ଦିନରେ ରିଲ୍ସ ରାତିରେ ଚୋ-ରି ।

ସେ ଦିନରେ ହିରୋ ରାତି ହେଲେ ଚୋ-ର । ଦିନ ସାରା ରିଲ୍ସ କରି ହିରୋ ହୁଅନ୍ତି ଆଉ ରାତି ହେଲେ ହୋଇ ଯାଆନ୍ତି ଚୋ-ର । ନିଜକୁ କଟକ ଟୋକା ବୋଲି ପରିଚୟ ଦିଅନ୍ତି । ଆଉ ରିଲ୍ସ କରି କୁହନ୍ତି କଟକ ଆସି ଯଦି କେହି ଝାମେଲା କରନ୍ତି ସିଧାସଳଖ ସେ ଏମିତି ମା-ରିବେ ଏକା ଥରକେ କାଜୁଆଲଟି ରେ ଭର୍ତ୍ତି କରିଦେବେ ।

ହଁ ବନ୍ଧୁଗଣ ଦିନରେ ହିରୋ ସାଜି ରିଲ୍ସ ମାଧ୍ୟମରେ ଦିଅନ୍ତି ଧମକ ପୂର୍ଣ୍ଣ ବାର୍ତ୍ତା ଆଉ ରାତି ହେଲେ ନକଲି ବ-ନ୍ଧୁକ ଧରି ବାହାରି ଯାଆନ୍ତି ଚୋ-ରି କରିବାକୁ । ସବୁଠୁ ବଡ଼ କଥା ହେଉଛି ଏହି ଚୋ-ର ବା ଦୁ-ର୍ବୁତ୍ତ ମାନଙ୍କ ବୟସ ଖୁବ କମ ହୋଇଥିବା ବେଳେ ଏମାନଙ୍କ ନାମରେ ଆଗରୁ ମଧ୍ୟ ଅନେକ ଅପ-ରାଧିକ ମାମ-ଲା ରହିଛି ।ଏମାନଙ୍କ କାମ ହେଉଛି ଦିନରେ ଏମାନେ ଡାଇଲଗ କହି ରିଲ୍ସ ବନାନ୍ତି ଆଉ ଆ-ତଙ୍କ ସୃଷ୍ଟି କରନ୍ତି ରାତି ହେଲେ ଏମାନେ ତାଙ୍କ ଉଦ୍ୟଶ ପୂରଣ କରନ୍ତି ।

ଦିନରେ ଏମାନେ ଯେପରି ଚିକଣ ଫିଲଟର ବ୍ୟବହାର କରି ହିରୋ ହୁଅନ୍ତି। ରାତିରେ ମଧ୍ୟ ଠିକ ସେହିଭଳି ଅନ୍ଧାରର ସୁଯୋଗ ନେଇ ଜିରୋ ସାଜନ୍ତି । ଏଇ ଚୋ-ର ମାନଙ୍କ ମଧ୍ୟରେ ରହିଥିବା ଯୁବକଙ୍କ ନାମ ହେଉଛି ମଦନ ବେହେରା ଆଉ ଲକ୍ଷ ଚୌଧୁରୀ । ଏମାନଙ୍କର କେବଳ ଦୁଇଟି କାମ । ଦିନ ବେଳା ଏମାନେ ଧ-ମକ ଦିଅନ୍ତି ଆଉ ରାତି ହେଲେ ଏମାନେ ଚୋ-ରି କରନ୍ତି ।

ହେଲେ ଚୋ-ର ଘରେ ସବୁଦିନ ଅନ୍ଧାର ନ ରହିବା ଭଳି ଏବେ କଟକ ପୋ-ଲିସ ଦ୍ୱାରା ଏହି ଦୁର୍ବୁତ୍ତ ମାନଙ୍କ ଭିତରୁ କିଛି ଦୁ-ର୍ବୁତ୍ତ ମାନଙ୍କୁ ଗି-ରଫ କରାଯାଇଛି । କାରଣ ଏମାନେ ରାତି ହେଲେ ଜାତୀୟ ରାଜପଥରୁ ଚୋ-ରି କରିବା ସହିତ ନକଲି ବ-ନ୍ଧୁକ ଦେଖାଇ ଲୋକଙ୍କୁ ଭ-ୟଭୀ-ତ କରିଥାନ୍ତି । ତେବେ ଗି-ରଫ ସମୟରେ ଏମାନଙ୍କ ପାଖରୁ ନକଲି ଜିନିଷ ସହିତ ଅନେକ ମାର-ଣାଅ-ସ୍ତ୍ର ସାମଗ୍ରୀ ଜ-ବତ କରାଯାଇଛି । ତେବେ କେବଳ ଏତିକି ନୁହେଁ ପୂର୍ବରୁ ଏମାନଙ୍କ ନାମରେ ଅନେକ ଅପରା-ଧିକ ମାମ-ଲା ମଧ୍ୟ ରହିଛି

ଏମାନେ କେବଳ ଇଂଷ୍ଟାଗ୍ରାମରେ ଭିଡିଓ ବନାନ୍ତି ନାହିଁ । ଇଂଷ୍ଟାଗ୍ରାମରେ ଭିଡିଓ ବନାଇବା ସହିତ ମାଡ଼ ମା-ରିବା ବନ୍ଧୁ-କରେ ଗୁ-ଳି କରି ଉଡାଇ ଦେବା ଏଭଳି ଧ-ମକ ମଧ୍ୟ ଦିଅନ୍ତି। ତେବେ କେବଳ ଏତିକି ନୁହେଁ ଅନେକ ଚୋ-ରି ଛୀନତାଇରେ ମଧ୍ୟ ଏମାନଙ୍କ ନାମ ରହିଛି । ସେପଟେ ଏମାନେ ଇଂଷ୍ଟାଗ୍ରାମରେ ଯେଉଁ ଭିଡିଓ ଅପଲୋଡ଼ କରନ୍ତି ସେଥିରେ ଧମ-କ ପୂର୍ଣ୍ଣ ଡାଇଲଗ ସହିତ ସାଙ୍ଘା-ତିକ ବ୍ୟାକଗ୍ରାଉଣ୍ଡ ମିୟୁଜିକ ବ୍ୟବହାର କରନ୍ତି ।

ଆଉ ଏମାନଙ୍କ ଭିଡିଓ ଯିଏ ଦେଖନ୍ତି ସେମାନେ ଭ-ୟଭୀ-ତ ହୋଇ ଯାଆନ୍ତି । ଆଉ ତା ପରେ ସେମାନେ ଆ-ତଙ୍କ ସୃଷ୍ଟି କରି ଲୋକଙ୍କ ପାଖରୁ ଚୋ-ରି କରନ୍ତି । କେଉଁଠି କେଉଁଠି ଲୁ-ଚି ଲୁ-ଚି ଚୋ-ରି କରନ୍ତି ତ ଆଉ କେଉଁଠି ଲୋକଙ୍କୁ ଭ-ୟଭୀ-ତ କରାଇ ଚୋ-ରି କରନ୍ତି ।

ତେବେ ବର୍ତ୍ତମାନ ଏହି ଦୁ-ର୍ବୁତ୍ତ ମାନଙ୍କୁ ଗି-ରଫ କରାଯିବା ସହିତ । ଏମାନଙ୍କ ନିକଟରୁ ଅନେକ ୱାକି ଟକି ପୁଳା ପୁଳା ଟଙ୍କା। ଅନେକ ମା-ରଣା ଅ-ସ୍ତ୍ର ଜ-ବତ କରାଯାଇଛି । ତେବେ ଥରେ ଚିନ୍ତା କରନ୍ତୁ ଯେଉଁ ମାନେ ଚୋ-ରି କରିବା ସମୟରେ ୱାକି ଟକି ବ୍ୟବହାର କରୁଛନ୍ତି ସେମାନେ କେଉଁଭଳି ଭାବେ ଓ କେତେ ବଡ଼ ଦୁ-ର୍ବୁତ୍ତ ହୋଇଥିବେ ।

ତେବେ ବର୍ତ୍ତମାନ ଏମାନଙ୍କୁ ଗି-ରଫ କରାଯିବା ବେଳେ ଏମାନଙ୍କ ନିକଟରୁ ଅନେକ ସତ ଆଦାୟ କରିବ ପୋ-ଲିସ । ଆଉ କେଉଁଠି କେତେବେଳେ ଆଉ କିପରି ଏମାନେ ଆ-ତଙ୍କ ସୃଷ୍ଟି କରନ୍ତି ତାହା ମଧ୍ୟ କହିବେ । ତେବେ ଦେଖିବାକୁ ବାକି ରହିଲା ଆଗକୁ ଏହି ଚୋ-ର ମାନଙ୍କ ଉପରେ ପୋଲି-ସ କେଉଁ ଭଳି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *