ଆଉ ଚଳିବ ନାହିଁ 500 ଟଙ୍କିଆ ନୋଟ ।

ସମସ୍ତଙ୍କ ପାଖରେ ସମସ୍ତେ ଟଙ୍କା ରଖିବାକୁ ପସନ୍ଦ କରନ୍ତି । ଆଉ ପାଞ୍ଚ ଶହ ଟଙ୍କିଆ ନୋଟ ସାଧାରଣତ ଅନେକ ଲୋକଙ୍କୁ ଆକର୍ଷିତ କରେ । ହେଲେ ଏ କଥା କଣ ଆପଣ ମାନେ ଜାଣନ୍ତି କି ଆଉ ଚଳିବ ନାହିଁ ଏହି ପାଞ୍ଚ ଶହ ଟଙ୍କିଆ ନୋଟ । ହଁ ବନ୍ଧୁଗଣ ଯଦି ଆପଣଙ୍କ ପାଖେ ଖରାପ ପାଞ୍ଚ ଶହ ଟଙ୍କିଆ ନୋଟ ଅଛି ତେବେ ଡେରି ନକରି ତୁରନ୍ତ ତାକୁ ବଦଳାଇ ଦିଅନ୍ତୁ । ଏଣିକି RBI ଆଣିଛି ତାର ନୂଆ ନିୟମ । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏନେଇ ଏକ ନୂଆ ନିୟମ ଆଣିଛି । ଯେପରି ଆପଣ ମାନେ ସମସ୍ତେ ଜାଣିଛନ୍ତି କି RBI ଭାରତରେ ପ୍ରଚଳିତ ଟଙ୍କାର ସମସ୍ତ ନୂଆ ନିୟମ ଆଣିଥାଏ ।

ଯେପରିକି କେତେ ଟଙ୍କା ଛପା ହେବ କେଉଁ ଟଙ୍କା ଉପରେ ରୋକ ଲଗା ଯିବ । ସେହି ସବୁର ସମସ୍ତ ନିୟମ RBI ହିଁ କରିଥାଏ । ତେବେ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପାଞ୍ଚ ଶହ ଟଙ୍କିଆ ନୋଟ ଉପରେ ଏକ ବଡ଼ ନିୟମ ଲାଗୁ କରିଛି । ଯାହା ଶୁଣିବା ପରେ ଆପଣ ହୁଏତ କିଛି ସମୟ ପାଇଁ ସ୍ତବ୍ଧ ପାଲଟି ଯାଇ ପାରନ୍ତି । ଆଉ ହଁ ଏହି ନୂଆ ନିୟମ ବା ବଡ଼ ନିଷ୍ପତ୍ତି ସମସ୍ତେ ଜାଣିବା ନିହାତି ଆବଶ୍ୟକ ।

ଯଦି ଆପଣଙ୍କ ପାଖରେ ବିଡା ବିଡା ପାଞ୍ଚ ଶହ ଟଙ୍କିଆ ନୋଟ ଅଛି । ବା ଗୋଟେ ଦୁଇଟି ବି ନୋଟ ଅଛି ତେବେ ଆପଣ ଡେରି ନକରି ଏହି ନୂଆ ନିୟମ ଜାଣନ୍ତୁ । କାରଣ ଏହି ସୂଚନା ଆପଣଙ୍କ ପାଇଁ ନିହାତି ଆବଶ୍ୟକ ହୋଇପାରେ । ଆପଣ ମାନେ ସମସ୍ତେ ଜାଣିଛନ୍ତି କି ଯେତେବେଳେ ଜଣେ ବ୍ୟକ୍ତି ପରିଶ୍ରମ କରି ପାଞ୍ଚ ଶହ ଟଙ୍କା ରୋଜଗାର କରେ ସେ ପାଞ୍ଚ ଶହ ଟଙ୍କାକୁ ଖର୍ଚ୍ଚ କରିବାକୁ କେବେ ଚାହେଁ ନାହିଁ । ଯଦି ସେତିକି ଜରୁରୀ ଆବଶ୍ୟକତା ନଥାଏ ତ ।

ତେବେ ସେହିଭଳି ଅନେକ ଜଣ ଏପରି ଥାନ୍ତି ଯାହାଙ୍କୁ ପରିବାରରେ ବାପା ମା ଦେଇଥିବା ପାଞ୍ଚ ଶହ ଟଙ୍କିଆ ନୋଟକୁ ଘରେ ସାଇତି ରଖି ନିଜର ଗଛିତ ରାଶି ବୃଦ୍ଧି କରିବାକୁ ଚାହିଁ ଥାନ୍ତି । ମାତ୍ର ବର୍ତ୍ତମାନ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ନିହାତି ଭାବେ ଚକିତ କରିବ । ଏହି କଥା ଶୁଣିବା ପରେ ଏହି ଘଟଣା ଆପଣଙ୍କୁ ଚକିତ କରିଦେବ । ହଁ ଆଜ୍ଞା ଆପଣଙ୍କ ପାଖରେ ଥିବା ଖରାପ ନୋଟ ଆଉ ବଜାରରେ ଚଳିବ ନାହିଁ । ଆଉ ଯେଉଁଥି ପାଇଁ ଆପଣ ମାନେ ବଜାରରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

ରିଜର୍ଭ ବ୍ୟାଙ୍କର ନିୟମ ମୁତାବକ ଯଦି ଆପଣଙ୍କ ପାଖରେ ପୁରୁଣା କିମ୍ବା ଚିରା ଫଟା ନୋଟ ରହିଥାଏ ବା ଲେଖା ହୋଇଥିବା ନୋଟ ଥାଏ। ତେବେ ଏହା ଆଉ ବଜାରରେ ଚଳିବ ନାହିଁ । ହେଲେ ଆମେ ଏଠାରେ ଆଉ ଏକ ବିକଳ୍ପ ଆପଣଙ୍କୁ କହିରଖିବାକୁ ଯାଉଛୁ । ଆଉ ଯଦି ଆପଣଙ୍କ ପାଖରେ ସେହି ପୁରୁଣା ଖରାପ ବା ଚିରା ଫଟା ନୋଟ ଥାଏ ତେବେ ଆପଣ ଏହି କାର୍ଯ୍ୟ କରି ଆପଣଙ୍କ ଟଙ୍କା ଫେରି ପାଇପାରିବେ । ଆପଣ ବ୍ୟାଙ୍କର ଯେକୌଣସି ବ୍ରାଞ୍ଚକୁ ଯାଇ ଏହାକୁ ବଦଳାଇ ପାରିବେ ।

ଯଦି କେଉଁ ବ୍ୟାଙ୍କ ଆପଣଙ୍କୁ ଏହି ସବୁ ଟଙ୍କା ବଦଳାଇବାକୁ ଟଙ୍କା ନ ଦିଅନ୍ତି ତେବେ ଆପଣ ଉକ୍ତ ବ୍ୟାଙ୍କ ନାମରେ ଅଭିଯୋଗ ମଧ୍ୟ କରି ପାରିବେ । ତେବେ ଯଦି ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଏ କି ଆପଣ ଏହି ଖରାପ ନୋଟକୁ କିପରି ଜାଣିବେ ତେବେ ଆସନ୍ତୁ ଏହା ମଧ୍ୟ ଆମେ ଆପଣଙ୍କୁ ଜଣାଇ ଦେବୁ । ଯଦି ଆପଣଙ୍କ ନୋଟ ଆରମ୍ଭରୁ ମଝି ପର୍ଯ୍ୟନ୍ତ ଫାଟି ଯାଇଛି ତେବେ ତାକୁ ଖରାପ ନୋଟ ବୋଲି କୁହାଯାଇ ପାରିବ ।

ସେହିଭଳି ଯଦି ଆପଣଙ୍କ ନୋଟ ବହୁତ ପୁରୁଣା କିମ୍ବା ଆପଣଙ୍କ ନୋଟରେ ଧୂଳି କିମ୍ବା ମାଟି ଜମି ଯାଇଛି ତେବେ ମଧ୍ୟ ସେହି ନୋଟକୁ ଖରାପ ନୋଟ ବୋଲି କୁହାଯାଇ ପାରିବ । ଆପଣ ମାନେ ଜାଣିଥିବେ ଅନେକ ସମୟରେ ନୋଟଟି ଅଧିକ ଦିନ ଧରି ବ୍ୟବହାର ହେବା ପରେ ଖରାପ ହୋଇଯାଏ ଆଉ ଯେଉଁଥି ପାଇଁ ସେହି ନୋଟକୁ ବ୍ୟାଙ୍କରେ ବଦଳାଇବାକୁ ପଡିଥାଏ । ତେବେ ଯଦି ଆପଣଙ୍କ ନୋଟ ଏହି ଭଳି ଖରାପ ଅଛି ତେବେ ଆପଣ ଏହାକୁ ଯେ କୌଣସି ବ୍ୟାଙ୍କକୁ ନେଇ ବଦଳାଇ ପାରିବେ । ଆଉ ଏହି ପୁରୁଣା ବା ଖରାପ ନୋଟ ଦେଇ ଆପଣ ନୂଆ ନୋଟ ଆଣି ପାରିବେ ।

Leave a Reply

Your email address will not be published. Required fields are marked *