ମାଡି ଆସୁଛି ବି-ପତ୍ତି,ଦୁନିଆ ହେବ ତିନି ଦିନ ଅନ୍ଧାର।

ଭବିଷ୍ୟତକୁ ଦେଖି ପାରୁଥିବା ଭବିଷ୍ୟତବିତ ମାନେ ଆଗରୁ ଅନୁମାନ କରିଛନ୍ତି କି ଭବିଷ୍ୟତରେ ଦିନେ କଣ କଣ ଘ-ଟିବ ଓ କଣ ଘଟିବାକୁ ଯାଉଛି।ଆଉ ଭବିଷ୍ୟତ ବିତ ମାନେ ଯାହା ଅନୁମାନ କରି ଯାଇଛନ୍ତି ତାହା ଘଟୁଛି ଆଗକୁ ବି ଘଟିପାରେ ବୋଲି କୁହାଯାଉଛି। ତେବେ ଏହାରି ମଧ୍ୟରେ ଆପଣ ନୋଷ୍ଟ୍ରାଡାମସଙ୍କ ନାମ ତ ଯାହାବି ହେଲେ ଶୁଣିଥିବେ ନିଶ୍ଚୟ ଭାବରେ।ନୋଷ୍ଟ୍ରାଡାମସ ହେଉଛନ୍ତି

ଫ୍ରାନ୍ସର ବିଖ୍ୟାତ ଭବିଷ୍ୟବକ୍ତା, ଯିଏକି ଏହି ଦୁନିଆରେ ଅନେକ ଜିନିଷ ବିଷୟରେ ସମୁଦାୟ ୬,୩୩୮ ଭବିଷ୍ୟବାଣୀ କରିଥିଲେ। ଆଉ ସେ ଯାହା ଭବିଷ୍ୟତକୁ ନେଇ ଭବିଷ୍ୟ ବାଣୀ କରିଥିଲେ କୁହାଯାଏ ତାହା ଗୋଟି ଗୋଟି କରି ସତ ପ୍ରମାଣିତ ହେବାରେ ଲାଗିଛି। ସମସ୍ତଙ୍କ ମନରେ ଯେଉଁ ପ୍ରଶ୍ନ ଉଠେ ଆମ ଦୁନିଆ କେବେ ଓ କିପରି ଏବଂ କେଉଁ ଦିନ ଶେଷ ହେବ। ଆମ ଦୁନିଆ ଯେବେ ଶେଷ ହେବ ସେତେବେଳେ ଆମ ମାନଙ୍କ ସହ କଣ ଘ-ଟିବ ଏ କଥା ଜାଣିବାକୁ ସମସ୍ତେ ଚାହିଁଥାନ୍ତି।

ଏହାକୁ ନେଇ ଫ୍ରାନ୍ସର ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବବାଣୀ କୁହେ 2022 ରେ ସମଗ୍ର ପୃଥିବୀ ତିନି ଦିନ ପାଇଁ ଅନ୍ଧାର ହୋଇଯିବ ଅର୍ଥାତ 72 ଘଣ୍ଟା ଦୁନିଆ ଅନ୍ଧାର ରହିବ। ଲୋକଙ୍କ ମନରେ ଭ-ୟ ଓ ସ-ଙ୍କା ଖେଳିଯିବ। ଲୋକେ ଅନ୍ଧକାର କୁ ଦେଖି ଭ-ୟ ମଧ୍ୟ କରିବେ। ୨୦୨୨ ବର୍ଷକୁ ନେଇ ନୋଷ୍ଟ୍ରାଡାମସ୍ ପୂର୍ବାନୁମାନ ଯାହା କରିଥିଲେ କି, ସମଗ୍ର ବିଶ୍ୱରେ ୭୨ ଘଣ୍ଟା ଅନ୍ଧକାର ରହିବ ଏବଂ ଫ୍ରାନ୍ସ ଲୋକେ କୁହନ୍ତି ନୋଷ୍ଟ୍ରାଡାମସ୍ ଙ୍କର ଭବିଷ୍ୟତ ବାଣୀ କେବେ ମି-ଥ୍ୟ ହୋଇନି କି କେବେ ହେବ ନାହିଁ ସେ ଯାହା କହିଛନ୍ତି

ତାହା ହିଁ ଘ-ଟିବ। ଆମ ଓଡିଶାରେ ମଧ୍ୟ ମହାପୁରୁଷ ମାନେ ଭବିଷ୍ୟତ କୁ ଦେଖି ପାରୁଥିଲେ ଓ ଭବିଷ୍ୟତ କୁ ନେଇ ଅନେକ ଗ୍ରନ୍ଥ ରଚନା କରି ଯାଇଥିଲେ। ମହାପୁରୁଷ ଯାହା ଲେଖିଥିଲେ ତାହା ମଧ୍ୟ ଘ-ଟୁଛି। ଦିନକୁ ଦିନ ପାପର ଭାରା ଚାଲିଥିବା ବେଳେ ଭବିଷ୍ୟକୁ ଦେଖି ପାରୁଥିବା ମହାପୁରୁଷ ହୁଅନ୍ତୁ ବା ଭବିଷ୍ୟ ବକ୍ତା ନୋଷ୍ଟ୍ରାଡାମସ୍ ହୁଅନ୍ତୁ ଯାହା କହିଛନ୍ତି ତାହା ଲୋକଙ୍କ ମନରେ ନିହାତି ଭ-ୟ ସୃଷ୍ଟି କରିବ।

ଏକ ରି-ପୋର୍ଟ ଅନୁଯାୟୀ ନୋଷ୍ଟ୍ରାଡାମସ୍ 2022 କୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ। ଆଉ ସେ ଯାହା କହିଯାଇଛନ୍ତି ତାହା କେବେ ହେଲେ ମି-ଥ୍ୟାରେ ପରିଣତ ହେବ ନାହିଁ ବୋଲି କୁହାଯାଇଛି। ସେ ଭବିଷ୍ୟତ କୁ ଦେଖି କହିଥିଲେ ଯେ ୨୦୨୨ ବର୍ଷରେ ଶେଷ ହେବ ସବୁକିଛି ଏବଂ ଏହା ପରେ ଶାନ୍ତି ଆଶିବ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି। ଏହି ଶାନ୍ତି ଆସିବା ପୂର୍ବରୁ ସମଗ୍ର ବିଶ୍ୱରେ ୭୨ ଘଣ୍ଟା ଅନ୍ଧକାର ରହିବ କେବଳ ଏତିକି ନୁହେଁ ବରଂ ପାହାଡ ଉପରେ ତୁଷାରପାତ ହେବ ଏବଂ ଏହି ସମାୟରେ ଅନେକ ଦେଶର ଯୁ-ଦ୍ଧ ଆରମ୍ଭ ହେବା ମାତ୍ରେ ଶେଷ ହେବ ଦୁନିଆ ।

ଏହି ସବୁ ଏକ ପ୍ରାକୃତିକ ଘ-ଟଣା ଯୋଗୁଁ ଘ-ଟିବ ବୋଲି ନୋଷ୍ଟ୍ରାଡାମସ୍ ପ୍ରକାଶ କରି କହିଥିଲେ । ତେବେ ନୋଷ୍ଟ୍ରାଡାମସ୍ ଙ୍କ ଏହି ବାଣୀ ଶୁଣିଲେ ସମସ୍ତଙ୍କ ମନରେ ଭ-ୟ ଆସୁଛି ହେଲେ ମାତ୍ର ଲୋକେ କୁହନ୍ତି କି ନୋଷ୍ଟ୍ରାଡାମସ ଙ୍କ ଭବିଷ୍ୟତ ବାଣୀ କେବେ ଅନ୍ୟଥା ହୋଇନି କି କେବେ ମି-ଛ ବୋଲି ମଧ୍ୟ ପ୍ରମାଣିତ ହୋଇନି।

ନୋଷ୍ଟ୍ରାଡାମସ୍ କହିଥିଲେ ଯେଉଁ ଅନେକ ଦେଶ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଯିବ ଦେଶ ଦେଶ ମଧ୍ୟରେ ଘମାଘୋଟ ଲ-ଢେଉ ଉପୁଜିବ। ସେହି ସମୟରେ ଦେଶ ଉପରେ ଏକ ପରମାଣୁ ବୋ-ମା ପଡିବ ୨୦୨୨ ମସିହାରେ ପୃଥିବୀରେ ଭ-ୟଙ୍କର ପରମାଣୁ ବିସ୍ଫୋ-ରଣ ହେବ ଲୋକେ ତ୍ରାହି ତ୍ରାହି ଡାକିବେ । ଆଉ ଏହି ପରମାଣୁ ବିସ୍ଫୋ-ରଣରେ କଣ ହେବ ଆପଣ ଜାଣିଛନ୍ତି କି ? ଜଳବାୟୁ ପରିବର୍ତ୍ତନ ହେବ ଏବଂ ସମଗ୍ର ପୃଥିବୀର ତାପମାତ୍ରା ବୃଦ୍ଧି ପାଇବ ।

ଏହା ପୃଥିବୀର ପାଣିପାଗ ଉପରେ ମଧ୍ୟ ପ୍ର-ଭାବ ପକାଇବ ଏବଂ ଅନେକ ପ୍ରାକୃତିକ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି। ଅନେକ ଦେଶରେ ବନ୍ୟା, ଝଡ଼ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ବି-ପଦ ସୃଷ୍ଟି କରିବ । ନୋଷ୍ଟ୍ରାଡାମସ୍ 2022 କୁ ନେଇ ଏପରି କିଛି ପୂର୍ବାନୁମାନ କରିଥିବା ବେଳେ ଏହା କେଉଁ ସମୟରେ ଘ-ଟିବ ସେନେଇ ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *