ଦେହ-ଜୀବୀ ମାନଙ୍କୁ ମିଳିଲା ଅଧିକାର , ଆଉ ହେବ ନାହିଁ ଚଢ଼ାଉ

ରାତିରେ ଅନ୍ଧାରରେ ଛିଡା ହୋଇ ରହିଥାଏ ଦେହଜୀବୀଟିଏ ଆଉ ଅନାଇ ରହିଥାଏ , ତାର ଗ୍ରାହକ କେବେ ଆସିବ । ଆଉ ଯାହା ଫଳରେ ତାକୁ ମିଳିବ କିଛିଟା ଟଙ୍କା । ସେହି ଟଙ୍କା ନେଇ ସେ ତାର ପେଟ ପୋଷିବ ଆଉ ନିଜର ଗରିବ ଦୁଃ-ଖୀ ପରିବାରକୁ ଦୁଇ ମୁଠା ଖାଇବାକୁ ଦେବ । ତେବେ ଏ ସବୁ ମଧ୍ୟରେ ତାର ଭ-ୟ ଲାଗି ରହିଥାଏ କି , କାଳେ ପୋଲିସ ତା ଉପରେ ଚ-ଢ଼ା-ଉ କରିଦେବ ଆଉ ତାର ଗ୍ରାହକ ଆସିପାରିବେ ନାହିଁ । ଆଉ ତାକୁ ଭୋକ ଉପାସରେ ରହିବାକୁ ପଡିବ ।

ଅନ୍ୟପକ୍ଷରେ ସେ ତାର ଅଙ୍ଗ ପ୍ରଦର୍ଶନ କରି ଛିଡା ହୋଇ ରହିଥାଏ , ଯାହା ଫଳରେ ଗ୍ରାହକ ତା ପ୍ରତି ଆକର୍ଷିତ ହୋଇ ଆସିବେ । କିନ୍ତୁ ଡର ଥାଏ କି , ଯଦି ଗ୍ରାହକ ନ ଆସିବେ , ତାହାଲେ ଲାଭ ବା କଣ । କାହାକୁ ସେ ତାର ଅଙ୍ଗ ଯୌ-ବ-ନ ଦେଖାଇବ । ଆଉ କାହାକୁ ସେ ଶରୀର ସୁଖ ଦେଇ କିଛି ଟଙ୍କା ପାଇବ । ତେବେ ବର୍ତ୍ତମାନ ସମୟରେ ସେହି ଦେହଜୀବୀ ମାନଙ୍କର ଭ-ୟ ଆଉ ରହିବ ନାହିଁ । କାରଣ ହାଇକୋର୍ଟ ଶୁଣାଇଛନ୍ତି ଏଭଳି କିଛି ରାୟ , ଯାହାକୁ ଶୁଣିବା ପରେ ସମସ୍ତେ ଦେ-ହଜୀ-ବୀ ମାନେ ଖୁସିରେ ଆ-ତ୍ମହ-ରା ହୋଇ ପଡିଛନ୍ତି ।

ତେବେ ହାଇକୋର୍ଟଙ୍କ ରାୟ ଅନୁଯାୟୀ , ବର୍ତ୍ତମାନ ଦେହଜୀବୀ ମାନେ ଖୋଲାଖୋଲି ନିଜର ବ୍ୟବସାୟ କରିପାରିବେ । ଆଉ ସେମାନଙ୍କ ଉପରେ କୌଣସି ଚ-ଢ଼ାଉ କରା ଯିବ ନାହିଁ । ଆଉ ପୋଲିସ ସେମାନଙ୍କୁ ଜଗିବ ନାହିଁ କି ଗ୍ରାହକ ମାନଙ୍କୁ ଆସିବାକୁ ବାରଣ କରିପାରିବ ନାହିଁ । ବର୍ତ୍ତମାନ ସେମାନେ ମଧ୍ୟ ସମାଜର ଏକ ଅଙ୍ଗ । ତେଣୁ ସେମାନଙ୍କର ମଧ୍ୟ ଅଧିକାର ରହିଛି । ବର୍ତ୍ତମାନ ସେମାନଙ୍କୁ ଆଉ କୌଣସି ଭ-ୟ କରିବାର ଆବଶ୍ୟକତା ନାହିଁ ।

ବର୍ତ୍ତମାନ ଗ୍ରାହକ ମାନେ ଖୋଲାଖୋଲି ଭାବରେ ତାଙ୍କ ପାଖକୁ ଆସିବେ ଆଉ ଦେ-ହଜୀ-ବୀ ମାନେ ଆରାମରେ ନିଜ ବ୍ୟବସାୟ କରିପାରିବେ । ତେବେ ଏଭଳି ଶୁଣାଣି ପରେ ହାଇକୋର୍ଟକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ଦେ-ହଜୀ-ବୀ ମାନେ । ସେମାନଙ୍କର ଗୁହାରି ଶେଷରେ ହାଇକୋର୍ଟ ଶୁଣିଛନ୍ତି । ଆଉ ସେମାନଙ୍କୁ ଏଭଳି ଏକ ସୁଯୋଗ ଦେଇଛନ୍ତି । ତେବେ ଅନ୍ୟପକ୍ଷରେ ଯେଉଁମାନେ କୌଣସି ଅସୁବିଧା ପାଇଁ ନିଜ ଘର ପରିବାରକୁ ଛାଡି ଦୌଡ଼ି ଆସିଥାନ୍ତି ନିଜର ଦେହ ବିକିବା ପାଇଁ । ସେମାନେ ବର୍ତ୍ତମାନ ଆରାମରେ ନିଜର ବ୍ୟବସାୟ କରିପାରିବେ ।

Leave a Reply

Your email address will not be published. Required fields are marked *