ଝିଅ ବେଶ ତଳେ ଲୁ-ଚି ରହିଥିଲେ ଜଣେ ପୁଅ , ଆଉ ଫସାଉଥିଲେ ଅନେକ ଯୁବକଙ୍କୁ

ସୋସିଆଲ ମିଡ଼ିଆର ଦୁନିଆଁରେ ଲୋକେ ଏଭଳି ଧୋ-କାବା-ଜ କାମ କରୁଛନ୍ତି ଆଉ ଅନ୍ୟମାନଙ୍କୁ ଫ-ସେଇ ବାରେ ଲାଗିଛନ୍ତି । ଆଜିକାର ଦୁନିଆଁର ଅନେକ ଲୋକ ଫେସବୁକରୁ ପ୍ରେମ କରି ବିବାହ କରିବାରେ ଲାଗିଛନ୍ତି । କାହାକୁ ନ ଜାଣି ନ ଦେଖି ପ୍ରେମରେ ପଡି ଯାଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ପ୍ରେମ ସାର୍ଥକ ହେଉଛି ତ ଆଉ କିଛି ଜଣ ଧୋ-କା ଖାଉଛନ୍ତି । ଅନ୍ୟପକ୍ଷରେ ଆପଣ ସମସ୍ତେ ଜାଣିଥିବେ କି , ଏଭଳି କିଛି ପୁଅ ପିଲା ଅଛନ୍ତି , ଯେଉଁ ମାନେ ଝିଅ ପିଲାମାନଙ୍କ ଭଳି ସଜେଇ ହେବା ପାଇଁ ବହୁତ ଭଲ ପାଇଥାନ୍ତି । ଆଉ ସେମାନଙ୍କର ଏହି ଇଚ୍ଛା ପୁରା ଅଭ୍ୟାସରେ ପୂରଣ ହୋଇଯାଏ ।

ତେବେ ବର୍ତ୍ତମାନ ସମୟରେ ଭଦ୍ରକ ଜିଲ୍ଲାରୁ ଏଭଳି କିଛି ଖବର ଆସିଛି , ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ସୂଚନା ମୁତାବିକ , ପଶ୍ଚିମବଙ୍ଗର ଆଲୋକ ନାମକ ଜଣେ ବ୍ୟକ୍ତି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ମେଘନଙ୍କ ପ୍ରେମରେ ପଡି ଯାଇଥିଲେ । ଆଉ ସେମାନଙ୍କ ପ୍ରେମର ମାଧ୍ୟମ ଫେସବୁକ ଥିଲା । ଫେସବୁକରୁ ଆଲୋକ ମେଘନାଙ୍କ ସହ ଅନେକ କଥାବାର୍ତ୍ତା ହେଉଥିଲେ । ଆଉ ମେଘନାଙ୍କର ସ୍ୱର ତାଙ୍କର ସବୁଠାରୁ ପସନ୍ଦ ଯୋଗ୍ୟ ଜିନିଷ ଥିଲା । ସେ ପୁରା ମେଘନାଙ୍କ ପ୍ରେମରେ ପାଗଳ ଥିଲେ । ତେବେ ଛଅ ମାସର ଫେସବୁକ ପ୍ରେମ ପରେ ଉଭୟ ବିବାହ କରିବାପାଇଁ ନିଷ୍ପତ୍ତି ନେଇଥିଲେ।

ଆଉ ଯୋଜନା ଅନୁଯାୟୀ , ଆଲୋକ ଆସି ପଶ୍ଚିମବଙ୍ଗରୁ ଯାଜପୁର ଠାରେ ପହଞ୍ଚି ଯାଇଥିଲେ ଆଉ ମେଘନା ମଧ୍ୟ ଆସି କେନ୍ଦ୍ରାପଡାରୁ ପହଞ୍ଚି ଯାଇଥିଲେ । ତେବେ ଏହାପରେ ସେମାନେ ବିବାହ କରି ସାରି ଆଲୋକଙ୍କ ମାମୁଁ ଘର ଭଦ୍ରକ ଠାରେ ରହିଥିଲେ । ଆଉ ବିବାହ ପରେ ସମସ୍ତେ ବହୁତ ଖୁସି ଥିଲେ । ଘରକୁ ନୂଆ ବୋହୁ ଆସିଛି ବୋଲି ଭୋଜି ମଧ୍ୟ ହୋଇଥିଲା ଆଉ ସମସ୍ତେ ଖାଇବାକୁ ଆସିଥିଲେ । ଆଉ ସମସ୍ତେ ନୂଆ ବୋହୂକୁ ଦେଖି ଯାଉଥିଲେ । ତେବେ ଏ ସବୁ ମଧ୍ୟରେ ଆଲୋକଙ୍କର ଜଣେ ସମ୍ପକୀୟ ଆସି ମେଘନାଙ୍କୁ ଦେଖିଥିଲେ । ଆଉ ସେ ସନ୍ଦେହ କରିଥିଲେ କି ମେଘନା ଝିଅ ନୁହେଁ ପୁଅ ।

ତେବେ ଏହାପରେ ତାଙ୍କୁ ସତ କଥା ପଚରା ଯାଇଥିଲା କିନ୍ତୁ ସେ ମାନି ନଥିଲେ । ଆଉ ଏହାପରେ ଗାଁ ଲୋକଙ୍କ ସମ୍ମୁଖରେ ମେଘନାଙ୍କୁ ବସ୍ତ୍ର ଖୋଲିବା ପାଇଁ କୁହା ଯାଇଥିଲା । ଆଉ ତାପରେ ଯାହା ହୋଇଥିଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତେ ଜାଣିବାକୁ ପାଇଥିଲେ କି ସେ ମେଘନା ନୁହେଁ ବରଂ ମେଘନାଦ । ତେବେ ଏହାପରେ ମେଘନାଦଙ୍କ ଘର ଲୋକଙ୍କୁ ଡକା ଯାଇଥିଲା । ଆଉ ସବୁ ସତ କଥା ଧ-ରା ପଡିଥିଲା । ମେଘନାଦ କହିଥିଲେ କି , ତାଙ୍କୁ ସଜେଇ ହେବା ପାଇଁ ବହୁତ ଭଲ ଲାଗେ , ସେଥିପାଇଁ ସେ ଏଭଳି କରିଥାନ୍ତି । ତେବେ ବର୍ତ୍ତମାନ ଆଲୋକ ଭାବୁଛନ୍ତି କି , ଏହା ଏକ କାଳରାତ୍ରୀ ଥିଲା ଆଉ ଯାହା ତାଙ୍କ ଜୀବନରେ ଆସିଥିଲା ।

Leave a Reply

Your email address will not be published. Required fields are marked *