କାନ୍ଦିଲେ ଶ୍ରଦ୍ଧାଞ୍ଜଳି କନ୍ଦାଇଲା ଇଡି, ପ୍ରଶ୍ନ ବାଣରେ ଭୋ ଭୋ ଡାକିଲେ ।

ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମ-ଲାରେ ଖୁବ ଚର୍ଚ୍ଚାରେ ଥିବା ଶ୍ରଦ୍ଧାଞ୍ଜଳି ଓ ବରିଷ୍ଠ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି କାଲି ଡାକିଥିଲା ତାଙ୍କ କାର୍ଯ୍ୟାଳୟକୁ । ତେବେ ଇଡି କାଲି ଗୋଟିଏ ଦିନରେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜାଙ୍କୁ ଅନେକ ପ୍ରଶ୍ନ ପଚାରି ଥିବା ସୂଚନା ମିଳିଛି। ତେବେ ସବୁଠୁ ବଡ଼ କଥା ହେଉଛି ଯେତେବେଳେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜାଙ୍କୁ ଇଡି କାର୍ଯ୍ୟାଳୟରେ ପଚ-ରା ଉ-ଚୁରା କରା ଯାଉଥିଲା ସେତିକି ବେଳେ ସେହି ସ୍ଥାନରେ କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ ମଧ୍ୟ ସେଠାରେ ପହଞ୍ଚି ଥିଲେ

ତେବେ ଯାହା ଆଲୋଚନା ହେଉଛି କି ଏହି ଡାକ୍ତରୀ ଦଳ ପହଞ୍ଚିବା ପରେ ଲୋକେ ଅନୁମାନ କରୁଥିଲେ କି ଗତ କାଲି ହିଁ ସେମାନଙ୍କର ଗି-ରଫ ହୋଇ ପାରେ। ହେଲେ କିନ୍ତୁ କାଲି ସେଭଳି କିଛି ଘ-ଟିଲା ନାହିଁ। ସେପଟେ ଦୁଇ ଦିନ ଧରି ଅକ୍ଷୟ ପରିଜାଙ୍କୁ ଇଡି ଅନେକ ପ୍ରଶ୍ନ ପଚାରି ଥିବା ବେଳେ ଶ୍ରଦ୍ଧାଞ୍ଜଳି ମଧ୍ୟ ଏହି ପ୍ରଶ୍ନ ବାଣରୁ ବାଦ ପଡିନଥିଲେ।

ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଯେଉଁ ଚର୍ଚ୍ଚା ଅନେକ ଦିନ ପୂର୍ବରୁ ଲାଗି ରହିଥିଲା ତାହା ଉପରେ ରହିଥିଲା ସାରା ଓଡିଶା ବାସୀଙ୍କ ନଜର। ଇଡି ଶ୍ରଦ୍ଧାଞ୍ଜଳିଙ୍କୁ କେଉଁ ପ୍ରଶ୍ନ ପଚାରିବ। ଇଡି ପ୍ରଶ୍ନର କିପରି ଉତ୍ତର ଦେବେ ଶ୍ରଦ୍ଧାଞ୍ଜଳି। ଅର୍ଚ୍ଚନା ନାଗ ଗିର-ଫ ହେବା ଦିନ ଠାରୁ ଯେଉଁ ଶ୍ରଦ୍ଧାଞ୍ଜଳି ଙ୍କ ନାମକୁ ନେଇ ଅନେକ ଆଲୋଚନା ହେଉଥିଲା। ଆଉ ଶୁଣିବାକୁ ମିଳୁଥିଲା କି ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ହାତ ମୁଠାରେ ରଖି ତାର ଏ କଳା ସାମାର୍ଯ୍ୟକୁ ବଢ଼ାଉଥିବା ନେଇ ଚର୍ଚ୍ଚା ହେଉଥିଲା।

ତେଣୁ କେବେ ଶ୍ରଦ୍ଧାଞ୍ଜଳି ଇଡିକୁ ସାମ୍ନା କରିବେ ଓ ଅର୍ଚ୍ଚନା ଲୁ-ଚେଇ ରଖିଥିବା ଅନେକ ସତ ସାମ୍ନାକୁ ଆଣିବେ। ତାକୁ ନେଇ ବେଶ ଆଲୋଚନା ମଧ୍ୟ ହେଉଥିଲା। ମାତ୍ର ତାହା ଉପରୁ ବର୍ତ୍ତମାନ ପରଦା ହଟିଛି। ଇଡି କାଲି ଶ୍ରଦ୍ଧାଞ୍ଜଳିଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିବା ବେଳେ ଇଡି ପ୍ରଶ୍ନରେ ଶ୍ରଦ୍ଧାଞ୍ଜଳି ଘା-ଇଲା ହୋଇ ଭୋ ଭୋ କା-ନ୍ଦି ପକାଇ ଥିଲେ।

ତେବେ କେବଳ ଶ୍ରଦ୍ଧାଞ୍ଜଳି ନୁହଁନ୍ତି କି ଅକ୍ଷୟ ପରିଜା ନୁହନ୍ତି। ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜାଙ୍କ ସହିତ ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱର ଓର-ଫ ଖଗାକୁ ମଧ୍ୟ ଇଡି 3 ଦିନିଆ ରିମା-ଣ୍ଡରେ ଆଣି ଜେରା କରିଥିଲା। ତେବେ କେବଳ ଏତିକିରେ କଥା ସରିନି ବନ୍ଧୁଗଣ। ଏମାନଙ୍କୁ ତ ଇଡି ଜୋରସୋରରେ ଘାଣ୍ଟିଛି। ଆଉ ଲୋକେ କହୁଛନ୍ତି କି ଇଡି ଯଥେଷ୍ଟ ତଥ୍ୟ ମଧ୍ୟ ଆଦାୟ କରିଛି।

ହେଲେ ସେପଟେ କିନ୍ତୁ ଇଡି ଏବେ ପ୍ରସ୍ତୁତି ଜାରି ରଖିଛି କି, କିପରି ଭାବେ ଅର୍ଚ୍ଚନା ନାଗକୁ ରିମା-ଣ୍ଡରେ ଆଣି ଆହୁରି ଅନେକ ତଥ୍ୟ ସାମ୍ନାକୁ ଆଣିବ। ତେବେ ସେ ଯାହାବି କିଛି ହେଉ ଇଡି ଏବେ ଘାଣ୍ଟିବା ଆରମ୍ଭ କରି ସାରିଲାଣି ଆଉ ଆଉ କେତେବେଳେ କାହା ପାଳି ପଡିବ ତାହା କେବଳ ଇଡି ହିଁ ଜାଣିଥିବ।

ବନ୍ଧୁଗଣ ସମୟ ଯେତିକି ବଢୁଛି। ଦିନ ଯେତିକି ବିତି ବିତି ଯାଉଛି ଅର୍ଚ୍ଚନା ନାଗ ମାମ-ଲାର ତ-ଦନ୍ତ ସେତିକି ବୃଦ୍ଧି ପାଉଛି । ଆଉ ଧୀରେ ଧୀରେ ଅର୍ଚ୍ଚନା ନାଗ ଜେ-ଲରୁ ବାହାରିବାର ନି-ଶା ମଉଳି ବାରେ ଲାଗିଛି। ଅର୍ଚ୍ଚନା ନାଗ ପୂର୍ବରୁ ଜେଲରୁ କେବେ ବାହାରିବ ଦିନ ଗଣୁଥିବା ବେଳେ ଏବେ ଆଉ ଅର୍ଚ୍ଚନା ସେ ସ୍ୱପ୍ନ ଦେଖୁ ନାହାଁନ୍ତି ବୋଲି ଲୋକେ କହୁଛନ୍ତି। କାରଣ ଅର୍ଚ୍ଚନା ନାଗ ମାମ-ଲାରେ ଇଡି ପାଖରେ କୁଆଡେ ଅନ୍ୟ ତଥ୍ୟ ଲାଗି ସାରିଲାଣି ଯାହା ଫଳରେ ଇଡି ଏବେ ତଦ-ନ୍ତକୁ ଆହୁରି ଜୋରେ ଘାଣ୍ଟିବ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *