୍ଷୟକ୍ଷତି ହୋଇଛି । SUV ର ଆଗ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।ଏଥିସହିତ FedEx ଟ୍ରକର ଆଗ ଭାଗ ମଧ୍ୟ କ୍ଷତି ହୋଇଛି । ଫଟୋରୁ ଜଣା ପଡୁଛି ଯେ ଟ୍ରକର ଏୟାରବ୍ୟାଗ ମଧ୍ୟ ଖୋଲି ଯାଇଛି ।

ତେବେ ଦୁର୍ଘ-ଟଣା ସମୟରେ ଉଭୟ ଗାଡି କେଉଁ ବେଗରେ ଥିଲେ ତାହାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *