ଦୁ-ଷ୍କ-ର୍ମ ପରେ ମିଳିଲା ରିଟର୍ଣ୍ଣ ଗିଫ୍ଟ , ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ :-

ଆପଣ ମାନେ ଫିଲ୍ମରେ ନିଶ୍ଚିତ ଭାବରେ ଦେଖିଥିବେ ଯେ ହିରୋ ହିରୋଇନକୁ ଦେଖା କରିବା ପାଇଁ କିଛିବି କରିବା ପାଇଁ ରାଜି ହୋଇଯାଏ । ଏମିତିକି ହିରୋଇନ ଘରର କବାଟ ମଧ୍ୟ ଭାଙ୍ଗି ଦିଏ । କିନ୍ତୁ ବାସ୍ତବ ଜୀବନରେ ଏପରି ହେଲେ କଣ ହେବ ଆପଣ ଟିକେ ଚିନ୍ତା କରନ୍ତୁ ତ ? ଏହିପରି ଏକ ଘଟଣା ଘଟିଛି ଏକ ଗାଁ ରେ ଯେଉଁଠି ନାବାଳିକାଙ୍କୁ ଦୁ-ଷ୍କ-ର୍ମ କରିବା ପରେ ଯୁବକକୁ ଭଲ ରିଟର୍ଣ୍ଣ ଗିଫ୍ଟ ମିଳିଛି । ତେବେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଟି ପଡା ପଞ୍ଚାୟତ ମହାଦୀ ପାଟଣା ଗାଁର ଅଟେ । ଗାଁର ରଜତ ଶେଠୀଙ୍କ ଘରେ ପଶି ଜଣେ ଯୁବକ ତାଙ୍କ ନାବାଳିକା ଝିଅ ସହ ଜୋର ଜବରଦସ୍ତ ଦୁ-ଷ୍କ-ର୍ମ କରିଛି । ଏନେଇ ଆଳି ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ତେବେ ବାସ୍ତବ ଘଟଣା ଏହା ଯେ ସମ୍ପୂର୍ଣ୍ଣ ଯୁବକ ଜଣକ ଯାଜପୁର ଜିଲ୍ଲାର ହୋଇଥିଲେ ମଧ୍ୟ ସେଠାରେ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ରହି କାମ କରୁଥିଲେ ।

ସେହି ସମୟରେ ସେ ରଜତ ସେଟ୍ଟୀଙ୍କ ଝିଅ ଉପରେ ନଜର ପକାଉ ଥିଲା । କିନ୍ତୁ ଆଉ ଅଧିକ ଦିନ ସେ ନିଜକୁ କଣ୍ଟ୍ରୋଲ କରି ରଖି ପାରି ନଥିଲା । ଆଉ ନାବାଳିକା ଜଣକ ରାତିରେ ଘରେ ଶୋଇଥିବା ସମୟରେ ଘରର କବାଟ ଭାଙ୍ଗି ଘରେ ପଶିଥିଲା । ସେତେବେଳେ ନାବାଳିକା ଜଣକ ନିଜ ଭାଇ ସହ ଶୋଇଥିଲେ । ତେବେ ଯୁବକ ଅର୍ଥାତ ରୁଦ୍ର ପ୍ରତାପ ମଲ୍ଲିକ ଘରେ ପଶି ନାବାଳିକାଙ୍କୁ ଜୋରଜବରଦସ୍ତ କରିଥିଲା ।

ଝିଅର ଚିତ୍କାର ଶୁଣି ପରିବାର ଲୋକେ ରୁମରେ ପହଞ୍ଚି ଯାହା ଦେଖିଲେ ପୁରାପୁରି ଆଶ୍ଚର୍ଯ୍ୟ ହୋଇଗଲେ । ପରିବାର ଲୋକେ ରୁଦ୍ର ପ୍ରତାପ ମଲ୍ଲିକ ଅର୍ଥାତ ରାଜାଙ୍କୁ ଭୀଷଣ ଛେଚିଲେ ଆଉ ଏକ ରୁମରେ ରାତିସାରା ଅଟକ ମଧ୍ୟ ରଖିଲେ । ସକାଳେ ଗାଁ ସରପଞ୍ଚକୁ ଡାକି ପଞ୍ଚାୟତ ବସିବା ପରେ ରାଜାଙ୍କୁ ନାବାଳିକାଙ୍କୁ ବିବାହ କରିବାକୁ କୁହାଗଲା ।

କିନ୍ତୁ ରାଜା ବିବାହ କରିବାକୁ ମନା କରି ଦେଇଥିଲେ । ଏପଟେ ଯୁବତୀ କିନ୍ତୁ ବିବାହ କରିବାକୁ ଜିଦ ଧରି ବସିଲେ । ପରେ ରାଜା ନାବାଳିକାଙ୍କୁ ବିବାହ କରବାକୁ ରାଜି ମଧ୍ୟ ହେଲେ । ତେବେ ଅଭିଯୁକ୍ତ ବିବାହ କରିବାକୁ ରାଜି ହୋଇ ଯିବାରୁ ପୋଲିସ ଏହି ମାମଲା ଉପରେ ଆଉ କାର୍ଯ୍ୟା-ନୁଷ୍ଠାନ ଗ୍ରହଣ ନକରି ଅଭିଯୁକ୍ତକୁ ଛାଡ଼ି ଦେଇଥିବା ସୁଚନା ରହିଛି ।

Leave a Reply

Your email address will not be published. Required fields are marked *