ଡିଜେ ଆଜେକ୍ସ ଏବଂ ଜିଜ୍ଞାସାଙ୍କର କେଉଁ ଭିଡିଓ ଥିଲା ରଶ୍ମିଙ୍କ ପାଖରେ ଯେଉଁଥିପାଇଁ ଚାଲିଗଲା ଡିଜେ ଆଜେକ୍ସ ଜୀବନ।

କାଲି ଠାରୁ ସୋସିଆଲ ମିଡ଼ିଆରେ କେବଳ ଗୋଟିଏ ଖବର ଭାଇରାଲରେ ଲାଗିଛି। ସବୁ ନିଉଜ୍ କ୍ୟାନେଲ ଠାରୁ ଆରମ୍ଭ କରି ଖବର କାଗଜରେ ଗୋଟିଏ ପ୍ରଶ୍ନ ଡିଜେ ଆଜେକ୍ସଙ୍କୁ କିଏ ମାରିଲା। ବାହାରେ ବର୍ଷା ପବନ ହେଉଥିଲା ବୋଲି ଘର ଲୋକଙ୍କୁ କହିଲେ ଦେହ ଟିକେ ଭଲ ଲାଗୁନି ମୁଁ ଯାଉଛି ଶୋଇବି କିନ୍ତୁ ୧୦ ରାତିରେ ଯେତେବେଳେ ଘର ଲୋକ ଖାଇବା ପାଇଁ ଡାକିଲେ ସେତେବେଳେ ସେ ଆଉ କବାଟ ଖୋଲିଲେନି ତାପରେ ତାଙ୍କ ମୃ-ତ ଦେହ ଫ୍ୟାନ ରେ ଝୁଲୁଥିଲା। ଏବେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ୪ ଘଣ୍ଟା ଭିତରେ ଆଜେକ୍ସଙ୍କ ଜୀବନରେ ଏମିତି କଣ ସବୁ ହେଇଗଲା।

ଅକ୍ଷୟ କୁମାର ମହାରଣା ଯାହାଙ୍କୁ ସାରା ଓଡ଼ିଶା ବାସି ଡିଜେ ଆଜେକ୍ସଙ୍କ ନାରେ ଜାଣନ୍ତି। ସବୁ ଯୁବପିଢି ତାଙ୍କ ଡିଜେ ଶୁଣି ମତୁଆଲା ହେଇ ଯାଆନ୍ତି। ଡିଜେ ଆଜେକ୍ସ ହାଇଟେକ୍ ମେଡିକାଲ୍ କଲେଜର ଜିଜ୍ଞାସା ଭଲ ପାଉଥିଲେ। ଆଜେକ୍ସଙ୍କ ସବୁ ଡ଼ିଜେ ପ୍ରୋଗ୍ରାମକୁ ଜିଜ୍ଞାସା ଭିଆଇପି ଗେଷ୍ଟ ହେଇ ଯାଆନ୍ତି। ଦୁହେଁ ମିଶି ବାହାରେ ବହୁତ୍ ସମୟ ଅତିବାହିତ କରନ୍ତି।

କିନ୍ତୁ ଜିଜ୍ଞାସା କେବଳ ଆଜେକ୍ସଙ୍କୁ ଭଲ ପାଉ ନଥିଲେ ତାଙ୍କର ଆଉ ଜଣେ ପ୍ରେମିକ ମଧ୍ୟ ଥିଲେ। ଆଜେକ୍ସ ଯେତେବେଳେ ନିଜ ଡ଼ିଜେ ପ୍ରୋଗ୍ରାମରେ ବେସ୍ତ ରୁହନ୍ତି ସେତେବେଳେ ଜିଜ୍ଞାସା ନିଜ ନୂଆ ପ୍ରେମିକ ରଶ୍ମିଙ୍କ ସହ ରାତି କଟାନ୍ତି। ଏ କଥା ଯେତେବେଳେ ଆଜେକ୍ସ ଜାଣିଲେ ସେତେବେଳେ ସେ ଜିଜ୍ଞାସାଙ୍କୁ ଏ ବିଷୟରେ ପଚାରିବାରୁ ଆଜେକ୍ସଙ୍କୁ ଆସିଥିଲା ଧ-ମକ ପୂର୍ଣ୍ଣ ମେସେଜ ଏବଂ କଲ୍।

ଆଜେକ୍ସଙ୍କ ମୃ-ତୁ ପରେ ଯେତେବେଳେ ଆଜେକ୍ସଙ୍କ ମାମୁଁ ତାଙ୍କ ଫୋନ୍ ଦେଖିଲେ ସେ ଜାଣିବାକୁ ପାଇଲେ ଯେ କୌଣସି ଗୋଟେ ଭିଡିଓ ପାଇଁ ତାଙ୍କୁ ଜିଜ୍ଞାସାଙ୍କ ନୂଆ ପ୍ରେମିକ ବ୍ଲାକ-ମେଲ କରୁଥିଲା। ଏମିତି ବ୍ଲାକ-ମେଲ କରି କରି ଜିଜ୍ଞାସା ତାଙ୍କ ପାଖରୁ ଅନେକ ଟଙ୍କା ଲୁ-ଟି ନେଇଛି। ତାପରେ ଆଜେକ୍ସଙ୍କ ମାମୁଁ ପୋଲି-ସକୁ ସବୁ ପ୍ରମାଣ ଦେଇ ମିଡ଼ିଆ ଆଗରେ ସବୁ କଥା କହିଛନ୍ତି।

Leave a Reply

Your email address will not be published. Required fields are marked *