ଦିନେଶଙ୍କୁ ପାଇବାକୁ ଦୀପିକା ବର୍ଷା ମାଡରେ ସିଝୁଥିବା ବେଳେ ଏପଟେ ଦିନେଶ ଅନ୍ୟ ଝିଅଙ୍କ ସହ ପ୍ରେମରେ ଭିଯୁଛନ୍ତି।

ଦିନେଶଙ୍କ ଆଣ୍ଠୁଆ ପ୍ରେମ। ଆଣ୍ଠେଇ ପେଟେଇ ହସି ହସି ଗୋଲାପ ଦେଇ ପ୍ରପୋଜ କରୁଛନ୍ତି ଅନ୍ୟ ଏକ ଝିଅକୁ। ଗୋଟେ ପଟେ ଦୀପିକାଙ୍କ ଅଭି-ଯୋଗ ଅନୁଯାୟୀ ଦିନେଶ ଦୀପିକାଙ୍କୁ ଭଲ ପାଇ ଗର୍ଭ-ବତୀ କରି ଦୀପିକାଙ୍କ କୋଳରେ ଏକ ପୁତ୍ର ସନ୍ତାନ ଦେବା ପରେ ଦିନେଶ ତାଙ୍କ ସହ ପ୍ର-ତାର-ଣା କରିଛନ୍ତି ଆଉ ଯାହାର ନ୍ୟା-ୟ ପାଇଁ ଦୀପିକା ୧୪ ଦିନ ହେଲାଣି ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ସେପଟେ ଦିନେଶ କିନ୍ତୁ ପୁଣି ଥରେ ଗୋଲାପ ଦେଇ ଆଉ କାହାର ପ୍ରେମର ଗୋଲାପୀ ରଙ୍ଗରେ ମତୁଆଲା ହେବାକୁ ଏକ ଦମରେ ଲାଗିପଡିଛନ୍ତି।

ହାତରେ ଗୋଲାପ ମୁହଁରେ ବିୟୁଟିଫୁଲ ସ୍ମାଇଲ କରି ଅନ୍ୟ ଏକ ଝିଅକୁ ପ୍ରପୋଜ କରୁଛନ୍ତି। କେବଳ ହାତରେ ଗୋଲାପ ଧରିଛନ୍ତି ତାହା ନୁହେଁ ଗୋଲାପ ସହ ଏକ ଦମ ଫିଲ୍ମ ଷ୍ଟାଇଲରେ ଆଣ୍ଠେଇ ପଡୁଛନ୍ତି ଦିନେଶ ଆଉ ଆଣ୍ଠେଇ ପଡ଼ି ହସ ହସ ମୁହଁରେ ଗୋଲାପ ଦେଇ ପ୍ରେମ ନିବେଦନ କରୁଛନ୍ତି ଦିନେଶ

ଗୋଟେ ପଟେ ଖରା ବର୍ଷା ଶୀତ ରାତିରେ ଅନ୍ଧାର କୁ ଖାତିର ନକରି ରାତି ପରେ ରାତି 1୩ ରାତି ବିତେଇ ଆଜି ୧୪ ଦିନର ସକାଲରେ ବି ଦୀପିକା ନ୍ୟା-ୟ ପାଇଁ ଦିନେଶଙ୍କ ଘର ଆଗରେ ବସିରହିଛନ୍ତି। ହେଲେ ଏପଟେ ଦିନେଶ କିନ୍ତୁ ପ୍ରେମର ରଙ୍ଗରେ ଏକ ଦମ ରଙ୍ଗୀନ ହୋଇ ପଡିଛନ୍ତି।

ଦୀପିକା ଅସହାୟ ଅବସ୍ଥାରେ ଉପାସ ଭୋକରେ ବସି ଭାବୁଛନ୍ତି ଦିନେଶ ମୁଁ ଭଲ ପାଇ ଭୁଲ କରିଦେଲି। ତୁମକୁ ଚିହ୍ନିବାରେ ମୋର ଭୁଲ ରହିଗଲା। ମୁଁ ତୁମକୁ ଅନ୍ଧ ଭଳି ବିଶ୍ୱାସ କରି ଠକି ଗଲି। ତୁମେ ପ୍ରେମଜେ ଚୁଇଁଗମ ପରି କରୁଥିଲ ତାହା ମତେ ଜଣା ନଥିଲା।ହେଲେ ମୁଁ କିନ୍ତୁ ନ୍ୟା-ୟ ନପାଇ ଖାଲି ହାତରେ ଏଠାରୁ ଉଠିବି ନାହିଁ।

ତୁମେ ଯେତେ ପର୍ଯ୍ୟନ୍ତ ମତେ ସ୍ତ୍ରୀ ଓ ମୋ ପୁଅକୁ ବୋହୁ ରୂପେ ଗ୍ରହଣ ନକରିଛ ସେତେବେଳ ପର୍ଯ୍ୟନ୍ତ ମୁଁ ଏଠାରୁ ଉଠିବି ନାହିଁ ।ଏ ଧାରଣା ସେବେ ସରିବ ଯେବେ ମତେ ନ୍ୟା-ୟ ମିଳିବ ବୋଲି ଦୀପିକା କହିଛନ୍ତି। ସେପଟେ ଧାରଣାକୁ ୧୪ ଦିନ ପୁରିଥିବା ବେଳେ ଦୀପିକାଙ୍କୁ ନଦେଖି ତାଙ୍କ ପୁଅ ଝଡି ଗଲେଣି। ମନେ ମନେ କୁନି ପୁଅ ଦୀପିକାଙ୍କୁ ଖୋଜୁଛି। ମା ତୁ କୋଉଠି ବୋଲି ମନେ ମନେ ଚାରି ଆଡକୁ ଚାହିଁ ଦୀପିକାଙ୍କୁ ଖୋଜି ହେଉଛି।

ମାକୁ ମନେ ପକାଇ ଠିକସେ ଖାଉନି କୁନି ପୁଅ। ସେପଟେ ଦୀପିକାଙ୍କ ମା ମଧ୍ୟ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖି ବଖାଣିଥିଲେ ଦୀପିକା ଓ ଦିନେଶଙ୍କ ପ୍ରେମ କାହାଣୀ। କହିଥିଲେ ତାଙ୍କ ଝିଅ ଦୀପିକାଙ୍କ ପାଇଁ ଦିନେଶ କେଉଁ ଭଳି ପାଗଳ ହେଉଥିଲା ଦିନେ ଆଉ ହଟାତ କିପରି ତାଙ୍କ ଝିଅ ସହ ପ୍ରତା-ରଣା କଲା। ଦୀପିକାଙ୍କ ମା ମଧ୍ୟ କହିଛନ୍ତି ତାଙ୍କ ଝିଅକୁ ନ୍ୟା-ୟ ମିଳୁ।

Leave a Reply

Your email address will not be published. Required fields are marked *