ଆଜେକ୍ସ ଜିଜ୍ଞାସା OYO ରେ କରିଥିଲେ ଏହି ଭୁଲ ।

ଆଜେକ୍ସ ଦୁନିଆ ଛାଡି ଆର ପାରିକୁ ଯିବାକୁ ଏହାରି ଭିତରେ ଅନେକ ଦିନ ବିତି ସାରିଲାଣି । ହେଲେ ଦିନ ଯେତିକି ବିତୁଛି ସାମ୍ନାକୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କାରଣ ସେ ଦିନ ଜିଜ୍ଞାସାଙ୍କ ଜନ୍ମ ଦିନ ପାଳିବା ପୂର୍ବରୁ ଦୁହିଁଙ୍କ ଭିତରେ ମନ ମାଳିନ୍ୟ ଥିଲା । ଯେବେ ଜିଜ୍ଞାସାଙ୍କ ଜନ୍ମ ଦିନ ଆଜେକ୍ସ ପାଳନ କରିଥିଲେ ସେ ଦିନ ବି ରଶ୍ମିଙ୍କ କଥା ଉଠିଥିଲା ସ-ନ୍ଦେହ ସହ ସମ୍ପର୍କରେ ଫାଟ ବି ସୃଷ୍ଟି ହୋଇଥିଲା । ଏପଟେ ଏକ ବର୍ଷର ନୂଆ ସମ୍ପ-ର୍କ ଥିଲା ଆଜେକ୍ସଙ୍କ ସହିତ ଆଉ ସେପଟେ ପୁରୁଣା ପ୍ରେମିକ ଫେରିଛି ।

ତେଣୁ ଜିଜ୍ଞାସା କଣ କରିବେ କିଛି ଭାବି ପାରୁନଥିଲେ । କାହାର ହେବେ ଆଉ କାହାକୁ ମନା କରିବେ ଏମିତି ଭାବି ଦ୍ୱନ୍ଦରେ ଥିଲେ ଜିଜ୍ଞାସା । ହେଲେ ଜିଜ୍ଞାସା ତାଙ୍କ ପୁରୁଣା ପ୍ରେମିକ ରଶ୍ମିଙ୍କୁ ଦେଖା ସାକ୍ଷାତ କରିବା ଆଜେକ୍ସଙ୍କୁ ଆଦୌ ପସନ୍ଦ ନଥିଲା । ଆଜେକ୍ସ ସବୁବେଳେ ନା ପସନ୍ଦ କରୁଥିଲେ କି ଜିଜ୍ଞାସା ରଶ୍ମି ସହ କଥା ହେଉ କି ଲୁ-ଚି ଲୁ-ଚି ଦେଖା ସାକ୍ଷାତ କରୁ । ସେପଟେ ଜିଜ୍ଞାସା ମଧ୍ୟ ଆଜେକ୍ସଙ୍କୁ ମିଛ କହିବା ଆରମ୍ଭ କରିଦେଇଥିଲେ । ଜିଜ୍ଞାସା କହୁଥିଲେ ରଶ୍ମି ତାଙ୍କର ବେଷ୍ଟ ଫ୍ରେଣ୍ଡ ହେଲେ ସେମାନେ କୌଣସି କାରଣକୁ ନେଇ କଥା ହେଉ ନଥିଲେ ।

କିନ୍ତୁ ସେ ଦିନ ଜିଜ୍ଞାସାଙ୍କ ଜନ୍ମ ଦିନ ପାଳନ କରିବା ବେଳେ ଦୁହିଁଙ୍କ ଭିତରେ ମନ ମାଳିନ୍ୟ ଥିଲା । ଦୁହେଁ ଏକାଠି ହୋଇଥିଲେ ସତ ହେଲେ ଦୁଇ ମନ ଅଲଗା ଅଲଗା ଥିଲା । କାରଣ ସେ ଦିନ ଜନ୍ମ ଦିନରେ ଆଜେକ୍ସଙ୍କୁ ଜିଜ୍ଞାସା ରଶ୍ମିଙ୍କ ବିଷୟରେ କହିଥିବା ବେଳେ ରଶ୍ମି ତାଙ୍କ ସାଙ୍ଗ ବୋଲି କହି ଆଜେକ୍ସଙ୍କୁ ବୁଝାଇ ଦେଇଥିଲେ । ମାତ୍ର ଏହାକୁ କିନ୍ତୁ ସହଜରେ ଗ୍ରହଣ କରି ପାରିନଥିଲେ ରଶ୍ମି । କାରଣ ଜନ୍ମ ଦିନ ପରେ ପରେ ଜିଜ୍ଞାସା ଆଉ ରଶ୍ମି ଦୁହେଁ ମିଶି ବୁଲା ବୁଲି କରୁଥିଲେ । ଆଉ ପରେ ଆଜେକ୍ସ ଜାଣିବାକୁ ପାଇଥିଲେ କି ରଶ୍ମି ହେଉଛି ଜିଜ୍ଞାସାଙ୍କ ପୁରୁଣା ପ୍ରେମିକ । ଏହା ପରେ ଦୁହିଁଙ୍କ ସମ୍ପ-ର୍କ ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡିବାରେ ଲାଗିଥିଲା । ଜନ୍ମ ଦିନରେ ଦୁହେଁ ଏକାଠି ହୋଇ କେକ୍ କାଟିଥିବା ବେଳେ ଦୁହିଁଙ୍କ ମନରେ ଅନେକ କିଛି କଥା ଚାଲିଥିଲା ।

ଆଉ ଜନ୍ମ ଦିନ ପାଳନ କରିବା ପରେ ଦୁହେଁ କିଛି ମୁହୂର୍ତ୍ତ ଏକାଠି କା-ଟିବା ପାଇଁ OYO କୁ ଚାଲିଯାଇଥିଲେ । ଆଉ ଏହା ପରେ ଦୁହେଁ OYO ରୁମରେ ଏକାଠି ରାତି କାଟିଥିଲେ । OYO ରେ ଆଠସହ ଟଙ୍କା ଦେଇ ଦୁହେଁ ରୁମ ଭିତରକୁ ଏଣ୍ଟ୍ରି ମା-ରିଥିଲେ । ଦୁହେଁ ରାତି କାଟିଥିଲେ ସତ । ଦୁହେଁ ଏକାଠି ପାଖା ପାଖି ଥିଲେ ସତ ହେଲେ ଦୁହିଁଙ୍କ ମନ କିନ୍ତୁ ଅଲଗା ଅଲଗା ଥିଲା । କାରଣ ଆଜେକ୍ସଙ୍କ ମନରେ ଚାଲିଥିଲା ରଶ୍ମିଙ୍କ କଥା । ଆଉ ଜିଜ୍ଞାସାର ଶରୀର ଆଜେକ୍ସ ପାଖରେ ଥିଲେ ବି ମନ ଥିଲା ରଶ୍ମି ପାଖରେ । ଆଜେକ୍ସଙ୍କ ବାହୁରେ ସିନା ଜିଜ୍ଞାସା ଥିଲେ ହେଲେ ମନରେ କିନ୍ତୁ ଶାନ୍ତି ନଥିଲା । ରାତିରେ ଗୋଟିଏ ବେଡ଼ରେ ଦୁହେଁ ସୋଇଥିଲେ । ହୁଏତ ସେମାନଙ୍କ ଭିତରେ ଶାରୀ-ରିକ ସ-ମ୍ପର୍କ ବି ଥାଇ ପାରେ । କିନ୍ତୁ ମନର ମିଳନ ଭିତରେ ରଶ୍ମିର କଥା ଉଠୁଛି ।

କାରଣ ଆଜେକ୍ସ ମ-ରିବା ପୂର୍ବରୁ କହିଥିଲେ ମୁଁ ମରିଯିବା ପରେ ତୁମେ ଯେତେ ପାରୁଛ ସେ-କ୍ସ କର । ମୁଁ ଅଫେରା ରାଇଜକୁ ଚାଲିଯିବା ପରେ ତୁମେ ଯେତେ ପାରୁଛ ରଶ୍ମି ସହ ବୁଲା ବୁଲି କର । ଭାବିଥିଲି ମୁଁ ମ-ରିଯିବା ପରେ ତୁମେ ମତେ ମିସ କରିବ ବୋଲି ହେଲେ ମୁଁ ଏବେ ବୁଝି ସାରିଲିଣି ତୁମେ ମତେ ଆଉ ମିସ କରିବନି ବୋଲି । କାରଣ ତୁମ ପାଖେ ଏବେ ରଶ୍ମି ଅଛି । ମ-ରିବା ପୂର୍ବରୁ ଆଜେକ୍ସ ଏ କଥା ମଧ୍ୟ କହିଯାଇଥିଲେ କି ଜାଣିଛ ତୁମେ ମୋ ମୃ-ତ୍ୟୁ ଖବର ଶୁଣି ଆଦୌ କା-ନ୍ଦିବ ନାହିଁ ଯେମିତି ଆଗରୁ କେବେ କାନ୍ଦୁନଥିଲ । ହେଲେ ମୁଁ ଯାଉଛି ସବୁଦିନ ପାଇଁ ତୁମ ଆଜେକ୍ସ ଆର ପାରିକୁ ଚାଲି ଯାଉଛି ଯେଉଁଠିକୁ କେହି ଥରେ ଗଲେ ଆଉ କେବେ ଫେରନ୍ତି ନାହି । ଏମିତି କିଛି କହି ଆର ପାରିକୁ ଚାଲିଯାଇଥିଲେ ଆଜେକ୍ସ ।

Leave a Reply

Your email address will not be published. Required fields are marked *