ସାଇଟ ରୁମକୁ ଡାକି ଛାତ୍ରୀଙ୍କ ଦେହରେ ହାତ ମାରୁଥିଲା ଟିଉସନ ସାର….

ବର୍ତ୍ତମାନ ସମୟରେ କୌଣସି ମଣିଷ ଉପରେ ବି ଭରସା କରିବା ଆଦୌ ଉଚିତ ନୁହେଁ । ପୁଣି ଆଜିକାଲି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଏପରି କାର-ନାମା କରୁଛନ୍ତି ତାହା ବିଶ୍ୱାସ ମଧ୍ୟ କରିହୁଏ ନାହିଁ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ବେନାମୀ ଚିଠି ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଟିଉସନ ମାଷ୍ଟର ନାମରେ ସଙ୍ଗୀନ ଅଭି-ଯୋଗ ରହିଛି । ଅଭି-ଯୋଗ ଅନୁଯାୟୀ ଟିଉସନ ସାର କୁଆଡ଼େ ଟିଉସନକୁ ଆସୁଥିବା ସବୁ ଝିଅଙ୍କୁ ସାଇଟ ରୁମକୁ ଡାକି ଯୌ-ନ ଶୋଷଣ କରନ୍ତି । ତେବେ ଏହି ଘ-ଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘ-ଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବିଡିପୁରର ଅଟେ । ତେବେ ସେହି ଅଞ୍ଚଳର ଦେବସ୍ଥାନ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଟିଉସନରେ ଯୌ-ନ ଶୋଷଣ କରୁଥିବା ନେଇ ଏକ ଚିଠି ସୋସିଆଲ ମିଡିଆରେ ଘୁରିବୁଲୁଛି । ଯେଉଁଠି ଲେଖା ଯାଇଛି ଯେ କଲେଜର ଇତିହାସ ଅଧ୍ୟାପକ ବେଲଗୁଣ୍ଠାରେ ଏକ କୋଚିଂ ସେଣ୍ଟର ଖୋଲି ସେଠାକୁ ସବୁ କଲେଜ ଛାତ୍ର ଛାତ୍ରୀଙ୍କୁ ଆସିବାକୁ ବାଧ୍ୟ କରୁଥିଲେ । ଆଉ ଯଦି କେହି ଆସିବାକୁ ବାରଣ କରେ ତେବେ ତାକୁ ଧ-ମକ ଦେବା ସହିତ ପରୀକ୍ଷାରେ ମାର୍କ ନଦେବା ଭଳି ଧ-ମକ ମଧ୍ୟ ଦେଉଥିଲା ।

ତେବେ ସେହି ଚିଠି ଲେଖିଥିବା ଅଜ୍ଞାତ ମଣିଷ ନିଜର ପରିଚୟକୁ ଗୁ-ପ୍ତ ରଖି କେବଳ ଗ୍ରାମର ନାମ ଲେଖି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଚିଠିରେ ଏହା ଲିଖିତ ଅଛି ଯେ ସେହି କୋଚିଂ ସେଣ୍ଟରରେ ତିନୋଟି କୋଠରୀ ଅଛି । ତାମଧ୍ୟରୁ ଏକ ଛୋଟ କୋଠରୀକୁ ଟିଉସନ ସାର ଝିଅ ମାନଙ୍କୁ ଡାକି ଦୁ-ଷ୍କ-ର୍ମ କରୁଥିଲେ । କାହାକୁ ମାର୍କ ଦେବା ଲୋଭରେ ତ କାହାକୁ ଡ-ରାଇ , ପୁଣି କାହାକୁ ବ୍ଲା-କମେ-ଲ କରି । ଏଭଳି ଶୋଷଣର ଶି-କାର ହୋଇ ଛାତ୍ରୀ ମାନେ ନିଜର ସମ୍ମାନ ହରାଇବା ଭୟରେ କାହାକୁବି କହନ୍ତି ନାହିଁ

କିନ୍ତୁ ହଠାତ ସୋସିଆଲ ମିଡିଆରେ ଏହି ଚିଠି ଭାଇରଲ ହେବାପରେ ବର୍ତ୍ତମାନ ଅଧ୍ୟାପକ ଜଣକ ଅସ୍ବୀ-କାର କରିବା ସହିତ ତାଙ୍କୁ ବଦ-ନାମ କରିବାକୁ ଏପରି କେହି କରିଥିବା କହିଛନ୍ତି । ପୁଣି ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷ ରମଣୀ ରଞ୍ଜନ ମିଶ୍ରଙ୍କୁ ପଚାରିବା ପରେ ସେ ଘ-ଟଣା ସମ୍ବ-ନ୍ଧରେ ଅ-ନୁସ-ନ୍ଧାନ କରିବାକୁ ପ୍ରତିଶୃତି ଦେବା ସହିତ ଅଧ୍ୟାପକ ଜଣକୁ ମନା କରିବା ସତ୍ତ୍ୱେ ସେ କାହିଁକି ଟିଉସନ କରୁଛନ୍ତି ତାହା ମଧ୍ୟ କହିଥିଲେ ।

ଏହାକୁ ନେଇ ସେ ଆଗକୁ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବେ ବୋଲି ମଧ୍ୟ କହିଛନ୍ତି । ବର୍ତ୍ତମାନ ପୋ-ଲି-ସ ମାମ-ଲାର ତ-ଦ-ନ୍ତ ପରେ ଯାଇ ଜଣା ପଡ଼ିବ ଯେ ଏହି ଅନାମିକା ଚିଠି ପଛରେ କେତେ ସତ୍ୟତା ରହିଛି ।

Leave a Reply

Your email address will not be published. Required fields are marked *