ଦେଖନ୍ତୁ ଏହି ଷଣ୍ଢ ମାନେ ମିଶି ଅଟୋବାଲାର ଅବସ୍ଥା କଣ କରିଦେଲେ। ଦେଖନ୍ତୁ ଭିଡିଓ

ବନ୍ଧୁମାନେ ଏବେକା ଯୁଗରେ ଯଦି ଆପଣ ମାନେ ପଶୁ ମାନଙ୍କୁ ନିର୍ବୋଧ ବୋଲି ଭାବିବେ ତେବେ ଆପଣ ଭୁଲ ଭାବୁଛନ୍ତି। କାରଣ ଏବେକା ଯୁଗରେ ପଶୁ ମାନେ ବହୁତ୍ ଚାଲାଖ ଏବଂ ବୁଦ୍ଧିମାନ ଅଟନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ କିଛି ଏପରି ପଶୁ ମାନଙ୍କ ବିଷୟରେ କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହି ପାରିବେ ନାହିଁ। ଏହା ଜାଣିଲେ ଆପଣ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।

ଆପଣ ମାନେ ଜାଣି ଥିବେ ସିଂହ ହେଉଛି ଜଙ୍ଗଲର ରାଜା ଓ ଯିଏ ବହୁତ୍ ଶକ୍ତିଶାଳୀ ପଶୁ ଅଟେ। ଯାହା ନାଆଁ ଶୁଣିଲେ ଆମେ କଣ ଜଙ୍ଗଲର ସମସ୍ତ ପଶୁ ଭୟଭୀତ ହୋଇଯାଆନ୍ତି। ସିଂହ ଆଗରେ କୁକୁରର ସାମର୍ଥ୍ୟ କିଛି ନୁହେଁ। ହେଲେ ଏପରି କିଛି ଘଟଣା ଆମେ ଆଜି ଆପଣଙ୍କୁ କହିବୁ ଯାହା ଜାଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ। ଇଣ୍ଟରନେଟର ଏକ ଭିଡିଓରେ ଦେଖିବାକୁ ମିଳିଛି କି ସିଂହ ସହିତ କୁକୁରର ବନ୍ଧୁତା। କୁକୁର ଦୁର୍ଭାଗ୍ୟ ବଶତଃ ସିଂହ ଇଲାକାରେ ପ୍ରବେଶ କରିଥିଲା। ସମତେ ଭାବିଥିଲେ ଆଜି କୁକୁରର ଖେଳ ଶେଷ ହୋଇଯିବ। ହେଲେ ଭିଡିଓ ରେ ଏପରି କିଛି ଘଟିଲା ଯାହା ଦେଖିଲେ ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।

ହେଲେ ସିଂହ କୁକୁର ପାଖକୁ ଆସି ତା ହାତରେ ହାତ ମେଳେଇ ତା ହାତକୁ ଚୁମା ଦେଲା। ଯେମିତି ସେ କୁକୁରକୁ ନିଜର କେହି ଜଣେ ଅତିଥି ବୋଲି ମନିନେଲା। ଆଉ ଏକ ଭିଡ଼ିଓରେ ଏକ ପନି ଟି ଘୋଡାକୁ ଏପରି ଲାତ ମାରିଲା କାରଣ ସେ ଘୋଡାକୁ ଈର୍ଷା କରୁଥିଲା। ଏହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ କି ଘୋଡାର ପିଠିରେ ଥିବା ବସ୍ତ୍ରଟି ଏହି ପନିକୁ ବି ଦରକାର୍ ଥିଲା। ଏଥିରୁ ଜାଣିବାକୁ ମିଳୁଛି କି ପଶୁ ମାନଙ୍କ ମଧ୍ୟରେ ମଧ୍ୟ ଇର୍ଷା ଓ ଘୃଣା ଆଦି ଭାବନା ମଧ୍ୟ ରହିଛି।

ଅନ୍ୟ ଏକ ଭିଡିଓରେ ଏକ ଗୁଣ୍ଡୁଚି ମୂଷା ଏକ ଖେଳୁଥିବା ପିଚ୍ ରେ ନଜର ଆସିବାକୁ ଲାଗିଲା। ଏହାକୁ ଦେଖି ଉଭୟ ଦଳର ଖେଳାଳି ଗୁଣ୍ଡୁଚିକୁ ପୁରା ଲାଇନ ପର୍ଯ୍ୟନ୍ତ ଅପେକ୍ଷା କଲେ। ଯେତେବେଳେ ଗୁଣ୍ଡୁଚି ଆସି ପହଁଚି ଗଲା ସେତେବେଳେ ସବୁ ଖେଳାଳି ତାକୁ ଦେଖି ଖୁସିରେ ନାଚିବାକୁ ଲାଗିଲେ। ଏଠାରେ ଲୋକ ଅଟେ ଖୁସି ହେଇଗଲେ ସେତିକି ଖୁସି ବୋଧେ ତାଙ୍କ ନିଜ ଟିମ ଜିତିଥିଲେ ହୋଇ ନଥାନ୍ତେ।

ଆପଣ ମାନେ ଷଣ୍ଢ ଲଢେଇ ତ ଦେଖିଥିବେ ଯାହା ବେଶ୍ ମଜାଦାର ହେବା ସହ ବହୁତ୍ ଭୟାନକ ବି ହୋଇଥାଏ। ହେଲେ ଏହି ଲଢେଇ ଅତି ଜୋରଦାର ହେଲେ ତାହା ମଣିଷ ଏବଂ ତାର ଜିନିଷ ମଧ୍ୟ କ୍ଷତି କରିବାକୁ ଲାଗେ। ସେମିତି ଏକ ଭିଡିଓ ଇଣ୍ଟରନେଟରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳିଥିଲା କି ଜଣେ ଲୋକର ଅଟୋକୁ ନଷ୍ଟ କରି ଦେଇଥିଲେ। ହେଲେ ପରେ ଜଣା ପଡିଲା କି ଏହି ଅଟୋ ବାଲା ଏହି ଷଣ୍ଢ ଲଢେଇ ପାଇଁ ଉସ୍କେଇ ଦେଇଥିଲା। ଯାହାର ଫଳ ତାକୁ ବହୁତ୍ ଜଲ୍ଦୀ ମିଳିଗଲା। ଷଣ୍ଢ ଗଲାପରେ ଅଟୋ ବାଲା ଅଟୋକୁ ଦେଖି ଚିନ୍ତାରେ ପଡ଼ିଗଲା।

ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଥିଲା କି ଗୋଟିଏ କୁକୁର ସ୍ଵିମିଂ ପୂଲ୍ ରେ ଛିଡ଼ା ହେଇଥିଲା ଯାହା ପାଖରେ ଏକ ବଲ୍ ଥିଲା। ହେଲେ ପାଣିରୁ ବଲ ଆଣିବା କଥା ଭାବି କୁକୁର ଭାସୁଥିବା ଏକ ସ୍କେଟ୍ ଉପରେ ଚଢ଼ି ବଲ ଟିକୁ ପାଟିରେ ନେଇ ଆସିଥିଲା। ଯାହା କୁକୁରର ବୁଦ୍ଧିମତାର ପରିଚୟ ବୋଲି ଜଣା ପଡ଼େ। କୁକୁର ପାଖରେ ଏତେ ବୁଦ୍ଧି ଜାଣିଲେ ଆପଣ କେବେ ବିଶ୍ୱାସ କରି ପାରିବେ ନାହିଁ।

ଅନ୍ୟ ଏକ ଭିଡିଓରେ ଏକ କୁକୁର ବୁଲ୍ ଗେମ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ଯେଉଁଠି ଅଧିକାଂଶ ଲୋକ ବୁଲ ଗେମ୍ ଖେଳି ନଥିବେ। ସେଠି ଏହି କୁକୁର ତା ନିଜର ଖେଳ ଦେଖେଇ ସମସ୍ତଙ୍କୁ ବୋକା ବନେଇଦେଲା। କୁକୁରର ଏହି ବୁଲ ଗେମ୍ ଦେଖି ପ୍ରତ୍ୟେକ ଲୋକ ମୁଣ୍ଡରେ ହାତ ଦେଉଛନ୍ତି।

ସେହିପରି ଅନ୍ୟ ଏକ ଭିଡିଓରେ ଏକ ମାଙ୍କଡ଼ର ବୁଦ୍ଧି ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଏହି ମାଙ୍କଡ଼ କୌଣସି କାର୍ଯ୍ୟ ନୁହେଁ ବରଂ ଟେବଲ୍ ଟେନିସର ମାଷ୍ଟର ଅଟେ। ସେ ଟେବୁଲ୍ ଟେନିସରେ ଏପରି ଅଭ୍ୟସ୍ତ ହେଇ ଯାଇଛି ଯେ ବଡ଼ ବଡ଼ ପ୍ରଫେସନାଲ ଖେଳାଳି କୁ ମଧ୍ୟ ହରେଇ ଦେଉଛି। ଯାହା ଆମକୁ ସ୍ବପ୍ନ ଭଳି ଲାଗିଲେ ମଧ୍ୟ ଏହା ସତ ଅଟେ। ଏହା ଥିଲା ପଶୁ ମାନଙ୍କର ଚମତ୍କାର ଗୁଣ ମାନ ଯାହା ଆପଣ କେବେବି ଜାଣି ନଥିବେ ଅବା ଶୁଣି ନଥିବେ।

Leave a Reply

Your email address will not be published. Required fields are marked *