ବେଡରୁମ୍ ରେ ପ୍ରେମିକ ସହିତ ସମୟ ବିତାଉଥିଲା ବୋହୂ , ଦିଅର ଦେଖି ପକାଇଲା , ତାପରେ ଯାହା ହେଲା…

ପର-କୀୟା ପ୍ରୀ-ତିରେ ଏ ଦୁନିଆଁ ଉବୁଡୁବୁ ହେଉଛି । ଗୋଟିଏ ମଣିଷ ମଧ୍ୟରେ ଶାନ୍ତି ରହି ପାରୁନାହିଁ ଏ ମଣିଷ ସମାଜ । ଆଉ ବିବାହିତ ହୋଇ ମଧ୍ୟ ଆଉ ଜଣଙ୍କ ଉପରେ ପଡ଼ି ଯାଉଛି ନଜର । ତେବେ ନିଜ ପରିବାରକୁ ଛାଡି ଆଉ ଜଣଙ୍କୁ ନିଜର କରିବା ପାଇଁ ତାକୁ କେତେ କଣ କରିବାକୁ ପଡ଼ୁଛି । କିଏ ନିଜ ଲୋକକୁ ହ-ତ୍ୟା କରି ଦେଉଛି ତ ଆଉ କିଏ ନିଜେ କରି ନେଉଛି ଆ-ତ୍ମହ-ତ୍ୟା , ତେବେ ଆଉ କିଏ ଘର ଛାଡ଼ି ପଳାଉଛି । ତେବେ ବର୍ତ୍ତମାନ ସମୟରେ ପୁଣି ଥରେ ପର-କୀୟା ପ୍ରୀ-ତିର କରୁଣ ଚିତ୍ର ଦେଖିବାକୁ ମିଳିଛି , ଯାହା ଆଖିରେ ଆଣି ଦେବ ଲୁହ ଆଉ ଆପଣଙ୍କୁ କରିଦେବ ଆଶ୍ଚର୍ୟ୍ଯ ଚକିତ ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଭଦ୍ରକ ଜିଲ୍ଲା ଧାମନଗର ଥା-ନା ଅଧିନସ୍ଥ ସୋରଡ଼ା ପଞ୍ଚାୟତର ରଣାସାହି ଅଞ୍ଚଳରେ । ତେବେ ଏହି ଅଞ୍ଚଳର ନିରଞ୍ଜନ ସାହୁ ଚାରି ବର୍ଷ ତଳେ ଯାଜପୁର ଜିଲ୍ଲା ବାରୁଣଶ୍ୱର ଅଞ୍ଚଳର ଧୁମାଳି ଜ୍ୟୋତି ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଉଭୟଙ୍କ ପରିବାର ହସ ଖୁସିରେ ଭରି ଉଠିଥିଲା । କାହିଁକି ନା ଦୁହିଁଙ୍କ କୋଳକୁ ଏକ ଛୋଟ ପୁଅ ଆସି ଯାଇଥିଲା , ଯାହା ତାଙ୍କ ପରିବାରକୁ ପୁରା କରି ଦେଇଥିଲା । ତେବେ ନିରଞ୍ଜନ ବାଙ୍ଗାଲୋରରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଘରେ ସ୍ତ୍ରୀ ଆଉ ପରିବାର ରହୁଥିଲେ ।

ତେବେ ଏପଟେ ଘରେ ସ୍ଵାମୀ ନ ରହିବାର ଫାଇଦା ଉଠାଇ ଧୁମାଳ ଜ୍ୟୋତି ଗାଆଁର ଜଣେ ଯୁବକ ରାଜେଶ କୁମାର ସାହୁଙ୍କ ପ୍ରେମ ଫା-ଶରେ ପଡ଼ି ଯାଇଥିଲେ । ଆଉ ଦୁହିଁଙ୍କ ମଧ୍ୟରେ ଅନେକ ଥର ଶାରୀ-ରିକ ସ-ମ୍ପର୍କ ମଧ୍ୟ ସ୍ଥାପନ ହୋଇ ଉଠିଥିଲା । ତେବେ ଏ କଥା ପରିବାର ଲୋକ ଜାଣି ପାରୁ ନଥିଲେ । ତେବେ କୁହାଯାଏ ନା ସତ ଆଦୌ ଲୁ-ଚି ରହେ ନାହିଁ , ଦିନେ ନା ଦିନେ ତାହା ସାମ୍ନାକୁ ଆସିଥାଏ । ଠିକ୍ ସେହିପରି ଜ୍ୟୋତିଙ୍କର ସବୁ ସତ କଥା ସାମ୍ନାକୁ ଆସିଥିଲା । ଆଉ ଗତ କାଲି ନିଜ ପ୍ରେମିକ ସହିତ ଘରେ ନିଜ ବେଡ୍ ରୁମ୍ ରେ ପଶି ଯାଇଥିଲେ ଜ୍ୟୋତି ଆଉ ଦୁହିଁଙ୍କ ମଧ୍ୟରେ ଶାରୀ-ରିକ ସମ୍ପର୍କ ଗଢ଼ି ଉଠିଥିଲା ।

ସେପଟେ ଭାଉଜଙ୍କୁ ନିଜ ପ୍ରେମିକ ସହିତ ଧରି ନେଇଥିଲେ ଦିଅର । ଆଉ ଘର ଲୋକଙ୍କୁ ଏ କଥା ଜଣାଇ ଦେଇଥିଲେ । ଏହା ବ୍ୟତୀତ ପ୍ରେମିକଙ୍କ ଘର ଲୋକଙ୍କୁ ଡାକି ପକାଇ ଥିଲେ । ତେବେ ପ୍ରେମିକ ଘର ଲୋକ ଆସି ଅନୁରୋଧ କରିବାରୁ ପ୍ରେମିକକୁ ଛାଡି ଦେଇଥିଲେ କିନ୍ତୁ ବେଡ ରୁମ୍ ରେ ରହି ଯାଇଥିଲେ ଜ୍ୟୋତି । ଆଉ ଲୋକ ଲ-ଜ୍ଜାକୁ ସହି ନ ପାରି ନିଜ ଜୀବନ ହାରି ଦେଇଥିଲେ ଜ୍ୟୋତି । ତେବେ ପରିବାର ଲୋକ ଦେଖିଲା ବେଳକୁ ଜ୍ୟୋତି ସେପଟେ ଆ-ତ୍ମହ-ତ୍ୟା କରି ଦେଇଥିଲେ । ତେବେ ଏହା ପରେ ପରିବାର ଲୋକ ପୋ-ଲିସକୁ ଜଣାଇ ଥିଲେ । ପୋଲିସ ଆସି ଜ୍ୟୋତିଙ୍କ ମୃ-ତଦେ-ହ ଉ-ଦ୍ଧାର କରିବା ସହିତ ତାଙ୍କ ଦିଅରକୁ ଅଟକ ରଖିବା ସହିତ ପଚ-ରାଉ-ଚରା କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *