ଟ୍ରାଫିକ ନି-ୟ-ମ ଭା-ଙ୍ଗି ଓଲଟା ନାଲିଆଖି ଦେଖାଇଲେ ପୋଲିସକୁ । କହିଲେ ” ମୋ ବାପା କିଏ ଜାଣିଛ ? ” :-

ଦେଶରେ ନିୟମ ଜଣେ ସାଧାରଣ ଲୋକ ପାଇଁ ଯାହା ଜଣେ ଉଚ୍ଚ ପ୍ରତିଷ୍ଠିତ ବ୍ୟକ୍ତି ପାଇଁ ମଧ୍ୟ ତାହା ହୋଇଥାଏ । ଜଣେ ବିଧାୟକ ହେଲେ ବି ତାଙ୍କ ପରିବାରର ସବୁ ଲୋକଙ୍କ ପାଇଁ ସମାନ ନିୟମ ରହିଛି । କିନ୍ତୁ ଆଜିକାଲିର ଯୁବ ସମାଜ ନିଜ ବାପା ମାଙ୍କ ଲୋକପ୍ରିୟତାକୁ ନେଇ ଫାଇଦା ଉଠାଉଛନ୍ତି । ଯାହାର ଏକ ଭିଜୁଆଲ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଠି ଜଣେ ଯୁବତୀ ନିଜ ବାପାଙ୍କ ନାମ ନେଇ ପୋ-ଲି-ସକୁ ମଧ୍ୟ ଧ-ମକାଉଛନ୍ତି । ତେବେ ପୁରା ଘ-ଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି ଯାହାକି ଏକ ଟ୍ରାଫିକ ପାଖରେ ଅଟେ । ଭିଡ଼ିଓରେ ଦେଖି ପାରୁଥିବା ଭଳି ଜଣେ ଯୁବତୀ ଟ୍ରାଫିକ ନି-ୟ-ମ ଭା-ଙ୍ଗି ଥିବାରୁ ଟ୍ରାଫିକ ପୋ-ଲି-ସ ତାଙ୍କୁ ଅଟକ ରଖି ୱାରନିଂ ଦେଉଥିବା ଦେଖିବାକୁ ମିଳିଛି । କିନ୍ତୁ ପ୍ରତିଉତ୍ତରରେ ଯୁବତୀ ଜଣକ ଟ୍ରାଫିକ ପୋ-ଲି-ସକୁ ଧ-ମ-କ ଦେଉଥିବା ଦେଖାଯାଇଛି । ଯୁବତୀ ଜଣକ ନିଜ ବାପାଙ୍କ ନାମ ନେଇ ପୋ-ଲି-ସକୁ ଧ-ମକାଉଥିବା ଦେଖାଯାଇଛି । ଯୁବତୀଙ୍କ ବାପା ଜଣେ ବିଧାୟକ ଯାହାଦ୍ୱାରା ସେ ଭାବୁଛନ୍ତି ଯେ ତାଙ୍କ ପାଇଁ ନି-ୟ-ମ ଅଲଗା ।

ସୂଚନା ଅନୁଯାୟୀ ଶାସକ ଦଳର ବିଧାୟକ ଅରବିନ୍ଦ ଲିମ୍ବାଭାଲିଙ୍କ ଝିଅ ଟ୍ରାଫିକ ନି-ୟ-ମ ଭା-ଙ୍ଗିଥିବାରୁ ଧ-ରା ପଡ଼ିଥିଲେ । ଏହାପରେ ଯୁବତୀ ଜଣକ ପୋ-ଲି-ସକୁ କହିଥିଲେ ଯେ ” ମୁଁ କିଏ ଜାଣିଛ , ମୋ ବାପା କିଏ ଜାଣିଛ ? ମୁଁ ଜଣେ ବିଧାୟକଙ୍କ ଝିଅ , ମୋ ବାପା ଅରବିନ୍ଦ ଲିମ୍ବାଭାଲି ” । ତେବେ ପ୍ରଥମତଃ ସେ ଟ୍ରାଫିକ ନି-ୟ-ମ ଭା-ଙ୍ଗିଥିଲେ । ଆଉ ଧ-ରା ପଡ଼ିବା ପରେ ପୋ-ଲି-ସକୁ ଖରାପ ବ୍ୟବହାର ଦେଖାଇ ଥିଲେ । ପୁଣି ସେତିକି ନୁହେଁ ସେଠାରେ ଭିଡ଼ିଓ ବନାଉଥିବା ଜଣେ ଯୁବକଙ୍କୁ ଚା-ପୁ-ଡ଼ା ମଧ୍ୟ ମା-ରିଥିଲେ ଏହି ଯୁବତୀ

ପୋ-ଲି-ସ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ଦୁ-ର୍ବ୍ୟବ-ହାର କରିବା ସହିତ ନାଲିଆଖି ଦେଖାଇଥିଲେ ଏହି ଯୁବତୀ । ଏହି କାରଣରୁ ବର୍ତ୍ତମାନ ଦେଶ ବ୍ୟାପି ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦଙ୍କ ଝିଅ । ତାଙ୍କ ଭିଡ଼ିଓ ବନାଉଥିବା ଲୋକଙ୍କୁ ମଧ୍ୟ ସେ ଧ-ମ-କ ଦେଇଥିଲେ । ତେବେ ବର୍ତ୍ତମାନ ଏହି ଭିଡ଼ିଓ ଭାଇରଲ ହେବାପରେ ବିଧାୟକ ବର୍ତ୍ତମାନ ଚାରିଆଡୁ ସମାଲୋଚନାର ଶି-କା-ର ହୋଇଛନ୍ତି । ନିଜ ଝିଅର ଏପରି କାର-ନାମା କାରଣରୁ ବର୍ତ୍ତମାନ ବିଜେପି ବିଧାୟକ ଲିମ୍ବାଭାଲି ଅଡ଼ୁଆରେ ପଡ଼ିଛନ୍ତି । ଆଉ ଝିଅର ଭୁଲ ପାଇଁ ବିଧାୟକ ପୋ-ଲି-ସ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭୁଲ ମଧ୍ୟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *