ନ୍ୟା-ୟ ଆଶାରେ ଘୁରି ବୁଲୁଛନ୍ତି ଦୀପିକା, ସେପଟେ ବିବାହ ପାଇଁ ପ୍ରସ୍ତୁତି ହେଉଛନ୍ତି ଦୀନେଶ

ମୁଁ ଆଉ ପାରୁନିରେ ଦିନେଶ। ତତେ ଖାଲି ଟିକେ ଦେଖିବାକୁ ବିକଳ ହେଉଥିଲି ହେଲେ ତୁ ବି ନା ଆସିଲୁନି। ତତେ ଦେଖିବାକୁ ବ୍ରହ୍ମପୁର ରୁ ଭୁବନେଶ୍ୱର ଆସିଲି ମାତ୍ର ତୋ ଦେଖା ପାଇଲିଣି। କଣ କରିବି କହିଲୁ ତୋ ପାଇଁ ଆଉ କେତେ କଷ୍ଟ ସହିବି। ୪୮ ଦିନ ଧାର-ଣାରେ ବସିଲି। ତୁ କି ତୋ ପରିବାରକୁ ମୋ କ-ଷ୍ଟ ଦେଖା ଗଲାଣି ଯେ ସେଠାରୁ ଭୁବନେଶ୍ୱର ଧାଇଁ ଆସିଲି ଭାବିଥିଲି ତୁ ମତେ ଦେଖିଲେ ତୋ ଆଖିରେ ମୋ ଆଖି ମିଶିଗଲା ତୁ ବୋଧେ ହୁଏ ସବୁକିଛି ପଛ କଥା ଭାବିବୁ। ତୋର ମନେ ପଡିଯିବ ତୁ ଦିନେ ମତେ ଦେଇଥିବା କଥା ହେଲେ ନା ତୁ ତୋ ଘର ସାମ୍ମାକୁ ଆସିଲୁ ନା ମୁଁ ଭୁବନେଶ୍ୱର ଆସିଲି ତୁ ଭୁବନେଶ୍ୱର ଆସିଲୁ।

ଦିନେଶ ଆଉ କେତେ କ-ଷ୍ଟ ଦେବ କହିଲ ? ଭଲ ପାଇବା ପୂର୍ବରୁ ଭାବିନଥିଲ ତୁମର ପରିବାର ଲୋକଙ୍କ କଥା। ତୁମେ କାହିଁକି ମତେ ଭଲ ପାଇଲ। ଦେଖ ତୁମର ମିଛ ପ୍ରତି-ଶ୍ରୁତି କିପରି ଦୁଇ ଦୁଇଟି ଜୀବନ କୁ ନ-ଷ୍ଟ କରି ଦେବାକୁ ବସିଛି। ମୁଁ କଣ ତୁମକୁ ଭଲ ପାଇଥିଲି ଏଇ ଦଶା ଭୋଗିବାକୁ। ପ୍ରଥମରୁ ଯଦି କହିଦେଇଥାନ୍ତ ତୁମ ମନରେ ଏମିତି କିଛି ଅଛି ତାହାଲେ ସତ କହୁଛି ମୁଁ ଆଦୌ ମୋ ଜୀବନକୁ ଏପରି ଭାବରେ ନ-ଷ୍ଟ ହେବାକୁ ଦେଇ ନଥାନ୍ତି।

ଏପରି ଭାବି ଦୀପିକା ଆଜି ବ୍ରହ୍ମପୁରରୁ ଆସିଥିଲେ ଭୁବନେଶ୍ୱର। ଭାବିଥିଲେ ଦିନେଶ ବି ଆସିଥିବ ଆଉ ସବୁ ସମସ୍ୟାର ସମାଧାନ ବି ହୋଇଯିବ। ମାତ୍ର ଦୀପିକାଙ୍କ ଭାବନା ଭୁଲ ଥିଲା। ଆସିଥିଲେ ଦୀପିକା ହେଲେ ଆସିଲେନି ଦିନେଶ। ଦୀପିକା ଯାହା ଭାବିଥିଲେ କି ଦିନେଶଙ୍କ ସାଥିରେ ଭେଟ ହେବ ତାଙ୍କ ଆଖିରେ ମୋ ଆଖି ମିସିଲେ ଦିନେଶ କହିବେ ଦୀପିକା ଛାଡ଼ ଯାହା ତୁମକୁ କ-ଷ୍ଟ ଦେଇଛି ସେ ପାଇଁ ସରି ଏବେ ଚାଲ ତୁମେ ମୁଁ ଆଉ ମୋ କୁନି ଛୁଆ ମିଶି ସୁନାର ସଂସାର କରିବା।ହେଲେ ଦୀପିକାଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଦୀପିକା କେବକ ମହିଳା କମିଶନରଙ୍କ ନିକଟରେ ନିଜର ଦୁଃ-ଖ କ-ଷ୍ଟ ଜଣାଇ ପୁଣି ଫେରିଯାଇଥିଲେ। ବ୍ରହ୍ମପୁର ରୁ ସମାଜସେବୀ ତଥା ଦୀପିକାଙ୍କ ମା ପ୍ରମିଳା ତ୍ରିପାଠୀଙ୍କ ସହ ଦୀପିକା ଗତକାଲି ଭୁବନେଶ୍ୱର ଆସିଥିଲେ।

ଭୁବନେଶ୍ୱରରେ ପହଂଚିବା ପରେ ଭେଟିଥିଲେ ମହିଳା କମିଶନରଙ୍କୁ। କହିଥିଲେ କିପରି ଦିନେଶ ତାଙ୍କ ସହ ଛ-ଳନା କରିଛନ୍ତି କିପରି ଭଲ ପାଇବାର ଅଭିନୟ କରି ତାଙ୍କୁ ନି-ରାଶ କରିଛନ୍ତି। କିପରି ସେ ନ୍ୟା-ୟ ପାଇଁ ଦୀର୍ଘ ଦିନ ଧରି ଧାରଣାରେ ବସିରହିଥିବା ବେଳେ ଦିନେଶ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯା-ତନାର ଶି-କାର ହେଉଥିଲେ। କେବକ ଏତିକି ନୁହେଁ ଦୀପିକାଙ୍କର ଏକ 20 ମାସର ସନ୍ତାନ ଥିବା ବେଳେ ଦୀପିକା ତାଙ୍କ ସନ୍ତାନକୁ ଛାଡି କିପରି ଦିନେଶଙ୍କ ଘର ଆଗରେ 48 ଦିନ ଧାରଣାରେ ବସିଥିଲେ।

ଦୀପକା ଜଣାଇଛନ୍ତି କି କେ-ଶ 3 ବର୍ଷ ହେଲାଣି କୋ-ର୍ଟରେ ଚାଲିଛି ମୁଁ ମଧ୍ୟ ଆଇ-ନକୁ ବିଶ୍ୱାସ କରେ ତେଣୁ ଆ-ଇନ ମତେ ନ୍ୟା-ୟ ଦେବ ବୋଲି ମୁଁ ଚୁପ ରହିଥିଲି। ହେଲେ ଧାରଣାରେ ବସିବାର କାରଣ ହେଉଛି। ଯେତେବେଳେ ମୁ ଶୁଣିଲି କି ଦିନେଶଙ୍କ ପରିବାର ଲୋକେ ଦିନେଶଙ୍କ ବିବାହ ପାଇଁ କନ୍ୟା ଠିକ କରୁଛନ୍ତି ସେତେବେଳେ ମୁ କଣ କରିଥାନ୍ତି ଆପଣ କୁହନ୍ତୁ ?

ଯେଉଁ ଦିନେଶ ଦିନେ ମତେ ବିବାହ କରିବାର ପ୍ରତି-ଶ୍ରୁତି ଦେଇ ମୋ ସହ ଶାରୀ-ରିକ ସ-ମ୍ପର୍କ ରଖିଲେ ଏବଂ ବିବାହ କରିବାକୁ କହି ମୋ କୋଳରେ ଛୁଆ ଟିଏ ଦେଲେ ଆଉ ଛୁଆ ଦେଇ ସାରିବା ପରେ ଅଭିନୟ କଲେ । ମୁଁ ଛୁଆକୁ ନେଇ କିପରି ଚୁପ ରହିଥାନ୍ତି। ଦିନେଶ ଯଦି ଆଉ କାହାକୁ ବିବାହ କରିନେବ ତେବେ କଣ ହେବ ଛୁଆର ଭବିଷ୍ୟତ। ମୋ ଛୁଆ କାହାର ପରିଚୟ ନେଇ ବଞ୍ଚିବ। ତେଣୁ ମୁଁ ବାଧ୍ୟ ହୋଇ ଧାରଣାରେ ବସିଲି ଆଉ ଭାବିଥିଲି ଦିନେଶ ମତେ ଗ୍ରହଣ କରିବେ ମାତ୍ର ସେମିତି କିଛି ହେଲା ନାହିଁ ।

ମୁଁ ଧାରଣାରେ ବସିଥିବା ବେଳେ ନା ପୋ-ଲିସ ପ୍ରଶା-ସନ ନା କେହି ମତେ ନ୍ୟା-ୟ ଦେଇଥିଲେ। ଶେଷରେ ମୁଁ ନ୍ୟା-ୟ ପାଇଁ ଆପଣଙ୍କ ନିକଟକୁ ଆସିଛି ମୋର ବିଶ୍ୱାସ ଆପଣ ମତେ ନ୍ୟା-ୟ ଦେବେ। ଦୀପିକା ମହିଳା କମିଶନରଙ୍କ ନିକଟରେ ଏଭଳି ନିଜର ଦୁଃ-ଖ କ-ଷ୍ଟ ଜଣାଇଥିବା କହିଥିବା ବେଳେ ମହିଳା କମିଶନ ମଧ୍ୟ ତାଙ୍କୁ ପ୍ରତି-ଶ୍ରୁତି ଦେଇଛନ୍ତି କି ସେ ତାଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ଓ ଦୀପିକାଙ୍କୁ ନ୍ୟା-ୟ ଦେବେ। ତେବେ ଦେଖିବାକୁ ବାକି ରହିଲା ଦୀପିକାଙ୍କୁ କେବେ ନ୍ୟା-ୟ ମିଳୁଛି।

Leave a Reply

Your email address will not be published. Required fields are marked *