ଝିଅକୁ ମଣିଷ କଲା ବାପ , କିନ୍ତୁ ଝିଅର ନିଷ୍ପତ୍ତି ବାପାଙ୍କ ମୁଣ୍ଡ ନୁଆଁଇ ଦେଲା :-

ଖୁବ ଆଦରରେ ବାପା ମା ନିଜର ସନ୍ତାନ ମାନଙ୍କୁ ବଢ଼ାଇ , ପାଠ ପଢ଼ାଇ ମଣିଷ କରିଥାନ୍ତି । ଆଉ ଝିଅ ପୁଅ ବଡ଼ ହେବା ପରେ କଣ ବାପା ମାଙ୍କର ତାଙ୍କ ଉପରେ ଅଧିକାର ରହେନାହିଁ ? ଆମେ ଏହା କହିବାର ଯଥାର୍ଥ ଏହା ଯେ , ହୋଇପାରେ ଝିଅ ପୁଅ ଏକ ପରିପକ୍ଵ ବୟସରେ ପହଞ୍ଚି ଥାଆନ୍ତି ଯେଉଁଠି ସେମାନେ ନିଜ ନିଷ୍ପତ୍ତି ନିଜେ ନେବାକୁ ସକ୍ଷମ ହୋଇ ଯାଆନ୍ତି । ଆଜିକା ସମୟରେ ଯୁବକ ଯୁବତୀଙ୍କର ବାପା ମାଙ୍କୁ ବୁଝାଇବାର ଧୌ-ର୍ଯ୍ୟ ନାହିଁ । କିନ୍ତୁ ଏହାବି ନୁହେଁ ଯେ ସେମାନଙ୍କୁ ସବୁ ଖରାପ ଭଲ ଜଣା କିମ୍ବା ବାପା ମାଙ୍କର ପରାମର୍ଶ ନେଇ ପାରିବେନି । ଏହିଭଳି ଜଣେ ଝିଅର କାର-ନାମା ନିଜ ବାପାକୁ ଥା-ନା କାଠଗଡ଼ା ମଧ୍ୟକୁ ଟାଣି ଆଣିଛି । ଏପରି ସମୟରେ ସେହି ବାପର ବେଦନାକୁ ଝିଅ ଜାଣିଶୁଣି ଆଖି ବନ୍ଦ କରି ଅଣଦେଖା କରୁଛି ।

ତେବେ ଆପଣ ମାନେ ଜାଣିଥିବେ ଯେ ଗତ କିଛିଦିନ ତଳେ ଭୁବନେଶ୍ୱର ଏୟାରପୋର୍ଟରେ ଦୁଇ ପ୍ରେମୀଯୁଗଳଙ୍କୁ ପୋ-ଲି-ସ ଉଠାଇ ନେଇଥିଲା । ପ୍ରେମିକ ପୋ-ଲି-ସ ଷ୍ଟେ-ସ-ନକୁ କଲ କରି ସୁର-କ୍ଷା ଆବଶ୍ୟକ ଥିବା କହିଥିଲେ । ନିଜ ଜୀବନକୁ ବି-ପ-ଦ ଥିବା କହିଥିଲେ ଏହି ପ୍ରେମୀ ଯୁଗଳ । ଏହାପରେ ବାପା ଥା-ନାକୁ ଆସିଥିଲେ । ସେ କେବେ ଭାବି ନଥିଲେ ଯେ ତାଙ୍କ ଝିଅ ଦିନେ ତାଙ୍କୁ ଏଭଳି ଦିନ ଦେଖାଇବ ବୋଲି । ଅନ୍ୟପଟେ ପୋ-ଲି-ସ ଏବଂ ପୁଅର ବାପା ମା ମଧ୍ୟ ଆସି ପହଞ୍ଚିଛନ୍ତି । ଯୁବତୀଙ୍କ ଜିଦ ଯେ ସେହି ଯୁବକଙ୍କୁ ହିଁ ବିବାହ କରିବେ ।

ଝିଅର ଏହି ନିଷ୍ପତ୍ତି ବାପା ଦୁଃ-ଖି-ତ ହୋଇ ନିଜ ମନର ବେଦନା ପ୍ରକାଶ କରିଛନ୍ତି । ତାଙ୍କ ଅନୁଯାୟୀ ” ଝିଅର ନିଜର ନିଷ୍ପତ୍ତି ନେବାର ବୟସ ହୋଇ ଗଲାଣି । ସେ ଯାହା ନିଷ୍ପତ୍ତି ନେଇଛି ତାହା କରୁ । ଝିଅ ଜନ୍ମ କରି ବଡ଼ ଭୁଲ ହୋଇଗଲା । ” ରାଜଧାନୀର ଏହି ଘଟଣା ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ଏକ ପ୍ରଥା ରହି ଆସିଛି ଯେଉଁଥିରେ ଝିଅ ଜନ୍ମ କେବଳ ପରଘରକୁ ବୋଲି କୁହାଯାଇଛି । କିନ୍ତୁ ଆଜିକା ସମୟରେ ଲୋକେ ଏହି ଚିନ୍ତାଧାରାକୁ ବଦଳାଉଛନ୍ତି । କିନ୍ତୁ ତଥାପି ଝିଅଟିଏ ଯଦି ବାପା ମାଙ୍କ ନିଷ୍ପତ୍ତି ବାହାରକୁ ଚାଲିଯାଏ ତେବେ ତେବେ ବାପାଟିଏ ଲ-ଜ୍ଜାବୋ-ଧ କରୁଛି ।

ଝିଅଟିଏ ବାପାର ମନକୁ ବୁଝି ପାରୁନାହିଁ । ଆଉ ନିଜ ନିଷ୍ପତ୍ତିରେ ବାପକୁ ବଳି ପକାଇ ଦେଉଛି । ଆଜିକାଲିକା ସମାଜରେ ଯୁବ ସମାଜ ଯେଉଁ ବୟସରେ କ୍ୟାରିଅର ଗଢ଼ିବା କଥା ସେହି ସମୟରେ ପ୍ରେମ ପାଇଁ ଭୁଲ ନିଷ୍ପତ୍ତି ନେଇ ଯାଉଛନ୍ତି । ଆଉ ଲୋକହସାର ଶିକାର ହେଉଛନ୍ତି ବାପା ମା । ଏହି ମା-ମ-ଲାରେ ପୁଅଟିର ମା କହିଛନ୍ତି ଯେ ଯୁକ୍ତ ଦୁଇ ପଢ଼ିବା ବେଳୁ ହିଁ ଉଭୟେ ପରସ୍ପରକୁ ଭଲ ପାଇ ଆସୁଛନ୍ତି କିନ୍ତୁ ଝିଅର ବାପା ରାଜି ନୁହଁନ୍ତି । କିନ୍ତୁ ବାପା ଭାବି ନଥିଲେ ଯେ ଏହି ମା-ମ-ଲା ଥା-ନା ପର୍ଯ୍ୟନ୍ତ ଯିବ । ଯାହାକି ତାଙ୍କୁ ଖୁବ କଷ୍ଟ ଦେଇଛି । ଏମିତିକି ସେ ନିଜ ଝିଅର ମୁଁହ ଦେଖିବାକୁ ମଧ୍ୟ ଚାହୁଁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *