ବିଧବା ମହିଳାଙ୍କ ଦେହ ଭୋକ ପାଇଁ ବଳି ପଡିଲେ ଅନେକ ସ୍ୱାମୀ।

ବିବାହ ମଣିଷ ଥରେ କରେ । କିନ୍ତୁ ଜଣେ ମହିଳା ଥର ଥର କରି ୧୭ ଥର କରିଥିଲେ ବିବାହ । ବାହା ହେଉଥିଲେ ଆଉ ସ୍ୱାମୀଙ୍କ ପାଖରୁ ମନ ଭରିଯିବା ପରେ ଖୁବ ସତ-ର୍କତାର ସହିତ ନେଉଥିଲେ ସ୍ୱାମୀର ଜୀବନ । ଆଉ ତା ପରେ ଲୋକଙ୍କ ଆଗରେ ଏମିତି ଅଭିନୟ କରୁଥିଲା ଲୋକଙ୍କର ସେହି ମହିଳାଙ୍କ ଉପରେ ଆଦୌ ସ-ନ୍ଦେହ ସୃଷ୍ଟି ହଉନଥିଲା । ଏବଂ ତା ପରେ ବିଧବା ମହିଳା ବିଧବା ହୋଇ ନୂଆ ଯୌ-ନ ସାଥି ଖୋଜୁଥିଲା ।

ବନ୍ଧୁଗଣ ଆମେ ଏଠାରେ ଯେଉଁ ଘ-ଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ନିହାତି ଭାବେ ଚକିତ ହୋଇଯିବେ । ଆଉ ହୁଏତ ଏହି ଘ-ଟଣା ଆପଣଙ୍କ ପାଦ ତଳୁ ମାଟି ମଧ୍ୟ ଖସାଇ ଦେଇ ପାରେ । ଆପଣ ହୁଏତ କିଛି ସମୟ ପାଇଁ ଏହାକୁ ବିଶ୍ୱାସ ମଧ୍ୟ କରି ନ ପାରନ୍ତି। କିନ୍ତୁ ଘ-ଟଣା ଅବିଶ୍ଵସନୀୟ ହୋଇଥିଲେ ମଧ୍ୟ ତାହା ସତ । ବନ୍ଧୁଗଣ ନିଜ ଦେହର ଭୋକ ପାଇଁ ଜଣେ ନାରୀ କିଭଳି ନାଗୁଣୀ ପାଲଟି ଯାଇ ପାରେ ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଏହି ବିଧବା ମହିଳା ଜଣଙ୍କ ।

ଏହି ଘଟ-ଣା ହେଉଛି ପଞ୍ଜାବ ଅଞ୍ଚଳର। ଏହି ଅଞ୍ଚଳର ଏକ 14 ବର୍ଷୀୟା ମହିଳା ଜଣଙ୍କ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା । ନୂଆ ନୂଆ ବିବାହ କରି ଶାଶୁ ଘରେ ପାଦ ରଖିଥିଲା । ହେଲେ ସୁଖର ସଂସାର କରିବା ପୂର୍ବରୁ ବିବାହର ମାତ୍ର କିଛି ଦିନ ପରେ ମହିଳାଙ୍କ ସ୍ୱାମୀଙ୍କର ମୃ-ତ୍ୟୁ ହୋଇଥିଲା । କେହି ବି ହେଲେ ଭାବି ପାରି ନଥିଲେ ଏତେ କମ ବୟସର ଝିଅ ଯେ ବିଧବା ହୋଇଯିବ।

ମାତ୍ର ପ୍ରଥମ ସ୍ୱାମୀ ମ-ରିଗଲା ପରେ ମହିଳା ଜଣଙ୍କ ଏପରି ଅଭିନୟ କରିଥିଲେ ଯେ ମହିଳାଙ୍କ ଉପରେ ଲୋକେ ସ-ନ୍ଦେହ କରିବା ତ ଦୂରର କଥା ତାଙ୍କୁ ସମବେଦନା ଜଣାଇ ଥିଲେ । ହେଲେ କେହି ଜାଣି ନଥିଲେ ଏହି କଅଁଳ କନ୍ୟା ବିବାହ ପରେ ସ୍ବାମୀ ଠାରୁ ଦୂରରେ ରହୁଥିଲା । ସ୍ୱାମୀ ସହ ତାର କୌଣସି ସ-ମ୍ପର୍କ ନଥିଲା । ତାକୁ ତା ସ୍ବାମୀ ଭଲ ଲାଗୁ ନଥିଲା। ଏହା ପରେ ସେ ତା ସ୍ୱାମୀକୁ ଅତି ଚତୁରତାର ସହ ମା-ରି ଦେଇଥିଲା ।ଏତେ କମ ବୟସର ଝିଅଟେ ବିଧବା ହୋଇ ଥିବାରୁ ଏହି ଖବର ସମସ୍ତଙ୍କୁ ଦୁଃ-ଖ ଦେଉଥିଲା

ସମସ୍ତେ ଦୁଃ-ଖରେ ଭା-ଙ୍ଗି ପଡୁଥିବା ବେଳେ ବିଧବା ମହିଳା ଲାଲାଵାନ କିନ୍ତୁ ଭିତରେ ଭିତରେ ବହୁତ ଖୁସି ଥିଲା । କାରଣ ସେ ତା ସ୍ୱାମୀର ମୃ-ତ୍ୟୁ କିପରି ହେଲା ତାହା ସେ ଜାଣିଥିଲା । କାରଣ ଲାଲାବାନ ନିଜେ ହିଁ ତା ସ୍ୱାମୀକୁ ବି-ଷ ଦେଇ ମା-ରି ଦେଇଥିଲା । ଯେଉଁ ସ୍ୱାମୀ ଲାଲାବାନକୁ ଏତେ ଅଧିକ ଭଲ ପାଉଥିଲା ସେହି ସ୍ୱାମୀକୁ ଲାଲାବାନ ଭିତରେ ଭିତରେ ଘୃ-ଣା କରୁଥିଲା । କାରଣ ତା ସ୍ବାମୀ ଠାରୁ ତାର ମନ ପୁରୀ ଯାଇଥିଲା । ଆଉ ଲାଲାବାନକୁ ଏକ ନୂଆ ଦେହର ଆବଶ୍ୟକତା ଥିଲା ।

ଆଉ ତାକୁ ଏମିତି ଏକ ମଣିଷ ମିଲିଯିବା ପରେ ସେ ନିଜ ସ୍ୱାମୀକୁ ଖାଦ୍ୟରେ ବି-ଷ ଦେଇ ମା-ରିଦେଇଥିଲା । ଆଉ ସ୍ୱାମୀ ମ-ରିଯିବାର ମାତ୍ର କିଛି ମାସ ଭିତରେ ସ୍ୱାମୀ କରି ନେଇଥିଲା ଦ୍ୱିତୀୟ ବିବାହ । ସମସ୍ତେ ଲାଲାବାନ ବିବାହରେ ଖୁସିଥିଲେ । ସମସ୍ତେ ଭାବୁଥିଲେ ଯାହା ହେଉ ଅଳ୍ପ ବୟସରେ ବିଧବା ହୋଇଥିବା ଝିଅ ଟେ ପୁଣି ଥରେ ସୁନାର ସଂସାର କଲା । ହେଲେ ଦ୍ୱିତୀୟ ସ୍ୱାମୀ ପାଖରୁ ବି ଲାଲାର ମନ ପୂରି ଗଲା । ଆଉ ସେ ପ୍ରଥମ ସ୍ୱାମୀକୁ ମା-ରିଲା ଭଳି ଦ୍ୱିତୀୟ ସ୍ୱାମୀକୁ ମଧ୍ୟ ମା-ରି ଦେଇଥିଲା ।

ଏମିତି ଗୋଟି ଗୋଟି କରି 17 ଜଣଙ୍କୁ ବିବାହ କରିଥିଲା ଲାଲା । ଆଉ ନିଜ ମନ ଭରି ଯିବା ପରେ ସେମାନଙ୍କୁ ରାସ୍ତାରୁ ହଟାଇ ଦେଉଥିଲା । ହେଲେ ଏଥର କିନ୍ତୁ 17 ନମ୍ବର ସ୍ବାମୀ ପାଖରେ ଲାଲା ଧରା ପଡିଯାଇଥିଲା । ମାନେ ଲାଲା 17 ନମ୍ବର ସ୍ୱାମୀକୁ ମଧ୍ୟ ଯେତେବେଳେ ସେହି ସମାନ ଢଙ୍ଗରେ ମା-ରିଥିଲା ସେତେବେଳେ ଲାଲା କୁ ପୋ-ଲିସ ଧରିନେଇଥିଲା ।

କାରଣ ସ୍ୱାମୀର ଅନ୍ତିମ ସ-ତ୍କାର ପୂର୍ବରୁ ପୋ-ଲିସ ପହଞ୍ଚି ଶ-ବକୁ ଜ-ବତ କରିଥିଲା । ଆଉ ଏହା ପରେ ଲାଲା ଗୋଟି ଗୋଟି କରି ସବୁ ସତ ଓଗାଳି ଦେଇଥିଲା । ଏହି ସତ ଯେତେବେଳେ ଲୋକଙ୍କ ପାଖରେ ପହଞ୍ଚି ଥିଲା ସେତେବେଳେ ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଆଉ ଲାଲାକୁ ପୋ-ଲିସ ଗିର-ଫ କରିଥିଲା । ଏହି ଘ-ଟଣା ସମଗ୍ର ରାଜ୍ୟରେ କୁଆଡେ ଚହଳ ସୃଷ୍ଟି କରିଥିଲା ।

Leave a Reply

Your email address will not be published. Required fields are marked *