ଶାଶୁକୁ ନିର୍ଯ୍ୟା-ତନା ଦେଲା ବୋହୂ , ଶଶୁର ବଞ୍ଚି ଥାଉ ଥାଉ ଶାଶୁ ମଥାରୁ ପୋଛି ଦେଲା ସିନ୍ଦୂର ଆଉ ଭା-ଙ୍ଗି ଦେଲା ଶଙ୍ଖା

ଘର କଳି ସାଜିଲା କାଳ । ବୋହୂ କଲା ଏପରି କା-ଣ୍ଡ , ଯାହାକୁ ଶୁଣିବା ପରେ ଆପଣଙ୍କୁ ମଧ୍ୟ ଖରାପ ଲାଗିବ । ଜଣେ ବୋହୂ ନିଜ ଶାଶୁ ଉପରେ କରିଛି ଏପରି ଅ-ତ୍ୟାଚା-ର । ଶାଶୁ କୁ ରାଜରାସ୍ତା ଉପରକୁ ଓହ୍ଲାଇ ଦେଇଛି ବୋହୂ ଆଉ କରି ଦେଇଛି ପର । ଏବେ ଶାଶୁ ପୁରାପୁରି ଏକୁଟିଆ ହୋଇ ଯାଇ ପୋ-ଲିସ ପାଖରେ ପହଞ୍ଚି ଯାଇଛନ୍ତି ଆଉ ନ୍ୟା-ୟ ଦାବିରେ ରହିଛନ୍ତି । ଆଉ ଏପରି ଘ-ଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

ଏମିତି ଖବର ଆପଣ କେବେ ଆଗରୁ ଶୁଣିବାକୁ ପାଇ ନଥିବେ । ଜଣେ ବୋହୂ ଶାଶୁ ଉପରେ କରିଛି ଅ-ତ୍ୟାଚା-ର । ନିଜ ମାଆ ହୋଇଥିଲେ କଣ ଏପରି କରି ପାରିଥାନ୍ତା । ଖାଲି ଏତିକି ନୁହେଁ , ଏଥିରେ ସାଥ ଦେଇଛନ୍ତି ତାଙ୍କ ସ୍ବାମୀ ମଧ୍ୟ ଅର୍ଥାତ ବୁଢ଼ୀ ମାଉସୀଙ୍କ ଜନ୍ମ କଲା ପୁଅ । ତେବେ ଏପରି କିଛି ଦୁଃ-ଖମ-ୟ ଘ-ଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅନ୍ତର୍ଗତ କୁଲିଦା ଗ୍ରାମରେ । ତେବେ ଏହି ଗ୍ରାମର ପୁରୁଷୋତ୍ତମ ସାହୁଙ୍କ ସ୍ତ୍ରୀ ଗୋଲାପ ଆଉ ତାଙ୍କର ଦୁଇ ପୁଅଙ୍କୁ ନେଇ ହସ ଖୁସିରେ ଚାଲିଥିଲା ପରିବାର ।

ଆଉ ଏହା ମଧ୍ୟରେ ଘରକୁ ଦୁଇ ନୂଆ ବୋହୂ ଆସିଥିଲେ । ଧୀରେ ଧିରେ ପରିବାରରେ ଅଶାନ୍ତି ଆରମ୍ଭ ହେବାକୁ ଲାଗିଥିଲା । ଘରେ ଝଡ ଆରମ୍ଭ ହୋଇଥିଲା । ଗୋଲାପକୁ ତାଙ୍କ ବୋହୂ ମାନେ ନି-ର୍ଯ୍ୟାତ-ନା ଦେବାକୁ ଲାଗିଥିଲେ କାରଣ ସେ ତାଙ୍କ ଝିଅ ମାନଙ୍କ ସହିତ ଫୋନରେ କଥା ହେଲେ ତାଙ୍କ ବୋହୂ ମାନେ ଏସବୁକୁ ପସନ୍ଦ କରୁନଥିଲେ । ଆଉ ତାଙ୍କୁ ଗା-ଳି ଗୁ-ଲଜ କରିବା ସହିତ ତାଙ୍କ ରୋଷେଇ ଜିନିଷ ଫୋ-ପାଡ଼ି ଦେବା ସହିତ ଚୁଲି ଭା-ଙ୍ଗି ଦେଉଥିଲେ । ଏଥିରେ ତାଙ୍କ ସ୍ବାମୀ ମଧ୍ୟ ସାଥ ଦେଉଥିଲେ ।

ତେବେ ଏହି ନି-ର୍ଯ୍ୟାତ-ନା ସେତେବେଳ ଅଧିକ ବଢ଼ି ଯାଇଥିଲା , ଯେତେବେଳେ ଗତକାଲି ତାଙ୍କ ପୁଅ ବୋହୂ ମାନେ ଗୋଲପଙ୍କୁ ନିଜ ସ୍ଵାମୀ ବଞ୍ଚି ଥାଉ ଥାଉ ସିନ୍ଦୂର ପୋଛି ଦେଇଥିଲେ ଆଉ ହାତରୁ ଶଙ୍ଖା ଭାଙ୍ଗି ଦେଇ ଘରୁ ବାହାର କରି ଦେଇଥିଲେ । ତେବେ ଅସହାୟ ଗୋଲାପ ଘରୁ ବାହାରି ଯାଇ ପ୍ରଥମେ ଗ୍ରାମ ସରପଞ୍ଚ ଆଉ ପରେ ପୋ-ଲିସର ଦ୍ବାରସ୍ଥ ହୋଇଛନ୍ତି । ଏବେ ପୋଲିସ ଆଗରେ ଯାଇ ନିଜ ଆଖିରୁ ଲୁହ ଝରାଇଛନ୍ତି ଗୋଲାପ ଆଉ ନ୍ୟା-ୟ ପାଇଁ ନିବେଦନ କରିଛନ୍ତି । ଦେଖାଯାଉ ଗୋଲାପଙ୍କୁ କେବେ ନ୍ୟା-ୟ ମିଳୁଛି ଆଉ ସେ ପୁଣିଥରେ ନିଜ ହସ ଖୁସିର ସଂସାର ବଞ୍ଚି ପାରୁଛନ୍ତି।

Leave a Reply

Your email address will not be published. Required fields are marked *