ପ୍ରେମିକରୁ ସୈ-ତାନ ସାଜିଲେ ଯୁବକ ।

ଏକ ତରଫା ପ୍ରେମ ହେଲା କାଳ । ପୁଣି ସାମ୍ନାକୁ ଆସିଲା ଏକ ତରଫା ପ୍ରେମର କରୁଣ ପରିଣତି । ପ୍ରେମିକକୁ ପ୍ରେମ ନକରିବାରୁ ପ୍ରେମିକ ନେଲା ପ୍ରେମିକାର ଜୀବନ । ପ୍ରେମର ପରିଭାଷା ସତରେ ଆଜି କାଲି ବଦଳି ଯିବାକୁ ବସିଲାଣି । ପ୍ରେମର ପରିଭାଷା ଦିନେ କେବଳ ନିସ୍ୱାର୍ଥ ନିସର୍ତ ଭଲ ପାଇବାକୁ ବୁଝାଉଥିଲା ମାତ୍ର ବର୍ତ୍ତମାନ ପ୍ରେମର ପରିଭାଷା ଏବେ ବଦଳି ଯାଇଛି । ପ୍ରେମରେ କେତେବେଳେ ପ୍ରେମିକ ପ୍ରେମିକାକୁ ଧୋ-କା ଦେଉଛି ତ ଆଉ କେତେବେଳେ ଏକ ତରଫା ପ୍ରେମ କରି ପ୍ରେମରେ ବି-ଫଳ ହେବା ପରେ ପ୍ରେମିକ ନେଉଛି ପ୍ରେମିକାର ଜୀବନ ଆଉ ବର୍ତ୍ତମାନ ଏମିତି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ କହିବେ ଏ କଣ ଭଲ ପାଇବା ।

ଏ କି ପ୍ରେମ । ଯିଏ ଯାହାକୁ ଭଲ ପାଏ ସେ କଣ କେବେ ତା ପ୍ରେମିକର ଜୀବନ ନେଇ ପାରେ । ଯିଏ ଯାହାକୁ ପାଇବାକୁ ଚାହେଁ ସେ କଣ କେବେ ତା ମନର ମଣିଷକୁ ସବୁଦିନ ପାଇଁ ଅଫେରା ରାଇଜକୁ ପଠାଇ ଦିଏ । ହେଲେ ବର୍ତ୍ତମାନର ଯୁବ ପିଢିଙ୍କ ପାଇଁ ପ୍ରେମର ସଂଜ୍ଞା ସତରେ ବଦଳି ଯାଇଛି । ପ୍ରେମରେ ସଫଳତା କେବେ ଯୁବପୀଢ଼ିଙ୍କୁ ଖୁସିରେ ମତୁଆଲା କରି ଦେଉଛି ତ ଆଉ କେତେବେଳେ ପ୍ରେମରେ ବିଫଳତା ମଣିଷର ଜୀବନ ନେବାକୁ ବି ପଛାଉ ନାହିଁ ।

ଏମିତି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହା ସାରା ଅଞ୍ଚଳରେ ଚର୍ଚ୍ଚା ଖେଳାଇ ଦେଇଛି । ଏକ ତରଫା ପ୍ରେମ କରୁଥିବା ଯୁବକ ଯେତେବେଳେ ପ୍ରେମରେ ବିଫଳତାର ସ୍ୱାଦ ଚାଖିଛି । ଯେତେବେଳେ ପ୍ରେମିକାର ବିବାହ ଅନ୍ୟତ୍ର ସ୍ଥିର କରାଯାଇଛି ସେତେବେଳେ ପ୍ରେମିକ ପ୍ରେମିକରୁ ସୈ-ତାନ ସାଜିଛି । ଆଉ ଯାହାକୁ ଦିନେ ପ୍ରେମିକ ଗୋଲାପ ଦେଇ ପ୍ରେମ ନିବେଦନ କରୁଥିଲା ତାର ଜୀବନ ନେବାକୁ ମଧ୍ୟ ପଛାଇ ନାହିଁ।

ଘଟଣା କିଛି ଏପରି ହୋଇଥିଲା ଯେତେବେଳେ ପ୍ରେମିକ ଜାଣିବାକୁ ପାଇଥିଲା କି ସେ ଭଲ ପାଉଥିବା ତା ପ୍ରେମିକା ଅନ୍ୟ ଜଣଙ୍କୁ ବିବାହ କରିବାକୁ ସ୍ଥିର ହୋଇଯାଇଛି । ଏହି କଥାକୁ ସହଜରେ ଗ୍ରହଣ କରି ପାରିନଥିଲା ମନେ ମନେ ଯୁବତୀଙ୍କୁ ମନ ଦେଇଥିବା ଯୁବକ । ହଁ ବନ୍ଧୁଗଣ ଏଭଳି ଏକ ଘ-ଟଣା ବିଜେପୁର ସାଏପାଲି ଗ୍ରାମରେ ଘଟିଛି । ମୃ-ତକ ହେଲେ ପଦ୍ମିନୀ ଛାତ୍ରୀଆ ।ସୂଚନା ଅନୁଯାୟୀ ସେହି ଗ୍ରାମର ଯୁବକ ଜଣେ ଯୁବତୀଙ୍କୁ ମନେ ମନେ ପ୍ରେମ କରୁଥିଲେ ।

ଏନେଇ ଯୁବକ ଯୁବତୀଙ୍କୁ ଅନେକ ଥର ପ୍ରେମ ନିବେଦନ କରିଥିଲେ ହେଲେ ଯେତେଥର ନିଜ ମନର କଥା ଯୁବକ ଯୁବତୀଙ୍କ ଆଗରେ ପ୍ରକାଶ କରିଥିଲେ ସେତେ ଥର ଯୁବତୀ ଜଣଙ୍କ କଥା ଶୁଣିବାକୁ ନାରାଜ ଥିଲେ ଏପରିକି ଯୁବକ ଜଣଙ୍କ ବାରମ୍ବାର ପ୍ରେମ ନିବେଦନ କରୁଥିଲେ ଆଉ ଯୁବତୀ ଜଣଙ୍କ ବାରମ୍ବାର ପ୍ରେମକୁ ପ୍ରତ୍ୟା-ଖାନ କରୁଥିଲେ ।

ଏହା ପ୍ରେମିକ କିନ୍ତୁ ହାରି ଯାଇନଥିଲେ ପ୍ରେମକ ଭାବି ଥିଲେ ଯାହା ହେଲେ ମଧ୍ୟ ପ୍ରେମିକା ଦିନେ ନା ଦିନେ ତାଙ୍କ ପ୍ରେମକୁ ଗ୍ରହଣ କରିବେ ମାତ୍ର ଏଭଳି କିଛି ଘଟିଲା ନାହିଁ । ଶେଷରେ ଦିନ ପରେ ଦିନ ବିତି ଚାଲିଲା ଆଉ ଶେଷରେ ପ୍ରେମିକାର ଘର ଲୋକେ ଯୁବତୀଙ୍କ ପାଇଁ ଵିଵାହ ସ୍ଥିର କରିନେଇଥିଲେ ଆଉ ଯେତେବେଳେ ପ୍ରେମିକାର ବିବାହ ଠିକ ହେଉଥିବା ଯୁବକ ଜାଣିବାକୁ ପାଇଲେ ସେତେବେଳେ ଯୁବକ ଜଣଙ୍କ ପ୍ରେମକରୁ ସାଜିଲେ ନର ରା-କ୍ଷାସ ।

ଯୁବତୀଙ୍କୁ ଉଠାଇ ନେଇ ଯୁବତୀଙ୍କ ଜୀବନ ନେଲେ ଏକ ତରଫା ପ୍ରେମରେ ବି-ଫଳ ହେବାକୁ ଯାଉଥିବା ଯୁବକ । ଯୁବତୀଙ୍କୁ ପ୍ରଥମେ ଉଠାଇ ନେଇଥିଲେ । ଏହା ପରେ ଯେତେବେଳେ ଯୁବତୀଙ୍କ ପରିବାର ଲୋକେ ଜୁବତୀଙ୍କୁ ଘରେ ପାଇନଥିଲେ ସେତେବେଳେ ପରିବାର ଲୋକେ ଯୁବତୀଙ୍କୁ ଖୋଜିବାରେ ଲାଗି ପଡିଲେ ଆଉ ଶେଷରେ ଯୁବତୀଙ୍କ ମୃ-ତ ଦେହ ପାଇଥିଲେ । ଯୁବତୀଙ୍କ ମୃ-ତ ଦେହ ପାଇବା ପରେ ପରିବାରରେ ଖେଳିଯାଇଥିଲା ଶୋକର ଛା-ୟା ଯୁବତୀଙ୍କୁ ହରାଇ ପରିବାର ଲୋକେ ଦୁଃ-ଖରେ ଭାଙ୍ଗିପଡିଥିଲେ

Leave a Reply

Your email address will not be published. Required fields are marked *