କୌଣସି ପୁଅ ସହ ରଖି ନଥିଲେ ଶାରୀ-ରିକ ସ-ମ୍ପର୍କ । ତଥାପି ପେଟ କାଟିଲା ବୋଲି ହସ୍ପିଟାଲରେ ଯାଇ ଜନ୍ମ କଲେ ପିଲା ।

ଜଣେ ଯୁବତୀଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ସହିତ ଏଭଳି ଏକ ଘ-ଟଣା ଘଟି ଯାଇଛି । ଯାହାକୁ ନେଇ ସେ ପୁରାପୁରି ସ୍ତବ୍ଧ ହୋଇ ଯାଇଛନ୍ତି । କାରଣ ତାଙ୍କର ପେଟରେ ଯ-ନ୍ତ୍ରଣା ହେବାରୁ ସେ ହସ୍ପିଟାଲକୁ ଯାଇଥିଲେ ଏବଂ ସେଠାରେ ସେ ଗର୍ଭବତୀ ଥିବା ଜାଣିବା ସହିତ ପ୍ରସବ ସମୟ ମଧ୍ୟ ହୋଇ ଯାଇଥିବା ଡାକ୍ତର କହିଥିଲେ ।

ସେ କିନ୍ତୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କାରଣ ଗ-ର୍ଭଧାରଣ ବିଷୟରେ ସେ କେମିତି ଜାଣି ପାରିଲେନି ଏବଂ ସେ ଏବେ ସୁଦ୍ଧା କାହାକୁ ବିବାହ ମଧ୍ୟ କରି ନାହାଁନ୍ତି । ସେ କାହା ସହିତ ଶାରୀ-ରିକ ସ-ମ୍ପର୍କ ସୁଦ୍ଧା ରଖି ନାହାଁନ୍ତି ତେଣୁ ଏହା ତାଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଦେଲା । ଯୁବତୀଙ୍କୁ ଲେବର ରୁମକୁ ନେଇ ପ୍ରସବ କରିବା ପରେ ସେ ଏକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ ।

ଯୁବତୀଙ୍କ କହିବା କଥା ଯେ ଗତ କିଛି ମାସ ପୂର୍ବରୁ ସେ ଭାଇରଲ ରୋଗର ଆ-କ୍ରାନ୍ତ ହୋଇଥିଲେ । ଯେଉଁ କାରଣରୁ ସେ ପେଟରେ ଯ-ନ୍ତ୍ରଣା ଅନୁଭବ କରିବା ଅନୁମାନ କରିଥିଲେ । କିନ୍ତୁ ବିନା ଶାରୀ-ରିକ ସମ୍ପ-ର୍କରେ ଏଭଳି ଗର୍ଭ-ବତୀ ହେବା ତାଙ୍କର ହଜମ ହୋଇ ନଥିଲା ଏବଂ ତା ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏସବୁକିଛି ଏତେ ଶୀଘ୍ର ଘଟି ଯାଇଥିଲା ଯେ ତାହାକୁ କେହିବି ବୁଝି ପାରି ନଥିଲେ । ଛାତ୍ରୀ ଜଣକ କହିଛନ୍ତି ଯେ , ମୁଁ କେବଳ ଗୋଟିଏ କଥା ମନେ ରଖିଛି ଯେ ନର୍ସ ମୋ ଆଡ଼କୁ ଅନାଇଥିଲେ ଏବଂ ମୁଁ ଗର୍ଭବତୀ ଥିଲା କହିଥିଲେ । ସେ ପୂର୍ବରୁ ଜଣେ ଛାତ୍ରୀ ଭଳି ହିଁ ଜୀବନ ବିତାଉ ଥିଲେ ଏବଂ କେବେ ଗର୍ଭା-ବତୀ ହେବାର ଅନୁମାନ ସୁଦ୍ଧା କରି ନଥିଲେ ।

ତେବେ ଆମେରିକାର ୱାସିଙ୍ଗଟନରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘ-ଟଣା ଘଟି ଯାଇଛି । ଯୁବତୀ ଜଣକ ନିଜ ସାଙ୍ଗ ମାନଙ୍କ ସହାୟତାରେ ହସ୍ପିଟାଲକୁ ଯାଇ ଟେଷ୍ଟ କରାଇଥିଲେ ଏବଂ ଚେକ-ଅପ ପରେ ତାଙ୍କୁ ହ୍ବିଲ ଚେୟାରରେ ବସି ଲେବର ରୁମକୁ ନିଆଯାଇଥିଲା । ସେ ଜଣେ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇ ଖୁବ ଖୁସି ହୋଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ ଯେ ତାଙ୍କର କେହି ପୁରୁଷ ବନ୍ଧୁ ନାହଁନ୍ତି କିମ୍ବା କାହାରି ସହିତ ସେ ଶାରୀ-ରିକ ସ-ମ୍ପର୍କ ନରଖିବା ସତ୍ତ୍ୱେବି ଏଭଳି କିଭଳି ଘଟିଗଲା ।

କିନ୍ତୁ ଯୁବତୀ ଜଣକ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ସତ ଅଟେ । ମହିଳା ଜଣକ ହେଉଛନ୍ତି ଲରେନ ଏବଂ ତାଙ୍କ ପୁଅର ନାମ ସିରାସ । ବାସ୍ତବରେ ସେ କେମିତି ଗର୍ଭ-ବତୀ ହେଲେ ତାହା ଜଣା ପଡ଼ିନାହିଁ । କିନ୍ତୁ ଏହା ଏକ ପ୍ରକାରର ସିଣ୍ଡ୍ରମ ଯାହାକି ଜଣେ ଗର୍ଭ-ବତୀ ହେବା ସମୟରେ ଜଣା ପଡ଼ି ନଥାଏ ।

Leave a Reply

Your email address will not be published. Required fields are marked *