ମେ ରେ ହେବ ମହା ବିନାଶ। ପୂର୍ବରୁ ହୋଇଛି ଭବିଷ୍ୟବାଣୀ

ବନ୍ଧୁମାନେ ଆପଣ ମାନେ ତ ଜାଣିଥିବେ ଋଷିଆ ଓ ୟୁକ୍ରେନ ଯୁ-ଦ୍ଧ ବିଷୟରେ। ଯେଉଁଥିରେ ଋଷିଆ ତାର ସମସ୍ତ ଶକ୍ତି ଦେଖେଇ ସାରିଛି। ଯାହା ଆଗରେ ୟୁରୋପର ଚାରିଗୋଟି ଦେଶ ମୁଣ୍ଡ ନୁଆଇଁ ଦେଇଛନ୍ତି। ସେମାନେ ଋଷ ଠାରୁ ଗ୍ୟାସ ଆଣିବା ନିମନ୍ତେ ରୁପେଲରେ ଅର୍ଥ ଦେବା ପାଇଁ ମଧ୍ୟ ରାଜି ଅଛନ୍ତି। ଋଷରେ ଚାଲୁଥିବା ରୁପେଲ ଅର୍ଥରେ ଗ୍ୟାସ ଓ ତୈଳ ଜିନିଷ ଦେବ ବୋଲି ଋଷ ଖୋଲା ଖୋଲି ଧ-ମ-କ ଦେଇଥିଲା।

ଅଣ ବନ୍ଧୁତ୍ୱପୂର୍ଣ୍ଣ ଦେଶରେ ଏପରି ନିୟମ ଲାଗୁ କରିବା ପାଇଁ ଋଷ ଏପରି ଧ-ମ-କ ଦେଇଛି। ଯାହାପରେ ୪ଟି ଦେଶ ତାଙ୍କ ମୁଣ୍ଡ ନୁଆଁଇଛନ୍ତି। ଋଷ ଓ ୟୁକ୍ରେନ ଯୁ-ଦ୍ଧ ବେଳେ ମଧ୍ୟ ଋଷ ୟୁରୋପ ଦେଶ ଗୁଡ଼ିକୁ ତୈଳ ଯୋଗାଣ କରୁଥିଲା। କିନ୍ତୁ ୟୁରୋପ ଦେଶ ଗୁଡ଼ିକ US ସପକ୍ଷରେ ଛିଡ଼ା ହୋଇଥିବା ଲାଗି ଋଷ ଏପରି ନିଷ୍ପତି ନେଇଛି।

ରୂପେଲରେ ଅର୍ଥ ଯୋଗାଣ ନକରିବାରୁ ପୋଲାଣ୍ଡ ଏବଂ ବୁଲଗାରିଆକୁ ଗ୍ୟାସ ଓ ତୈଳ ଯୋଗାଣ ବନ୍ଦ କରିଦେଇଥିଲା। ଯେତେବେଳେ କି ଋଷ ଉପରେ ଏହି ଦୁଇ ଦେଶ ଆ-ରୋ-ପ ଲଗାଇଥିଲେ। ଏଭଳି ପଦକ୍ଷେପ ଉପରେ ବୁଲଗାରିଆ ରାଷ୍ଟ୍ରପତି ମୁଣ୍ଡ ନୂଆଁଇବ ନାହିଁ ବୋଲି ସଫା ସଫା କହିଦେଇଛି।

ଏହା ଭିତରେ ୟୁରୋପୀୟନ ୟୁନୀୟନ୍ ମାନେ ଏକ ଜରୁରୀ କାଳୀନ ବୈଠକ କରିଛନ୍ତି। ୟୁରୋପୀୟନ ଅଧ୍ୟକ୍ଷା ବେନ୍ ଡେନ ଲିୟନ୍ ଋଷ ଉପରେ ବ୍ଲା-କ ମେ-ଲ ଆ-ରୋ-ପ ଲଗେଇଛନ୍ତି। ଏହାକୁ ଋଷ ତରଫରୁ ଖଣ୍ଡନ କରାଯାଇଛି। ଇଣ୍ଟରନେସନାଲ ୟୁରୋପୀୟନ ଦେଶ ଗୁଡ଼ିକ ୨୦୨୧ରେ ଆମଦାନୀ କରୁଥିବା ଗ୍ୟାସ ମଧ୍ୟରୁ ୪୫ ପ୍ରତିଶତ ଋଷ ଠାରୁ ହିଁ ଆଣିଥିଲେ। ଏହା ଉକ୍ତ ଦେଶ ମାନଙ୍କର ୪୦ ପ୍ରତିଶତ ଆବଶ୍ୟକତାକୁ ପୂର୍ଣ୍ଣ କରିଥାଏ।

ପାଇପ ଲାଇନ ଜରିଆରେ ସେମାନେ ଏହି ଗ୍ୟାସ ଆସିଥାଏ। ହେଲେ ଋଷ ଏହି ଗ୍ୟାସ ଉପରେ ସବୁଠାରୁ ଅଧିକ ପ୍ରଥମେ ଜର୍ମାନୀ, ଦ୍ଵିତୀୟରେ ଇଟାଲୀ,ତୃତୀୟରେ ତୁର୍କୀ ବେଶୀ ନିର୍ଭର କରିଥାଏ। ତେବେ ଆସନ୍ତା ୯ ମେ ସୁଦ୍ଧା ୟୁକ୍ରେନ ଉପରେ ଜୟ ଯାତ୍ରା ଓ ଯୁ-ଦ୍ଧରେ ବାହାର ନିମନ୍ତେ ଋଷ ନିଜର ଲକ୍ଷ ରଖିଛି। ତେଣୁ ଆସନ୍ତା ଦିନ ମାନଙ୍କ ଭିତରେ ଋଷ କିପରି ରୂପ ନେଉଛି। ତାହା ବର୍ତମାନ ଦେଖିବା ବାକି ରହିଲା।

ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳେ ୯ମଇରେ ଋଷ ସେନା ବିଜୟ ହାସଲ କରିଥିଲା। ତେଣୁ ଏହାକୁ ଲକ୍ଷ୍ୟରେ ରଖି ପୁଟିନ ୟୁକ୍ରେନ ଉପରେ ବିଜୟ ହାସଲ ସହିତ ଏହି ବିଜୟ ପ୍ୟାରେଡ କରିବାକୁ ଚାହୁଁ ଥିବାର ଏହା ସ୍ପଷ୍ଟ ହୋଇ ସାରିଛି। ଏହି ଯୁ-ଦ୍ଧରେ ବିଜୟ ନିମନ୍ତେ ଋଷ ମିସାଇଲ ପରୀକ୍ଷଣ ମଧ୍ୟ କରିସାରିଛି। ଯାହାକୁ ନେଇ ପ୍ରତିପକ୍ଷ ଦେଶ ଗୁଡ଼ିକରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ଏହି ମିଶାଇଲରେ ଏପରି କିଛି ଶକ୍ତି ଅଛି ଯାହା ଅନେକ ସହରକୁ ଧ୍ଵଂ-ସ କରିଦେବ। ଏହାର ଶକ୍ତି ହିରୋସୀମା ଓ ନଗାସାଖିରେ ପଡିଥିବା ମିଶାଇଲ ଠାରୁ ୧୦୦୦ ଗୁଣ ଅଧିକ ଅଟେ। ଏହା ୧୮୦୦୦ ମାଇଲକୁ ଲକ୍ଷ୍ୟ ଭେଦ କରିପାରିବ। ଯୁ-ଦ୍ଧ ବଢେଇବା ନିମନ୍ତେ ଋଷ ତାର ସେ-ନାକୁ ବଢେଇ ଦେଇଛି।

ଋଷର ବିଜୟ ଚାହୁଁନଥିବା ଦେଶ ମଧ୍ୟ ଋଷ ବିରୋ-ଧରେ ୟୁକ୍ରେନକୁ ଯୁ-ଦ୍ଧା-ସ୍ତ୍ର ଯୋଗାଉଛନ୍ତି। ଏବେ ମାରିଓପୋଲ ଓ ଜୋର୍ଡାନ ଉପରେ ଦଖଲ ଉପରେ ଋଷର ଯୁ-ଦ୍ଧ ଜୋରଦାର ହୋଇଛି। ରାଜଧାନୀ ଉପରେ ଘନଘନ ମୀସାଇଲ ମା-ଡ଼ ହେଉଛି। ଏହି ଯୁ-ଦ୍ଧରୁ ନିବୃତ୍ତି ନିମନ୍ତେ ୟୁକ୍ରେନର ପ୍ରଧାନ ମନ୍ତ୍ରୀ ଶରଣ ପସିଛନ୍ତି। ଇତି ମଧ୍ୟରେ ଯୁ-ଦ୍ଧ ୨ମାସ ହୋଇଗଲାଣି ହେଲେ ଯୁ-ଦ୍ଧ କମିବାର ନାଁ ଧରୁନି।

ଏହି ଯୁ-ଦ୍ଧ ମଧ୍ୟରେ ଋଷର ସାଇବର କର୍ମକର୍ତ୍ତା ୟୁକ୍ରେନ ଉପରେ ସାଇବର ଆଟାକ କରୁଛି। ଏହା ସହିତ ସେମାନେ ୟୁକ୍ରେନର ସମସ୍ତ ଡାଟା ନ-ଷ୍ଟ ମଧ୍ୟ କରି ଦେଇଛନ୍ତି। ୨୦୨୧ ମସିହାରୁ ଋଷର ବଡ଼ବଡ଼ ହ୍ୟାକର ଏହା ଉପରେ କାମ କରୁଥିଲେ। ଏହାଦ୍ବାରା ବହୁ ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ଋଷ ସାଇବର ହାତରେ ଧରା ପଡ଼ିଛି। ଏହା ସହ ଆଗକୁ ଋଷ କେଉଁ ପଦକ୍ଷେପ ନେଵ ଏହା ନେଇ ଋଷ ସେନା ଆଗରୁ ଏହି କଥା ଉପରେ ନଜର ଦେଇ ସାରିଛି।

ଯୁଦ୍ଧ ବେଳେ ଯେପରି ୟୁକ୍ରେନ ଲୋକଙ୍କ ପାଖରେ ସରକାରୀ ସହାୟତା ନମିଳିବ ସେଥିପାଇଁ ଋଷ ବହୁତ୍ ଚେଷ୍ଟା କରୁଛି। ଏହା ମଧ୍ୟରେ ବୁଲଗାରିଆ ଓ ପୋଲାଣ୍ଡକୁ ଯୋଗାଉଥିବା ଗ୍ୟାସକୁ ଋଷ ବନ୍ଦ କରିଦେଇଛି। ଯାହା ଆଗକୁ ଆହୁରି ସମସ୍ୟାର କାରଣ ସୃଷ୍ଟି କରିଛି। ଏହା ସହ ଋଷ ଅନ୍ୟ ଦେଶର ଗ୍ୟାସ ଯୋଗାଣକୁ ମଧ୍ୟ ରୋକି ପାରିବା ନେଇ ଧମ-କକୁ ଶୁଣି ୨୭ ଦେଶର ସମସ୍ୟା ବଢ଼ି ଯାଇଛି। ଏପଟେ କିମ୍ ଉପରେ ଋଷର ଚାଲିଛି ଆକ୍ର-ମଣ।

ସବୁ ଦେଶର ବାରଣ ସତ୍ୱେ ଋଷ ଯୁଦ୍ଧରୁ ପଛ ଘୁଂଚା ଦେଲା ନାହିଁ। ମିଶାଇଲ ଆକ୍ର-ମଣରେ ଏକ ୨୫ ମହଲାକୁ ଟାର୍ଗେ-ଟରେ ରଖିଥିଲା ଋଷ ଯେଉଁଥିରେ ଏକ ୧୦ ବର୍ଷର ଛୋଟ ଛୁଆ ମୃ-ତ୍ୟୁ ବ-ରଣ କରିଛି। ମିସାଇଲ୍ ମାଡ଼ରେ କିମର ୬ ଜଣଙ୍କ ମୃ-ତ୍ୟୁ ହୋଇଛି। ଏହା ସହ ଅଧିକ ଲୋକ ଆ-ହା-ତ ମଧ୍ୟ ହୋଇଛନ୍ତି। ୟୁକ୍ରେନ ପାୱାର ପ୍ଲାଣ୍ଟ ଉପରେ ଉଡୁଛି ମୀଶାଇଲ। ଆଗକୁ ହୋଇପାରେ ପରମାଣୁ ଦୁର୍ଘ-ଟଣା ଆଇ.ଏ.ଇ.ଏ ଦେଲା ଚେତା-ବନୀ। ମିଷାଇଲ ଯଦି ଦିଗ ହରା ହୋଇ ପାୱାର ପ୍ଲାଣ୍ଟରେ ପଡେ ତେବେ ପରମାଣୁ ଦୁର୍ଘ-ଟଣା ହୋଇପାରେ।

ସବୁଦିନ ନୂଆ ନୂଆ କବର ଖୋଲା ଯାଇ ମୃ-ତ ସବ ଗୁଡ଼ିକୁ ପୋତା ଜାଉଛି। ଏବେ ପର୍ଯ୍ୟନ୍ତ ପ୍ରାୟ ୪୦୦ ଲୋକଙ୍କର ମୃ-ତ୍ୟୁ ଘଟିଛି। ଆଗକୁ ସମୟ କହିବ ଏହି ଯୁ-ଦ୍ଧ କେଉଁ ଭଳି ଭାବରେ ହେବ ଅବା ବନ୍ଦ ରହିବ। ମଇ ୯ ରେ ଋଷ କରିଥିବା ଟା-ର୍ଗେ-ଟକୁ ସେ କିପରି ମୋଡ ନେଉଛି ଏହା କେବଳ ଦେଖିବା ବାକି ରହିଗଲା।

Leave a Reply

Your email address will not be published. Required fields are marked *